ରାତ୍ରୀ ସମୟରେ ପ୍ରତ୍ଯେକ ମହିଳା ନିଜ ସ୍ଵାମୀ ସହ ଏହି କାମ କରିବା ନିହାତି ଉଚିତ ! ସ୍ଵାମୀର ଭାଗ୍ୟ ଖୋଲିଯାଇଥାଏ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ସମସ୍ତଙ୍କର ଦିନ ସକାଳର ସୂର୍ଯ୍ୟଉଦୟ ହେବ ପରେ ଏବଂ ରାତି ସୂର୍ଯ୍ୟ ଅସ୍ତ ହେବ ପରେ ହିଁ ହୋଇଥାଏ । ତେଣୁ ସକାଳ ଓ ସନ୍ଧ୍ୟା ସମୟରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମନା ଯାଇଥାଏ । ତେବେ ସନ୍ଧ୍ୟା ଗଡିଯିବା ପରେ ଅର୍ଥାତ ରାତି ହେଲେ । କିଛି ଏପରି କାର୍ଯ୍ୟ ରହିଛି । ଯାହାକୁ କରିବା ପାଇଁ ଶାସ୍ତ୍ରରେ ବର୍ଜିତ ରହିଥାଏ । ଏହା ସହ ଆଜି ଆମେ ଆପଣଙ୍କୁ କହିବୁ । ରାତି ସମୟରେ ରାତ୍ରୀ ସମୟରେ ସ୍ଵାମୀ ଓ ସ୍ତ୍ରୀ କେଉଁ କାମ ନିହାତି କରିବା ଉଚିତ ।

ରାତ୍ରୀ ସମୟରେ ଆମେ କହିବାକୁ ଯାଉଥିବା ଏହି ୫ ଟି କାମ ଯେଉଁ ମହିଳା ମାନେ କରିଥାନ୍ତି । ସେମାନେ ନିଜ ଘରକୁ ଦରିଦ୍ରତାକୁ ଆମନ୍ତ୍ରଣ ଦେଇଥାନ୍ତି । ଅନେକ ଲୋକ ରହିଥାନ୍ତି । ଯେଉଁ ମାନେ ରାତ୍ରୀ ସମୟରେ ପୋଷାକରେ ପବନ ବାଜି ଶୁଖାଇବା ପାଇଁ ଘରର ଛାତ ଉପରେ କିମ୍ବା ବାହାରେ ପୋଷାକ ଶୁଖାଇ ଦେଇଥାନ୍ତି । ଏପରି ଜମାରୁ କରିବା ଉଚିତ ହୋଇନଥାଏ । କାରଣ ରାତ୍ରୀ ଯେତେ ଯେତେ ବଢିଥାଏ । ନକରାତ୍ମକ ଶକ୍ତିର ପ୍ରଭାବ ବଢିବାକୁ ଲାଗିଥାଏ ।

ତେଣୁ ଏହା ମଧ୍ୟ ଏକ ବାସ୍ତୁ ଦୋଷ ହୋଇଯାଏ । ଯାହା ଦ୍ଵାରା ଘରେ ବିଭିନ୍ନ ପ୍ରକାର ସମସ୍ଯା ଦେଖାଯିବା ଆରମ୍ଭ କରିଥାଏ । ଅନେକ ମହିଳା ରାତିରେ ଖାଇ ସାରିବା ପରେ ଅଇଁଠା ବାସନ ଗୁଡିକୁ ଅଳସୁଆପଣ କାରଣରୁ ସଫା ନକରି ତାହାକୁ ସକାଳେ ଧୋଇବେ ବୋଲି ରଖିଦେଇଥାନ୍ତି । ହେଲେ ଏପରି ମହିଳା କାମ କରୁଥିବା ଘରର ଉନ୍ନତି କେବେ ମଧ୍ୟ ହୋଇନଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ହିଁ ସମସ୍ତ ଅଇଁଠା ବାସନ ମାଜି କରି ହିଁ ଶୁଅନ୍ତୁ ।

ଅନେକ ଲୋକ ଘରର ବେଡ୍ ରୁମ୍ ମଧ୍ୟକୁ ଚପଲ ତ ମାଡି କରି ଆସିଥାନ୍ତି । ଏହା ସହ ଶୋଇବା ସମୟରେ ଖଟ ତଳେ ରଖିକି ଶୋଇ ପଡିଥାନ୍ତି । ଏପରି କରିବା ଦ୍ଵାରା ମାନସିକ ଚିନ୍ତା ବଢିଥାଏ । ରାତିରେ ଶୋଇବା ସମୟରେ ଘରକୁ ସଂପୂର୍ଣ୍ଣ ଅନ୍ଧକାର କରି ଶୋଇବା ଦ୍ଵାରା ମଧ୍ୟ ଘରେ ବାସ୍ତୁଦୋଷ ଲାଗିଥାଏ । ତେଣୁ ଅଳ୍ପ ଜଳୁଥିବା ବଲ୍ ଲଗାଇ ଆପଣ ଶୋଇପରିବେ ।

ବାହାରୁ କାମ ସାରି ଘରକୁ ଆସିବା ସମୟରେ ଗୋଡହାତ ନଧୋଇ ଘରକୁ ପ୍ରବେଶ କରିବା । ଏହା ସହ ଗୋଡହାତ ସଫା ନକରି ଷୋଊଥିବା ବ୍ୟକ୍ତିର ଭାଗ୍ୟ ମଧ୍ୟ ସବୁଦିନ ଶୋଇଯାଇଥାଏ । ତେଣୁ ଧୁଆଧୁଇ ହୋଇ ପରିଷ୍କାର ଭାବେ ହିଁ ଶୁଅନ୍ତୁ । ରାତିରେ ଶୋଇବା ସମୟରେ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କୁ ମନ ଭରି ଶ୍ରଦ୍ଧା ଓ ପ୍ରେମ କରିବା ଉଚିତ ।

ଏପରି କରିବା ଦ୍ଵାରା ଦାଂପତ୍ଯ ଜୀବନ ଅଧିକ ସୁଖମୟ ରହିବା ସହ ଘର ସୁଖ, ସମୃଦ୍ଧିର ବିକାଶ ଘଟିଥାଏ । ହେଲେ ଦମ୍ପତ୍ତି ନିଜର ରାତିରେ କରିଥିବା ବ୍ୟକ୍ତିଗତ କଥାକୁ ସର୍ବଦା ଗୋପନ ରଖିବା ହିଁ ଉଚିତ ।