ତାହା କେଉଁ ଜିନିଷ ସକାଳେ ଦେଖାଗଲେ ତ ସବୁଜ, ଦ୍ଵିପହରରେ ଦେଖାଗଲେ କଳା, ସନ୍ଧ୍ୟାରେ ଦେଖାଗଲେ ନୀଳ, ରାତିରେ ଦେଖାଗଲେ ଧଳା ?

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରି ପାରିବୁ । ତେବେ ଆସନ୍ତୁ ଜାଣିବା କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

୧- ଏମିତି କେଉଁ ଜିନିଷ ଅଛି ଯାହାକୁ କରିବା ପରେ ପ୍ରତେକ ମଣିଷ ଅନୁତାପ କରିଥାଏ ?

ଉତ୍ତର- ଭୁଲ ।

୨- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?

ଉତ୍ତର- ଧୋକା ।

୩- ଏମିତି କେଉଁ ଦେଶ ଅଛି ଯିଏ ନିଜର ସ୍ଵତନ୍ତ୍ର ଦେଶ ପାଳନ କରେ ନାହିଁ ?

ଉତ୍ତର- ନେପାଳ ।

୪- ଗାଡି ଭିତରେ କେଉଁ ଜିନିଷ ଚମକି ଥାଏ ?

ଉତ୍ତର- ରେଡିୟମ ।

୫- ଓଟ ବ୍ୟାପାର ପାଇଁ କେଉଁ ବାର୍ଷିକ ମେଳା ପ୍ରସିଦ୍ଧ ଅଟେ ?

ଉତ୍ତର- ପୁଷ୍କର ମେଳା ।

୬- ଦୁନିଆର ଏମିତି କେଉଁ ସାଗର ଅଛି ଯାହାକୁ କେହି ବି ଅଟକାଇ ପାରିବେନି ?

ଉତ୍ତର- ମୃତ ସାଗର ।

୭- ଏମିତି କେଉଁ ଗଛ ଅଛି ଯାହାକୁ କାଟିବା ଦ୍ଵାରା ପିଲା କାନ୍ଦିବାର ଶବ୍ଦ ଆସିଥାଏ ?

ଉତ୍ତର- ମେଣ୍ଡରିଡ ।

୮- ଦୁନିଆର ସବୁଠୁ ହାଲକା ବାଡି କଣ ଅଟେ ?

ଉତ୍ତର- ବାଳସା ।

୯- ଶାଶୁ ବୋହୂ ମନ୍ଦିର ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର- ଗ୍ଵାଲିୟର ।

୧୦- ଭାରତରେ ସବୁଠୁ କମ ବୟସରେ ଫାଶୀ ଦଣ୍ଡ ପାଇଥିବା କ୍ରାନ୍ତିକାରୀ କିଏ ଥିଲେ ?

ଉତ୍ତର- ବୁଦିରାମ ବୋଷ ।

୧୧- ଦୁନିଆରେ ସବୁଠୁ ଅଧିକ ପୌଷ୍ଟିକ କ୍ଷୀର କାହାକୁ ମାନାଯାଏ ?

ଉତ୍ତର- ଗାଈ ।

୧୨- ଭଗତ ସିଂ ଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ନ୍ୟାୟାଧୀଶ ଙ୍କ ନାମ କଣ ?

ଉତ୍ତର- J.C ହିଲଟନ ।

୧୩- ମିସାଇଲ ମ୍ୟାନ ଅଫ ଇଣ୍ଡିଆ ର ନାମର୍ତେ କେଉଁ ବ୍ୟକ୍ତିଙ୍କୁ ଜଣାଯାଏ ?

ଉତ୍ତର- ଡାକ୍ତର ଏପିଜେ ଅବଦୁଲ କଲାମ ।

୧୪- ଲୁହାରେ କଳଙ୍କ ଲାଗିଲେ ଲୁହାର ଭାର ବଢିଥାଏ ନା ତରଳିଥାଏ ?

ଉତ୍ତର- ବଢିଯାଏ ।

୧୫- ମନୁଷ୍ୟର ଶରୀରରେ ଗୋଟେ ଦିନରେ କେତେ ୟୁରିନ ତିଆରି ହୁଏ ?

ଉତ୍ତର- ୧ରୁ ୨ ଲିଟର ।

୧୬- ଦୁନିଆରେ ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ ।

୧୭- ଏମିତି କଣ ଅଛି ଯାହା ପାଇଁ ଆମେ କାନ୍ତର ଏପଟ ସେପଟ ଦେଖି ପାରିଥାଉ ?

ଉତ୍ତର- ଝରକା ।

୧୮- ଏମିତି କେଉଁ ଫଳ ଅଛି ଯାହାର ମଞ୍ଜି ତାର ବାହାରେ ହୋଇଥାଏ ?

ଉତ୍ତର- ଷ୍ଟ୍ରବେରି ।

୧୯- ତାହା କେଉଁ ଜିନିଷ ସକାଳେ ଦେଖାଗଲେ ତ ସବୁଜ, ଦ୍ଵିପହରରେ ଦେଖାଗଲେ କଳା, ସନ୍ଧ୍ୟାରେ ଦେଖାଗଲେ ନୀଳ, ରାତିରେ ଦେଖାଗଲେ ଧଳା ?

ଉତ୍ତର- ସେବାଲ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।