ସୋସିଆଲ ମିଡିଆରେ ମୃ-ତ Arindam ଙ୍କ ମୃ-ତ୍ୟୁ ର ମଜାକ ଉଡେଇବା ପଡିଲା ମହଙ୍ଗା, Ollywood ଅଭିନେତା Swaraj Barik କଲେ କିଛି ଏମିତି କାମ

ଗତ ଶୁକ୍ରବାର ଦିନ ମୁଣ୍ଡଳୀ ଠାରେ ମହାନଦୀରେ ଗୋଟିଏ ହାତୀର ଉଦ୍ଧାର ଅ-ପ-ରେ-ସ-ନ ସମୟରେ ଅ-ଘ-ଟ-ଣ ଘଟି ଓଟିଭିର ଜଣେ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମର ଜଣେ କର୍ମଚାରୀଙ୍କ ମୃ-ତ୍ୟୁ ହୋଇଛି । ତେବେ ଅରିନ୍ଦମଙ୍କ ମୃ-ତ୍ୟୁ ସମସ୍ତଙ୍କୁ ସ୍ତ-ବ୍ଧ କରି ଦେଇଥିବା ବେଳେ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଲୋକ ତାଙ୍କ ମୃ-ତ୍ୟୁ-କୁ ନେଇ ଟ୍ରୋ-ଲ ତଥା ତାଙ୍କୁ ନେଇ ବିଭିନ୍ନ ଖ-ରା-ପ ମ-ନ୍ତ-ବ୍ୟ ରଖୁଛନ୍ତି ।

ତେବେ ଅରିନ୍ଦମଙ୍କ ମୃ-ତ୍ୟୁ ପରେ ତାଙ୍କୁ ଟ୍ରୋ-ଲ କରିବା ଘଟଣାକୁ ନେଇ ଓଲିଉଡର ସୁପରଷ୍ଟାର ସ୍ଵରାଜ ବାରିକ ଏନେଇ ମୁହଁ ଖୋଲିଛନ୍ତି । ଗତ ୨୪ ତାରିଖ ଆମ ରାଜ୍ୟ ପାଇଁ ଗୋଟିଏ ଅ-ଶୁ-ଭ ଶୁକ୍ରବାର ଥିଲା । ସେଦିନ ଅ-ପ-ରେ-ସ-ନ ଗଜରାଜ ସମୟରେ ମହାନଦୀରୁ ହାତୀକୁ ଉ-ଦ୍ଧା-ର କରିବାକୁ ଯାଇ ଓ-ଟି-ଭି-ର ସା-ମ୍ବା-ଦି-କ ଅରିନ୍ଦମ ଦାସ ଓ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ ମୃ-ତ୍ୟୁ-ବ-ର-ଣ କରିଥିଲେ ।

ତାଙ୍କର ମୃ-ତ୍ୟୁ ପରେ କିଛି ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କୁ ଟ୍ରୋ-ଲ କରା ଯାଉଥିବାର ନଜର ଆସିଛି । ‘ହସିବ ଓଡିଶା’ ନାମକ ଏକ ଫେ-ସ-ବୁ-କ ପେ-ଜ୍ ରହିଛି ଓ ଏହାକୁ ପରିଚାଳନା କରୁଛନ୍ତି ଶିବ ଶଙ୍କର ଦାସ ଶିବୁ । ତାଙ୍କ ଘର ବାଲେଶ୍ଵର ଜିଲ୍ଲାରେ ବୋଲି ସେ କହିଛନ୍ତି ଓ ବର୍ତ୍ତମାନ ସେ ଗୋଆର ଗୋଟିଏ ହୋଟେଲରେ କାମ କରୁଛନ୍ତି । ଏହି ପେଜ୍ ରେ ପ୍ରାୟ ୪ ଲକ୍ଷରୁ ଅଧିକ ଫ-ଲୋ-ର୍ସ ଅଛନ୍ତି ।

ତେବେ ତାଙ୍କର ଏହି ପେ-ଜ୍ ରେ ଶିବୁ ବାରମ୍ବାର ଓ-ଟି-ଭି ରିପୋର୍ଟର ଅରିନ୍ଦମ ଦାସଙ୍କୁ ଟ୍ରୋ-ଲ କରୁଥିବାର ଦେଖାଯାଉଛି । ଅରିନ୍ଦମଙ୍କ ମୃ-ତ୍ୟୁ ପାଇଁ ଅରିନ୍ଦମ ନିଜେ ଦାୟୀ ଓ ଟି-ଭି ଚ୍ଯା-ନେ-ଲ ଟି-ଆ-ର-ପି ପାଇଁ ତାଙ୍କୁ ମୃ-ତ୍ୟୁ ମୁଖକୁ ଠେ-ଲି ଦେଇଛି ବୋଲି ସେ କହୁଛନ୍ତି । ଏହା ଛଡା ଅରିନ୍ଦମଙ୍କ ସ୍ୱାସ୍ଥ୍ୟ ଏବଂ ଆକାରକୁ ନେଇ ମଧ୍ୟ କୁତ୍ସିତ କ-ମେ-ଣ୍ଟ ଦେଇଛନ୍ତି ତଥା ଅନେକ ଖ-ରା-ପ କଥା କହିଛନ୍ତି ।

 

ତାଙ୍କର ଏହିଭଳି ଆଚରଣକୁ ଏବେ ଓଲିଉଡ ସୁପରଷ୍ଟାର ସ୍ଵରାଜ ବାରିକ ସାମନାକୁ ଆସିଛନ୍ତି ଓ ଶିବୁ ନାମକ ଏହି ଯୁବକଙ୍କର କ-ଡା ଶ-ବ୍ଦ-ରେ ନି-ନ୍ଦା କରିଛନ୍ତି । ଜଣେ ମୃ-ତ ବ୍ୟକ୍ତିଙ୍କୁ ନେଇ ଏହିପରି କ-ମେ-ଣ୍ଟ କରିବା କେତେ ଦୂର ଠିକ ଏହା ସେ ତାଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଶିବୁ ନାମକ ଏହି ଯୁବକଙ୍କର କଥା ବା ଏହିଭଳି ଆଚରଣ କେତେ ଦୂର ଯୁକ୍ତିଯୁକ୍ତ ଆପଣଙ୍କ ମତ ଆମକୁ କ-ମେ-ଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।