ସ୍ଵାମୀ ପାଇଁ ସ୍ତ୍ରୀ ଧରିଲେ ରୁଦ୍ର ରୂପ, SDM ଙ୍କ ଉପରକୁ ଚପଲ ଫୋପାଡି ମାରିଲେ ଧୁମ ମାଡ, ଦେଖନ୍ତୁ ଭିଡିଓ

ଆମ ଦେଶରେ କୋରୋନା ଭାଇରସ ବଢିବା ଯୋଗୁ ପୁରା ଦେଶରେ କିଛି ନିୟମ ଲାଗୁ କରା ଯାଇଛି । ଯାହାକୁ ମାନିବା ସାଧରାଣ ଜନତାଙ୍କ ପକ୍ଷେ ସମ୍ଭବ ହେଉ ନାହି ।

କୋରୋନାର ଦିତୀୟ ଲହରକୁ ଆଖି ଆଗରେ ରଖି ଉଭୟ ରାଜ୍ୟ ଓ ମେନ୍ଦ୍ର ସରକାର ପୁରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । କିନ୍ତୁ କିଛି ଲୋକ ମାନେ ଏହାକୁ ମାନୁଛନ୍ତି ତ ଆଉ କିଛି ଅମାନିଆ ଲୋକ ମାନେ ଏହାର ଉଲଂଘନ କରୁଛନ୍ତି । ଯାହାର ପରିଣାମ ସ୍ୱରୂପ ସେହି ଅମାନିଆ ଲୋକ ମାନଙ୍କୁ ପୋ-ଲି-ସ ମାନଙ୍କୁ ଚାଲାଣ ଦେବାକୁ ପଡୁଛି ତ ଆଉ କିଛି ଲୋକ ମାନଙ୍କ ବି-ରୁ-ଦ୍ଧ-ରେ ମାମଲା ରଦ୍ଦ କରା ଯାଉଛି ।

ଆଜି ଆମେ ଆପଣ ମାନଙ୍କୂ ଜଣେ ମହିଳା କିପରି ଭାବେ ନିଜ ସ୍ବାମୀର ସମର୍ଥନ କରି ଏସଡିଏମଙ୍କୁ ଚ-ପ-ଲରେ ମା-ରି-ବା-କୁ ଚେଷ୍ଟା କରିଛନ୍ତି ସେହି ବାବଦରେ କହିବାକୁ ଯାଉଛୁ । ଏଭଳି କିଛି ଘଟଣା ଘଟିଛି ଯାହା ହୁଏ ତ ଆଗରୁ ଘଟି ନ ଥିଲା । ଜଣେ ବ୍ୟକ୍ତି ଔଷଧ ନେବା ପାଇ ଲକ ଡାଉନ ସମୟରେ ବାହାରକୁ ଆସିଥିଲେ ।

କିନ୍ତୁ ସେହି ବ୍ୟକ୍ତି ଜଣଙ୍କୁ ପୋ-ଲି-ସ ରାସ୍ତାରେ ଧରି ଅନେକ ପ୍ରଶ୍ନ କରିଥିଲେ ଓ ତାଙ୍କ ଠାରୁ ଚାଲାଣ ମଧ୍ୟ ନେଇଥିଲେ । ଏହା ପରେ ସେହି ବ୍ୟକ୍ତି ଜଣଙ୍କର ସ୍ତ୍ରୀ ନିଜ ସ୍ଵାମିର ଗାଡିର କାଚ ଭାଙ୍ଗିଥିବା ଦେଖି ଅଧିକ ରା-ଗି-ଯାଇ ପ୍ରତିକ୍ରିୟା କରିଥିଲେ ।

ସେହି ବ୍ୟକ୍ତିଙ୍କର ସ୍ତ୍ରୀ ରାସ୍ତା ମଝିରେ ପାଟିତୁଣ୍ଡ କରି ହଙ୍ଗାମା କରିବା ଆରମ୍ଭ କରିଥିଲେ । ପୋ-ଲି-ସ କର୍ମୀ ମାନଙ୍କ ସହ ସେହି ବ୍ୟକ୍ତିଙ୍କର ସ୍ତ୍ରୀ ଅନେକ ଖ-ରା-ପ ଆ-ଚ-ର-ଣ କରିଥିଲେ । ଏମିତିକି ସେହି ବ୍ୟକ୍ତିଙ୍କର ସ୍ତ୍ରୀ ଜଣକ ଏସଡିଏମଙ୍କ ଚ-ପ-ଲ-ରେ ମା-ରି-ବା-କୁ ଚେଷ୍ଟା କରିଥିଲେ । ଏହା ପରେ ପରିସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ ଦୁହିଙ୍କୁ ପୋ-ଲି-ସ ଷ୍ଟେସନ ଯିବାକୁ ପଡିଥିଲା ।

କୋରୋନା ସମୟରେ ଏସଡିଏମଙ୍କୁ ଚାଲାଣ କା-ଟି-ବା ଫଳରେ ବହୁତ ବଡ ପରିଣାମ ଭୋଗିବାକୁ ପଡିଲା । ସମସ୍ତଙ୍କ ଆଗରେ ସେହି ମହିଳା ଜଣକ ଏସଡିଏମଙ୍କୁ ଏଭଳି ଅସଦାଚରଣ ବ୍ୟବହାର କରିଥିଲେ ଯାହା ଅତି ନିନ୍ଦନୀୟ ଅଟେ । ଏହା ପରେ ସେହି ବ୍ୟକ୍ତି ଜଣକ ନିଜ ମତରେ କହିଛନ୍ତି ଯେ ସେ ମାସ୍କ ପିନ୍ଧି ଔଷଧ ନେବା ପାଇଁ ବଜାରକୁ ଆସିଥିଲେ ।

କିନ୍ତୁ କିଛି କାରଣ ନ ଥାଇ ମଧ୍ୟ ପୋ-ଲି-ସ ତାଙ୍କ ଠାରୁ ଚା-ଲା-ଣ ନେଇଥିଲେ । ଏହା ପରେ ତାଙ୍କ ସ୍ତ୍ରୀ ପୋ-ଲି-ସ କର୍ମୀଙ୍କ ସହ ଖରାପ ବ୍ୟବହାର କରିଥିଲେ । ପୋ-ଲି-ସ କର୍ମୀଙ୍କ କହିବା ଅନୁଯାୟୀ ସେମାନେ ସେହି ବ୍ୟକ୍ତିଙ୍କୁ ଅଟକାଇବା ପରେ ତାଙ୍କ ଠାରୁ ଚାଲାଣ ନେଇ ତାଙ୍କୁ ସେଠାରୁ ଚାଲିଯିବା ପାଇଁ କହିଥିଲେ ।

ଏହା ପରେ ସେହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କ ସହ ଆଉ ଠାରେ ସେଠାରେ ଆସି ପହଞ୍ଚି ଥିଲେ । ଏହା ପରେ ଅନେକ ଝଗଡା କରି ପୁରା ଘଟଣାକୁ ଅସମ୍ଭାଳ କରିଥିଲେ । ଯାହା ଫଳରେ ସେମାନଙ୍କ ଉପରେ ମୋ-କ-ଦ-ମା କରିବାକୁ ପଡିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ