Odia General Knowledge Q&A: ତାହା କଣ ଯାହା ତଳ ଉପର ହୁଏ କିନ୍ତୁ ହଲି ନଥାଏ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଦୁନିଆର ଏଭଳି କେଉଁ ଦେଶ ଅଛି ରହିଛି ଯେଉଁଠାରେ ଡାକଘରେ ତା’ର ନାମ ରହେନାହିଁ ?

ଉ: ଗ୍ରେଟ ବ୍ରିଟେନ

୨- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଅଟନ୍ତି ?

ଉ: ପଣ୍ଡିତ ଜବାହାର ଲାଲ ନେହରୁ

୩- ଆଫ୍ରିକୀୟ ହାତୀର ମୁହଁରେ କେତୋଟି ଦାନ୍ତ ରହିଥାଏ ?

ଉ: ୪ଟି

୪- କେଉଁ ଜୀବ ଆକାଶକୁ ଦେଖି ପରି ନଥାଏ ?

ଉ: ଘୁଷୁରି

୫- ଏଭଳି କେଉଁ ପକ୍ଷୀ ଅଛି ଯିଏ ଘୋଡା ଠାରୁ ମଧ୍ୟ ଅଧିକ ତେଜ ଦୌଡି ପାରିଥାଏ ?

ଉ: ସୁତୁରମୁର୍ଗ ପକ୍ଷୀ

୬- ବିଲେଇ କେତେ ପ୍ରକାରର ଶବ୍ଦ ବାହାର କରିପାରେ ?

ଉ: ପ୍ରାୟ ୧ ହଜାର

୭- ବୁଢିଆଣୀ କେତେ ଦିନ ପର୍ଯ୍ୟନ୍ତ ନ ଖାଇ ନ ପିଇ ମଧ୍ୟ ବଞ୍ଚି ପାରେ ?

ଉ: ୭ରୁ ୮ ମାସ

୮- ଏଭଳି କେଉଁ ପକ୍ଷୀ ରହିଛି ଯିଏ କେବଳ ନୀଳ ରଙ୍ଗ ହିଁ ଦେଖିପାରେ ?

ଉ: ପେଚା

୯- କେଉଁ ଜୀବର ତିନୋଟି ହୃଦୟ ରହିଛି ?

ଉ: ଅକ୍ଟୋପସ

୧୦- ମନୁଷ୍ୟ ପରେ କେଉଁ ପ୍ରାଣୀକୁ ସବୁଠୁ ଅଧିକ ବୁଦ୍ଧିମାନ ମାନା ଯାଇଥାଏ ?

ଉ: ଡଲଫିନ

୧୧- ଗୋଟିଏ ସୁସ୍ଥ ନୀଳ ତିମି ମାଛର ଓଜନ କେତେ ହୋଇଥାଏ ?

ଉ: ୩୦ଟି ହାତୀଙ୍କ ଓଜନ ସହ ସମାନ

୧୨- ଏଭଳି କେଉଁ ଜୀବ ରହିଛି ଯାହାର ଗୋଟିଏ ଆଖି ଖରାପ ହେବା ପରେ ଅନ୍ୟ ଗୋଟିଏ ଆଖି ଆସିଯାଏ ?

ଉ: ଗେଣ୍ଡା

୧୩- ୮ ଟି ଅମୃତଭଣ୍ଡାକୁ ବିନା କାଟି ବୀନା ଭାଙ୍ଗି ୧୦ ଜଣଙ୍କ ମଧ୍ୟରେ କିପରି ବାଣ୍ଟିବା ?

ଉ: ଅମୃତଭଣ୍ଡାର ଜୁସ୍ ବନେଇ

୧୪- କେଉଁ ଦେଶକୁ ତମବାର ଦେଶ ବୋଲି କୁହାଯାଏ ?

ଉ: ଜାମ୍ବିଆ

୧୫- ତାହା କେଉଁ ଫୁଲ ଯାହା ୧୨ ବର୍ଷରେ ଥରେ ଫୁଟିଥାଏ ?

ଉ: ନୀଳ କୁରୁଞ୍ଜି

୧୬- କେଉଁ ଜିନିଷକୁ ଟାଣିବା ଦ୍ଵାରା ତାହା ଲମ୍ବା ହେବା ପରିବର୍ତ୍ତେ ଛୋଟ ହୋଇଯାଏ ?

ଉ: ସିଗାରେଟ

୧୭- ଭାରତର ପ୍ରଥମ ମହାକାଶଚାରୀ କିଏ ?

ଉ: ରାକେଶ ଶର୍ମା

୧୮- କେଉଁ ଜୀବର ହୃଦୟ ତା’ ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୧୯- ବିଶ୍ଵର ସବୁଠାରୁ ସୁନ୍ଦର ନଗର କଣ ଅଟେ ?

ଉ: ପ୍ୟାରିସ

୨୦- ତାହା କଣ ଯାହା ତଳ ଉପର ହୁଏ କିନ୍ତୁ ହଲି ନଥାଏ ?

ଉ: ତାପମାତ୍ରା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।