ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ତାହା କେଉଁ ପ୍ରାଣୀ ଅଟେ ଯିଏ ନରରୁ ମାଦା ହୋଇ ଯାଇଥାଏ ?
ଉ: ଅକ୍ଟୋପସ ।
୨- ବେଲୁନରେ କେଉଁ ଗ୍ଯାସ ଭରା ଯାଇଥାଏ ?
ଉ: ହାଇଡ୍ରୋଜେନ ଗ୍ଯାସ ।
୩- ବିଶ୍ଵର ସର୍ବ ପୁରାତନ ଖବରକାଗଜ କେଉଁଟି ଅଟେ ?
ଉ: ସ୍ଵିଡେନ ଅଫିସିଆଲ ଜେନେରାଲ ।
୪- ତାହା କେଉଁ ପକ୍ଷୀ ଅଟେ କିଏ ପଛ ଦିଗକୁ ଉଡିଥାଏ ?
ଉ: ଗୁଞ୍ଜନ ପକ୍ଷୀ ।
୫- ପୃଥିବୀ ତୁଳନାରେ ସୂର୍ଯ୍ୟ କେତେ ଗୁଣ ବଡ ଅଟନ୍ତି ?
ଉ: ୧୦୯ ଗୁଣ ବଡ ।
୬- ତାହା କେଉଁ ମସିହା ଅଟେ ଯାହାକୁ ସିଧା ଲେଖିଲେ ଯାହା ହୋଇଥାଏ ଓଲଟା ଲେଖିଲେ ମଧ୍ୟ ସେଇଆ ହୋଇଥାଏ ?
ଉ: 1961 ।
୭- ତାହା କେଉଁ ଫୁଲ ଅଟେ ଯାହା କେବଳ ୧୨ ବର୍ଷରେ ଥରେ ମାତ୍ର ଫୁଟି ଥାଏ ?
ଉ: ନୀଳ କୁରଞ୍ଜି ।
୮- ଏମିତି କେଉଁ ମସଲା ଅଛି ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?
ଉ: କାଶ୍ମିରୀ ଚିଲି ।
୯- ସରଗରୁ ଆସିଲା ଟୋକା ଟିଏ ତା’ ମୁଣ୍ଡରେ ଟୋପି ଟିଏ ?
ଉ: ତାଳ ।
୧୦- ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?
ଉ: ଶୀତ ଋତୁ ।
୧୧- କେଉଁ ଲାଇଟ ଜଳେ ନାହିଁ ?
ଉ: ସନ୍ ଲାଇଟ ।
୧୨- ଜନ୍ମ ହେବାର କେତେ ଦିନ ପରେ ଗୋଟିଏ ଶିଶୁ ହସିଥାଏ ?
ଉ: ୧ ମାସ ପରେ ।
୧୩- କେଉଁ ଜିନିଷ ଶୁଖିଲେ ୨କେଜି, ଓଦା ହେଲେ ୧ କେଜି ଏବଂ ଜଳିଗଲେ ୩ କେଜି ହୋଇଥାଏ ?
ଉ: ସଲଫର ।
୧୪- ଚଢେଇ ନୁହେ ସେ ଗଛର ଫଳ, ପେଟ ଭରା ଥାଏ ପାଣି ଅଥଳ ?
ଉ: ନଡିଆ ।
୧୫- କେଁ କବାଟ କେଁ, ପୋଖରୀ ଭିତରେ କରୁଛି ନାଟ, ଚୁଳିଆ ଚଢେଇ ଧରିଛି ଟାଣି, ଶୁଖିଲା ଗଛରୁ ଗଡୁଛି ପାଣି ?
ଉ: ଆଖୁପେଡା ଶାଳ ।
୧୬- କଞ୍ଚାରେ ଚଟଣି, ପାଚିଲେ ଶଢା ପୁଲରେ ବାସନ ବହୁତ କଡା ?
ଉ: ଆମ୍ବ ।
୧୭- କେଉଁ ପ୍ରାଣୀ ଠିଆ ହୋଇ ଶୁଏ ?
ଉ: ଘୋଡା ।
୧୮- ନରହତ୍ୟାରେ କେଉଁ ଦେଶ ବିଶ୍ଵ ରେକର୍ଡ କରିଛି ?
ଉ: ବ୍ରାଜିଲ ।
୧୯- କେଉଁ ଜୀବ ପାଟିରେ ସବୁଠୁ ଅଧିକ ଦାନ୍ତ ଥାଏ ?
ଉ: କୁମ୍ଭୀର ।
୨୦- ତାହା କେଉଁ ଜିନିଷ ଯାହା ଗରିବ ଲୋକମାନେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀ ଲୋକମାନେ ସାଇତି ରଖନ୍ତି ?
ଉ: ସିଙ୍ଗାଣି ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।