ଘରର ଟିଫିନକୁ ସ୍ଵାମୀ ସବୁଦିନ ଦେଇ ଦେଉଥିଲା ଭିକାରିକୁ, ସତ ଜଣା ପଡିଲା ତ ସ୍ତ୍ରୀ ଭିକାରୀସହିତ କରିନେଲା ବିବାହ, ଆଉ ତା ପରେ …

ଘରେ ମା ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ପ୍ରାୟତଃ ଘରର ପୁଅମାନେ ବେଳେ ବେଳେ ଗୋଟିଏ ପ୍ରକାର ଖାଦ୍ୟକୁ ସବୁଦିନ ସେବନ କରି ଚିଡି ଯାଆନ୍ତି । ଯାହା ଦ୍ଵାରା ସେମାନେ ନିଜ ମା’କୁ ବିଭିନ୍ନ ପ୍ରକାର କଥା କହିଥାନ୍ତି ଓ ଏହା ପରେ ମା କହିଥାଏ କି ବାହା ହୋଇ ବୋହୁ ନେଇ ଆସ ଓ ସେ ତୁମକୁ ସବୁଦିନ ନୂଆ ନୂଆ ଖାଦ୍ୟ ରୋଷେଇ କରିଦେବ । କିନ୍ତୁ ବାହାଘର ପରେ ଗୋଟିଏ ବ୍ୟକ୍ତିର ଅବସ୍ଥା କଣ ହୋଇଥାଏ ଏହା ଜଣେ ବ୍ୟକ୍ତି ହିଁ ବୁଝି ପାରିବ ।

କାରଣ ବାହାଘର ପରେ ବ୍ୟକ୍ତିର ସମସ୍ତ ନଖରା ଶେଷ ହୋଇଯାଏ ଓ ବ୍ୟକ୍ତିର କାନ୍ଧ ଉପରେ ଘରର, ପରିବାରର ସମସ୍ତ ଦାୟିତ୍ଵ ଚାଲି ଆସେ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହିଭଳି ଏକ ମାମଲା ବିଷୟରେ ଯାହାକି ପାଣି କଖାରୁ ପରିବା ସହ ସମ୍ବନ୍ଧିତ ଅଟେ । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅସଲରେ ଏହି ପୂରା ମାମଲା ୟୁପି ର ଅଟେ । ଯେଉଁଠି ଶ୍ରାବସ୍ତୀ ଓ ତାଙ୍କର ସ୍ଵାମୀ ଆଶୀଷ ରହୁଥିଲେ ।

ମାମଲା କିଛି ଏହିଭଳି ଅଟେ କି ଶ୍ରାବସ୍ତୀଙ୍କର ସ୍ଵାମୀ ଆଶିଷ ସବୁଦିନ ସକାଳୁ ସକାଳୁ ଟିଫିନ ନେଇ କାମକୁ ଚାଲି ଯାଉଥିଲେ । ଆଶିଷଙ୍କର ପତ୍ନୀ ତାଙ୍କୁ ସବୁଦିନ ଟିଫିନରେ ଗୋଟିଏ ପ୍ରକାରର ପାଣିକଖାରୁରେ ତିଆରି ତରକାରୀ ଦେଉଥିଲେ । ତଥାପି ଆଶିଷ କିଛି କହୁ ନ ଥିଲେ । ଏହା ପରେ ଶ୍ରାବସ୍ତୀ ନିଜ ସ୍ଵାମୀ ଉପରେ ସନ୍ଦେହ କଲେ ।

ଅସଲରେ ଶ୍ରାବସ୍ତୀ ନିଜ ସ୍ଵାମୀକୁ ପାଖାପାଖି ୨୦ ଦିନ ହେବ ପାଣିକଖାରୁର ତରକାରି ଦେଉଥିଲେ କିନ୍ତୁ ଆଶିଷ ଅଫିସ ଯାଉଥିବା ସମୟରେ ସେହି ତରକାରି ଥିବା ଟିଫିନକୁ ଏକ ଭିକାରିକୁ ଦେଇ ଦେଉଥିଲେ । ଦିନେ ଶ୍ରାବସ୍ତୀ ଆଶିଷର ପିଛା କରିଲେ ଓ ସତ୍ୟତା ବିଷୟରେ ଜାଣି ପାରିଲେ ଓ ଶ୍ରାବସ୍ତୀ ଆଶିଷକୁ ସେହିଠାରେ ଧରିଲେ ।

ଏହା ପୂର୍ବରୁ ଆଶିଷ କିଛି କହିବେ କି ଭିକାରି ଜଣକ ଶ୍ରାବସ୍ତୀକୁ ଦେଖି ୨, ୪ ଟି ଶାୟରୀ କହିଦେଲେ । ଏହା ଶୁଣି ଶ୍ରାବସ୍ତୀଙ୍କୁ ଲାଗିଲା କି ତାଙ୍କୁ ତାଙ୍କର ଭଲ ପାଇବା ମିଳିଗଲା ଓ ସେହି ସମୟରେ ହିଁ ଶ୍ରାବସ୍ତୀ ଆଶିଷକୁ ତଲାକ ଦେଇ ଭିକାରି ସହିତ ମନ୍ଦିରକୁ ଯାଇ ବିବାହ କରିନେଲେ । ବର୍ତ୍ତମାନ ସେହି ମନ୍ଦିର ସାମ୍ନାରେ ବସି ଦୁଇଜଣ ଭିକ ମାଗୁଛନ୍ତି । ସେଥିପାଇଁ କୁହାଯାଏ କି ଏହି ପୃଥିବୀରେ କିଛି ବି ହୋଇପାରେ ।