ଦୀର୍ଘ 500 ବର୍ଷ ପରେ ହେବାକୁ ଯାଉଛି ମହାସଂଯୋଗ, ଅଗଷ୍ଟ 1 ମଳ ପୂର୍ଣ୍ଣିମା ପର ଠାରୁ ଏହି ପାଞ୍ଚଟି ରାଶି ହେବାକୁ ଯାଉଛନ୍ତି କୋଟିପତି

ନମସ୍କାର ବନ୍ଧୁଗଣ । ପ୍ରତ୍ୟେକ ମାସର ଶୁକ୍ଲପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣିମା ନାମରେ ଜଣାଯାଇଥାଏ ଏବଂ ମଳମାସରେ ପଡିଥିବା ପୂର୍ଣ୍ଣିମାକୁ ମଳମାସ ପୂର୍ଣ୍ଣିମା ବୋଲି କୁହାଯାଏ । ମଳମାସ ପୂର୍ଣ୍ଣିମାରେ ସ୍ନାନ ଦାନର ବିଶେଷ ଗୁରୁତ୍ଵ ରହିଥାଏ । ଏହି ମାଳମାସରେ ଭଗବାନ ଭୋଳାନାଥଙ୍କ କୃପାରୁ ଦୀର୍ଘ 500 ଶହ ବର୍ଷ ପରେ ମହାସଂଯୋଗ ହେବାକୁ ଯାଉଛି । ଏହା ଦ୍ଵାରା 5 ଟି ରାଶିମାନଙ୍କ ଭାଗ୍ୟ ସୁନା ପରି ଚମକିବ ।

 

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ରାଶିମାନେ କୋଟିପତି ହେବାର ରାସ୍ତାରେ ଯାଉଛନ୍ତି । ଏହି ମଳମାସ ଠାରୁ ଏମାନଙ୍କ ଜୀବନରେ ଥିବା ଦୁଃଖକଷ୍ଟର ଅନ୍ତ ଘଟିବାକୁ ଯାଉଅଛି ଏବଂ ଶୁଭ ସମୟର ଆଗମନ ମହାଦେବଙ୍କ ଦୟାରୁ ପ୍ରଚୁର ଭାବରେ ହେବାକୁ ଯାଉଛି । ଭଗବାନ ଭୋଳାନାଥଙ୍କ ଦୟାରୁ ଆପଣ ହଠାତ ଧନ ପାଇବାର ଯୋଗ ବନୁଅଛି । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯଦି ଆପଣଙ୍କ ରାଶି ରହିଥାଏ ତେବେ ଆମକୁ କମେଣ୍ଟ କରି ଜଣାନ୍ତୁ ।

ତୁଳା ରାଶି: ଏହି ମାସମାସ ପୂର୍ଣ୍ଣିମା ଠାରୁ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । କାର୍ଯ୍ୟରେ ଆସୁଥିବା ବାଧାବିଗ୍ନ ଦୂର ହେବାକୁ ଲାଗୁଛି ।ଭୋଳାନାଥଙ୍କ ଦୟରୁ ଆପଣଙ୍କ ଘରେ ଥିବା ଆର୍ଥିକ ସମସ୍ଯା ସବୁ ଦିନପାଇ ଦୂର ହେବାକୁ ଯାଉଛି । ଆପଣଙ୍କର ଦ୍ଵାରା ଦିଆଯାଇଥିବା ଧନର ଆପଣଙ୍କ ନିକଟକୁ ଫେରିବାର ଯୋଗ ବନୁଛି । ଘର ପରିବାରରେ ସୁଖଶାନ୍ତି ଓ ସମ୍ପବୃଦ୍ଧିର ଲହରୀ ଲାଗିକି ରହିବ ।

ମେଷ ରାଶି : ଭୋଳନାଥଙ୍କ ଦୟରୁ ଆପଣଙ୍କ ଆଗାମୀ ସମୟ ବହୁତ ଭଲ ହେବ । ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରରେ ଧନର ଲାଭର ସମ୍ଭାବନା ପରିଲକ୍ଷିତ ହେଉଛି । ଏହି ସମୟରେ କରାଯାଇଥିବା ଯାତ୍ରା ବହୁତ ଭଲ ହେବ ଓ କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହେବ । ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ପୂର୍ଣ୍ଣିମା ପରଠାରୁ ସମୟ ଅତ୍ୟନ୍ତ ଶୁଭ ରହିବ । ଏହି ଲୋକମାନଙ୍କ ଘରେ ଧନର ବର୍ଷା ହେବ ଓ ପ୍ରେମ ଜୀବନ ସୁଖରେ କଟିବ ।

ସିଂହ ରାଶି : ଏହି ରାଶିର  ବ୍ୟକ୍ତିବିଶେଷକ ଉପରେ ଭଗବାନ ଭୋଳାନାଥ ଓ ମାତା ଲକ୍ଷ୍ମୀଙ୍କ ଅପର କୃପା ବରଷିବାକୁ ଯାଉଛି । ଆପଣଙ୍କ ଆର୍ଥିକ ବାଧା ଦୂର ହେବ ଆପଣ ଦିନରାତି ପରିଶ୍ରମ କରି ଧନ ଉପାର୍ଜନ କରିବା ସହିତ ସମାଜରେ ଅଲଗା ପରିଚୟ ସୃଷ୍ଟି କରିବେ । ଆପଣମାନେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ  ନିର୍ଣ୍ଣୟ ନେବାରେ ସାଫଳତା ହେଇପାରିବେ ।

 

ବୃଷ ରାଶି : ଏହି ରାଶିମାନଙ୍କ ଜୀବନରେ ଧନ ନୂତନ ଧାରରେ ଖୋଲିବାକୁ ଯାଉଛି । ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରରେ ଲାଭ ହେବାର ସଂପୂର୍ଣ୍ଣ ସମ୍ଭାବନା ରହୁଛି । ଚାକିରୀ କ୍ଷେତ୍ରରେ ବଡ ଖୁସି ଖବର ଶୁଣିବାକୁ ମିଳିପାରେ ।

କନ୍ୟା ରାଶି :  ଏହି ବ୍ୟକ୍ତିମାନଙ୍କ ଜୀବନରେ ମହାଦେବ ଭୋଳାନାଥଙ୍କ ଅପର କୃପା ପଡିବାକୁ ଯାଉଛି । ଶ୍ରମିକ କାର୍ଯ୍ୟ  କରୁଥିବା ବ୍ୟକ୍ତିମାନଙ୍କୁ ଏହି ପୂର୍ଣ୍ଣିମା ଠାରୁ ଅତ୍ୟଧିକ ଧନ ପ୍ରାପ୍ତି ହେବାର ଯୋଗ ବନୁଛି । ଆପଣଙ୍କ ଘରେ ଶୁଭକାର୍ଯ୍ୟ ହେବାର ସମ୍ଭାବନା ରହିଛି ।