ଦେଖନ୍ତୁ Video: “ତାର ମୋର ପ୍ରାଇଭେଟ ଭିଡ଼ିଓ ଫେ-ସ-ବୁ-କ, ଇଂଷ୍ଟାଗ୍ରାମରେ ଅପଲୋଡ଼ କଲା ମୋ ସ୍ୱାମୀ” ଶୁଣନ୍ତୁ ଝିଅଟି କଣ କହୁଛି, ଆପଣଙ୍କ ରକ୍ତ ବି ଗରମ ହେଇଯିବ

ବିବାହ ଏକ ପବିତ୍ର ବନ୍ଧନ ଅଟେ । ଯାହା ସାରା ଜୀବନ ପାଇଁ ସ୍ଵାମୀ ସ୍ତ୍ରୀଙ୍କୁ ବାନ୍ଧି ରଖେ । କିନ୍ତୁ ଆଜିକାଲି ଘଟୁଥିବା ଘଟଣାମାନ କ-ଳ-ଙ୍କି-ତ କରି ଦେଉଛି ଏହି ପବିତ୍ର ସମ୍ପର୍କକୁ । କେବେ ସ୍ଵାମୀ ସ୍ତ୍ରୀ ନାମରେ ଅ-ଭି-ଯୋ-ଗ ଆଣିଲାଣି ତ କେବେ ସ୍ତ୍ରୀ ସ୍ଵାମୀ ଉପରେ ଲଗାଇଲାଣି ଆ-ରୋ-ପ ।

ତେବେ ବର୍ତ୍ତମାନ ଆଉ ଏକ ମା-ମ-ଲା ସାମନାକୁ ଆସିଛି । ସମ୍ପୃକ୍ତ ଯୁବତୀଙ୍କ ସ୍ଵାମୀ ତାଙ୍କ ଫେ-ସ-ବୁ-କ ଓ ଇ-ନ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟ ହ୍ୟା-କ କରି ସେମାନଙ୍କ ଅ-ନ୍ତ-ର-ଙ୍ଗ ମୁ-ହୂ-ର୍ତ୍ତ-ର ଭି-ଡି-ଓ ବନେଇ ଅ-ଫ-ଲୋ-ଡ କରିଛନ୍ତି ବୋଲି ଆ-ରୋ-ପ ଲଗାଇଛନ୍ତି ସ୍ତ୍ରୀ ମଧୁସ୍ମିତା ସାହୁ । ମଧୁସ୍ମିତାଙ୍କ ଶାଶୁଘର ହେଉଛି ତୁଳସୀପୁର, ବାଙ୍କିରେ । ସେ ଗତ ବର୍ଷ ଡିସେମ୍ବର ମାସରେ ଅ-ଭି-ଯୁ-କ୍ତ ଯୁବକଙ୍କୁ ଆରେଞ୍ଜ ମ୍ୟାରେଜ କରିଥିଲେ  ।

ତାଙ୍କ ସ୍ବାମୀଙ୍କ ନାମ ହେଉଛି ଅମିତ କୁମାର ରାଉତ । ସେ ହାଇଦ୍ରାବାଦରେ ଜେଏନ ଟେକ୍ନୋଲୋଜିରେ ଜଣେ ସିଷ୍ଟମ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । କରୋନା ଯୋଗୁଁ ତାଙ୍କର ୱାର୍କ ଫ୍ରମ ହୋମ ଚାଲିଥିବାରୁ ଏବେ ସେ ଓଡିଶାରେ ତାଙ୍କ ଘରେ ଅଛନ୍ତି । ଏହି ସମୟରେ ଘରଲୋକ ପରସ୍ପର ବୁଝାବୁଝି କରି ସେମାନଙ୍କ ବିବାହ ଠିକ କରିଥିଲେ । ବିବାହ ପୂର୍ବରୁ ସେମାନେ କହିଥିଲେ କୌଣସି ଯୌ-ତୁ-କ ନେବାକୁ ସେମାନେ ଚାହୁଁ ନାହାନ୍ତି ।

ତଥାପି ଝିଅ ଘର ସେମାନଙ୍କ ସକ୍ଷମ ଅନୁସାରେ ଝିଅକୁ ଯାହା ଦେବା କଥା ଦେଇଥିଲେ । ହେଲେ ଚତୁର୍ଥୀ ରାତିରୁ ବର ଘର ଲୋକ ନବ ବିବାହିତା ସ୍ତ୍ରୀ ଉପରେ ଯୌ-ତୁ-କ-କୁ ନେଇ ଆରମ୍ଭ କରି ଦେଇଥିଲେ ଅ-ତ୍ୟା-ଚା-ର । ସେତେବେଳ ଚୁପ ରହିଥିଲେ ମଧୁସ୍ମିତା ।

ହେଲେ ପରେ ତାଙ୍କ ଶାଶୁଘର ଲୋକଙ୍କ ସହ ତାଙ୍କ ଉପରେ ସ୍ବାମୀଙ୍କ ଅ-ତ୍ୟା-ଚା-ର ମଧ୍ୟ ବଢିଥିଲା । ତାଙ୍କ ସ୍ବାମୀଙ୍କ ଭଉଣୀ ମାନେ ମଧ୍ୟ ନିଜ ଭାଇକୁ ଏଥିରେ ସମର୍ଥନ କରି କହୁଥିଲେ କି ହାତ ଧରି ଆସିଛୁ ଯେତେବେଳେ ମା-ଡ ସ-ହି-ବାକୁ ପଡିବ । ସେମାନେ ମଧ୍ୟ ତାଙ୍କ ସ୍ବାମୀଠୁ ମା-ଡ ଖାଇଛନ୍ତି । ଅମିତଙ୍କ ବାପାଙ୍କ ନାମ ହେଉଛି ବ୍ରଜ କିଶୋର ରାଉତ ଓ ମା ଙ୍କ ନାମ ହେଉଛି ଲକ୍ଷ୍ମୀପ୍ରିୟା । ଅ-ତ୍ୟା-ଚା-ର ବଢିବାରୁ ନିଜ ବାପଘର ସୁନ୍ଦରପଦା ପଳେଇ ଆସିଥିଲେ ମଧୁସ୍ମିତା ।

କିନ୍ତୁ ସେ ତାଙ୍କ ସାର୍ଟିଫିକେଟ ନେବାକୁ ଚାହିଁଥିଲେ ମଧ୍ୟ ସ୍ଵାମୀ ତାହା ନ ଦେଇ ଓଲଟା ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ସବୁ ହ୍ୟା-କ କରି ପୁରୁଣା ଫଟୋ ଗୁଡିକୁ ଏଡିଟ କରି ସେଥିରୁ ଅ-ସ-ଙ୍ଗ-ତ ଭି-ଡି-ଓ ପ୍ରସ୍ତୁତ କରି ଅ-ଫ-ଲୋ-ଡ କରିଥିଲେ । ଏପରିକି ମଧୁସ୍ମିତାଙ୍କ ସମ୍ପର୍କୀୟ ମାନଙ୍କୁ ମଧ୍ୟ ତାଙ୍କର ବିଭିନ୍ନ ଫଟୋ ପଠାଇ ଧ-ମ-କ ଦେଉଥିଲେ ।

ଏନେଇ ମଧୁସ୍ମିତା ମହିଳା ଥାନା ଯାଇଥିଲେ ହେଲେ ସେମାନେ ତାଙ୍କୁ ଲୋକାଲ ଥାନାରେ ଅ-ଭି-ଯୋ-ଗ କର ବୋଲି କହି ଫେରେଇ ଦେଇଥିଲେ । ଲୋକାଲ ଥାନାରେ ଅଭିଯୋଗ କରିବା ସହ ମଧୁସ୍ମିତା ସଖୀ ସାହାଯ୍ୟରେ ମହିଳା ଥାନାରେ ମଧ୍ୟ ଏତଲା ଦେଇଥିଲେ । ହେଲେ ମାସେ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ସ୍ତ୍ରୀ ଅ-ଭି-ଯୋ-ଗ କରିବା ପରେ ରାତାରାତି ପରିବାର ସହ ରାଞ୍ଚି ପଳାଇଥିଲେ ତାଙ୍କ ସ୍ଵାମୀ ଅମିତ । ତେବେ ଏବେ ତାଙ୍କୁ ବେଲ ମିଳି ଯାଇଥିବା ବେଳେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଧୁସ୍ମିତା । କାରଣ ଆଜି ଦ-ଣ୍ଡ ନ ପାଇଲେ ସେ ଏହିପରି ଅ-ପ-ରା-ଧ ଆଉ କାହା ମଧ୍ୟ କରିପାରେ । ଏହି ମାମଲାରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ ।