ଶ୍ଵଶୁର ଘର ପାଲଟିଲା ଯମପୁର ! ଜ୍ଵାଇଁ ଚର୍ଚ୍ଚା କରିବା ବଦଳରେ ସବୁଦିନ ପାଇଁ ଚୁପ୍ କରିଦେଲେ ଶ୍ଵଶୁର ଘରଲୋକେ, ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରି ଉଠିବ !

ଜ୍ଵାଇଁ ଶ୍ଵଶୁର ଘରକୁ ବୁଲି ଯାଇଥିଲା । ଜ୍ଵାଇଁ ଚର୍ଚ୍ଚା ପାଇବା ସହ କେତେ କଣ ଭଲମନ୍ଦ ଖାଇବ ବୋଲି ଭାବିଥିବ ବିଚରା ଜ୍ଵାଇଁ । ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ଜ୍ଵାଇଁ ଚର୍ଚ୍ଚା କରିବେ କଣ ଓଲଟା ପି-ଟି ପି-ଟି ଜ୍ଵାଇଁକୁ ମା-ରି-ଦେ-ଲେ ଶ୍ଵଶୁର ଘରଲୋକେ । ଏମିତି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଖପରାଖୋଲର ଚାବ୍ରିପାଲି ଗାଁରୁ । ଶ୍ଵଶୁର ଘରଲୋକେ ଜ୍ଵାଇଁକୁ ମାଡ ମାରି ହ-ତ୍ୟା କରିବା ସହ ତା’ ମୃ-ତ- ଦେ-ହ-କୁ ପୁଟୁଳି ଭଳି ବାନ୍ଧି ଅଖାବସ୍ତାରେ ପୁରେଇ ରଖିଥିଲେ ।

କେହି କିଛି ଜାଣି ପାରିବେନି ବୋଲି ଭାବିଥିଲେ ଶୈ-ତା-ନ ଶ୍ଵଶୁର ଘରଲୋକେ । ହେଲେ ପୋଲିସ ସେମାନଙ୍କ ଖେଳକୁ ଏକଦମ ଭଣ୍ଡୁର କରିଦେଲା । ହ-ତ୍ୟା ଖବର ପାଇବା ପରେ ପୋଲିସ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଜ୍ଵାଇଁଙ୍କ ମୃ-ତ-ଦେ-ହ ଥିବା ଅଖାବସ୍ତାକୁ ଜବତ କରିଥିଲା । ଜ୍ଵାଇଁକୁ ହ-ତ୍ୟା କରିବା ପରେ ଏହାକୁ ଲୁଚାଇବା ପାଇଁ ଏକ ଅଖା ଭିତରେ ଶ-ବ-କୁ ରଖି ବାହାରେ ଥିବା ଗାଡିରେ ରଖିଥିଲେ ଶ୍ଵଶୁର ଘରଲୋକେ ।

ଜ୍ଵାଇଁଙ୍କ ନାଁ ହେଉଛି ରୁଦ୍ର ମେହେର ଓ ତାଙ୍କ ଘର ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗଡଭାଡିପଡାରେ । ସ୍ତ୍ରୀ ସରୋଜିନୀ ମେହେର ଶ୍ଵଶୁର ଘରେ ଥିବାରୁ ରୁଦ୍ର ସେଠାକୁ ଆସିଥିଲେ । 6 ମାସ ଆଗରୁ ତାଙ୍କର ପୁଅଟିଏ ଜନ୍ମ ହୋଇଥିବା ବେଳେ ପୂର୍ବରୁ ସାତ ବର୍ଷର ଝିଅ ମଧ୍ୟ ଅଛି । ସ୍ତ୍ରୀକୁ ନେବାକୁ ଆସିଥିବା ରୁଦ୍ର ଯେ ଏମିତି ଜୀବନ ହରାଇ ଦେବେ ଏକଥା କେବେ ସ୍ଵପ୍ନରେ ବି ଭାବି ନଥିବେ । ରୁଦ୍ର ଶ୍ଵଶୁର ଘରେ ରହିବା ପରେ ମ-ଦ ପିଇ ପାଟି କରୁଥିଲେ ଓ ଅନେକ ସମୟରେ ସ୍ତ୍ରୀ ସରୋଜିନୀ ସହ ଝ-ଗ-ଡା ମଧ୍ୟ କରନ୍ତି ।

ଆଉ ଏହି ଝଗଡାକୁ ସବୁଦିନ ପାଇଁ ଚୁପ୍ କରିବାକୁ ମାଷ୍ଟର ପ୍ଳାନ କରିଥିଲେ ଶ୍ଵଶୁର ଘରଲୋକେ । ଜ୍ଵାଇଁକୁ ମା-ରି-ବା ପରେ ଅଖାରେ ଶ-ବ-କୁ ପୁରେଇ ବାହାରେ ଫିଙ୍ଗି ଦେବାକୁ ଯୋଜନା କରିଥିଲେ । ହେଲେ ଗାଁ’ଲୋକଙ୍କ ସନ୍ଦେହ ହେବାରୁ ଗାଡି ଅଟକାଇ ଯାହା ଦେଖିଲେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କାରଣ ଅଖା ଭିତରେ ଥିଲା ଜ୍ଵାଇଁର ଶବ । ଏହାପରେ ସେମାନେ ଘଟଣା ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ ।

ଏନେଇ ରୁଦ୍ରଙ୍କ ସ୍ତ୍ରୀ କହିଛନ୍ତି କି, ତାଙ୍କ ସ୍ଵାମୀ ସବୁବେଳେ ପା-ଟି-ତୁ-ଣ୍ଡ କରୁଥିବାର ଗାଁ ଲୋକେ ତାଙ୍କୁ ପି-ଟି ପି-ଟି ହ-ତ୍ୟା କରିଛନ୍ତି । ହେଲେ ରୁଦ୍ରଙ୍କୁ ଶ୍ଵଶୁର ଘରଳକେ ଯୋଜନା କରି ହ-ତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ଭାଇ । ପୋଲିସ ଶ-ବ-କୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।