ସହଜରେ ଜାଣିପାରିବେ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି, କେବଳ ବାଛିବାକୁ ହେବ ଏଥିରୁ ଗୋଟିଏ ନମ୍ବର (Tarot Card Reading)

ନମସ୍କାର ବନ୍ଧୁଗଣ, ଆମ ମନରେ ଥିବା ସାଥିଙ୍କ ମନକୁ ପଢିବା ଆମ ପାଇଁ ଏତେ ସହଜ ହୋଇନଥାଏ । କିନ୍ତୁ ସବୁବେଳେ ଜଣେ ସାଥି ତା ସାଥି ଠାରୁ ଏଇଆ ହିଁ ଆଶା କରିଥାଏ କି କିଭଳି ସେ ତାଙ୍କ ହୃଦୟର ଭାଷାକୁ କିଛି ନ କହି ମଧ୍ୟ ସେ ବୁଝି ଯାଉଥିବେ । ତେବେ ଏହା ବାସ୍ତବରେ ତ ଏତେ ସହଜ ହୋଇନଥାଏ । କିନ୍ତୁ ଆଜି ଆପଣମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ  ଆପଣଙ୍କ ସାଥିଙ୍କ ମନରେ ଚାଲିଥିବା କଥାକୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଉପରେ ଦେଖୁଥିବା ତିନୋଟି ନମ୍ବର ମଧ୍ୟରୁ ଆପଣଙ୍କ ମନ ପସନ୍ଦର ଏକ ନମ୍ବର ଟିଏ ବାଛନ୍ତୁ । ଆପଣ ବାଛିଥିବା ନମ୍ବର ହିଁ ଆପଣଙ୍କ ସାଥିଙ୍କ ମନ କଥା ଆପଣଙ୍କୁ ଜଣାଇବ । 1-  ଆପଣଙ୍କ ସାଥି ଆପଣଙ୍କୁ ତାଙ୍କ ଜୀବନର ରକ୍ଷକ ବୋଲି ଭାବୁଛନ୍ତି । ସେ ଆପଣଙ୍କ ସହ ସୁରକ୍ଷିତ ଅନୁଭବ କରିଥାନ୍ତି । ତାଙ୍କୁ ଲାଗୁଛି କି ଆପଣ ନିଜକୁ ନିଜେ ବହୁତ ଶକ୍ତିଶାଳୀ ବୋଲି ଭାବୁଛନ୍ତି ।

ଆପଣଙ୍କୁ ଲାଗୁଛି କି ଆପଣ ଆପଣଙ୍କ ଜୀବନରେ ଯାହା ସବୁ କରିଛନ୍ତି ତାହା କେହି ମଧ୍ୟ କରିନାହାନ୍ତି । ଆପଣଙ୍କ ସାଥି ଆପଣଙ୍କ ସାମାନ୍ଯ ଗର୍ବୀ ବୋଲି ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଏହା ଭାବୁଛନ୍ତି କି ଆପଣଙ୍କ ସାହାର୍ଯ୍ୟ ବିନା ସେ କିଛି ମଧ୍ୟ କରିପାରିବେ ନାହିଁ ।

2- ଆପଣଙ୍କୁ ନେଇ ତାଙ୍କ ମନରେ ସବୁ ପ୍ରକାର ଭାବନା ଚାଲିଛି । ସେ ଏବେ ଯାଏ ଆପଣଙ୍କୁ ନେଇ କୌଣସି ନିସ୍ପତିରେ ପହଞ୍ଚି ପାରିନାହାନ୍ତି । କେବେ ଆପଣଙ୍କୁ ସେ ବହୁତ ଭଲ ଭାବୁଛନ୍ତି ତ କେବେ ଆପଣଙ୍କୁ ବହୁତ ଖରାପ ଭାବୁଛନ୍ତି । ବେଳେ ବେଳେ ତାଙ୍କୁ ଆପଣ ମହାନ ବୋଲି ମଧ୍ୟ ଅନୁଭୂତ ହୋଇଥାନ୍ତି । ଆଉ କେତେବଳେ ଆପଣଙ୍କୁ ସେ ସବୁଠାରୁ ନିଚ୍ଚ ବୋଲି ମଧ୍ୟ ଭାବୁଛନ୍ତି । ତେଣୁ ସେ ଆପଣଙ୍କୁ ନେଇ ବିଲକୁଲ ବି ସ୍ତିର ନାହାନ୍ତି । ସେ ଆପଣଙ୍କୁ ଠିକରେ ବୁଝିବା ପାଇଁ ଚାହିଲେ ମଧ୍ୟ ବୁଝି ପାରୁନାହାନ୍ତି ।

3- ଆପଣଙ୍କ ସାଥି ଭାବୁଛନ୍ତି କି ଆପଣ ବହୁତ ପରିଶ୍ରମୀ ମଣିଷ ଅଟନ୍ତି । ବହୁତ ବେଶୀ କାମ ଆପଣ କରିଥାନ୍ତି । ଆପଣ ବହୁତ ଅଧିକ ଚିନ୍ତାରେ ରହୁଛନ୍ତି । ଜୀବନରେ ଆପଣ ବହୁତ ଅଧିକ ଦୁଃଖ ଦେଖିଛନ୍ତି । ସବୁବେଳେ ଆପଣ ଜୀବନକୁ ଏକ ବୋଝ ଭାବି କଟାଉଛନ୍ତି ।

ତେଣୁ ଆପଣଙ୍କ ସାଥି ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି କି ଆପଣ ଏତେ ଚିନ୍ତା ନ ନେଇ ଜୀବନକୁ ଉପଭୋଗ କରିବା ଆବଶ୍ୟକ । ତାଙ୍କୁ ଲାଗୁଛି ଆପଣ ନିଜର ଯତ୍ନ ଠିକରେ ନେଉନାହାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।