ଘରେ ନୂଆ ମେହମାନ ଆସିଲେ ସମସ୍ତେ ଖୁବ ଖୁସି ହୋଇଥାନ୍ତି । ଖାସ କରି ଯେତେବେଳେ ସ୍ଵାମୀକୁ ଜଣାପଡେ ତାଙ୍କ ପତ୍ନୀ ପ୍ରେ-ଗ-ନେ-ଣ୍ଟ ଅଛି ସେ ଖୁସିରେ ନାଚି ଉଠେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କୁ ସ୍ତ୍ରୀ ପ୍ରେ-ଗ-ନେ-ଣ୍ଟ ଥିବା କଥା ଜଣାପଡିବା ପରେ ସେ ଖୁସି ହେବା ପରିବର୍ତ୍ତେ ହଇରାଣ ହୋଇ ଯାଇଥିଲେ । ସେ ଏହା ବିଶ୍ବାସ କରିପାରି ନଥିଲେ । ଆଉ ଏହା ଉପରେ ବିଶ୍ବାସ ନ କରିବାକୁ ତାଙ୍କ ପାଖେ ଠୋସ କାରଣ ମଧ୍ୟ ଥିଲା । ବ୍ୟକ୍ତି ଜଣକ ଦୁଇ ବର୍ଷ ପୂର୍ବରୁ ନ-ସ-ବ-ନ୍ଦୀ (vase-ctomy) କରିଥିଲେ ।
ସେଥିପାଇଁ ତାଙ୍କ ଦ୍ଵାରା ସ୍ତ୍ରୀ ପ୍ରେ-ଗ-ନେ-ଣ୍ଟ ହେବା ଅସମ୍ଭବ ଥିଲା । ତଥାପି ଯେତେବେଳେ ସ୍ତ୍ରୀ ପ୍ରେ-ଗ-ନେ-ଣ୍ଟ ହୋଇ ଯାଇଥିଲେ ସେ ହଇରାଣ ହୋଇ ଯାଇଥିଲେ । ପିଲାଟି ତାଙ୍କର କି ନାହିଁ, ତାଙ୍କ ସ୍ତ୍ରୀର ଅନ୍ୟ କାହା ସହ ଅ-ଫେ-ୟା-ର ଚାଲିଛି କି, ଏହିପରି ଅନେକ ପ୍ରଶ୍ନ ତାଙ୍କ ମନରେ ଉଠିଥିଲା । ନିଜ ମନର ଦ୍ଵିବିଧା ଦୂର କରିବାକୁ ସେ ନିଜ ସମସ୍ଯା ରେଡିଟ ନାମକ ସୋ-ସି-ଆ-ଲ ୱେ-ବ-ସା-ଇ-ଟ-ରେ ପୋ-ଷ୍ଟ କରିଥିଲେ । ରେ-ଡି-ଟ ଏପରି ଏକ ସୋ-ସି-ଆ-ଲ ୱେ-ବ-ସା-ଇ-ଟ ଯେଉଁଠାରେ ସବୁ ପ୍ରକାର ବିଷୟ ଉପରେ ଚର୍ଚ୍ଚା ହୁଏ ।
ଏହି ବ୍ୟକ୍ତିଜଣକ ସେଠାରେ ନିଜ ସମସ୍ଯା ବିଷୟରେ ପ୍ରଶ୍ନ କରିଥିଲେ । ତାଙ୍କ ପୋ-ଷ୍ଟ-ରେ ଅନେକ ଲୋକ ଜବାବ ମଧ୍ୟ ଦେଇଥିଲେ । ସେ ନିଜ ପୋଷ୍ଟରେ ଲେଖିଥିଲେ, “ମୋ ସ୍ତ୍ରୀକୁ ଏବେ ଏବେ ଜଣାପଡିଲା କି ସେ ତୃତୀୟ ସନ୍ତାନର ମା ହେବାକୁ ଯାଉଛନ୍ତି । କିନ୍ତୁ ମୁଁ ଦୁଇ ବର୍ଷ ପୂର୍ବରୁ ନ-ସ-ବ-ନ୍ଦୀ କରିଥିଲି । ତେବେ କଣ ପ୍ରକୃତରେ ଏହି ପିଲା ମୋର ? ନା ମୋ ସ୍ତ୍ରୀର ଆଉ କାହା ସହ ଆ-ଫେ-ୟା-ର ଅଛି ? ଆମେ ଏକାଠି ରହୁ ଓ ପରସ୍ପରକୁ ଖୁବ ପ୍ରେମ ମଧ୍ୟ କରୁ । ମୋର ବିଶ୍ବାସ ହେଉନାହିଁ କି ମୋ ସ୍ତ୍ରୀ ମୋତେ ଧୋ-କା ଦେଇପାରେ ।”
ସେ ଆହୁରି ମଧ୍ୟ ଲେଖିଥିଲେ, “ମୁଁ ନ-ସ-ବନ୍ଦୀ–କୁ ନେଇ ସଠିକ ଭାବେ କହିପାରିବି ନାହିଁ । କାରଣ ମୁଁ ମିଶ୍ରିତ ରିଭ୍ୟୁ ପଢୁଛି । ମୁଁ ବର୍ତ୍ତମାନ ଖୁବ ଚିନ୍ତିତ ଅଛି । ଦୟାକରି ଆପଣ ମୋତେ ସାହାଯ୍ୟ କରନ୍ତୁ ।” ତାଙ୍କ ପୋ-ଷ୍ଟ ପଢି ଅନେକ ଲୋକ ଉପଦେଶ ଦେଇଥିଲେ କି, ସ୍ତ୍ରୀ ଉପରେ ଆ-ରୋ-ପ ଲଗାଇବା ପୂର୍ବରୁ ଆପଣ ନିଜ ସ୍ପ-ର୍ମ-ର ଯାଞ୍ଚ କରି ନିଅନ୍ତୁ । ଅନେକ ଲୋକ ଆହୁରି ମଧ୍ୟ କହିଥିଲେ କି, ଅନେକ ଲୋକ ନ-ସ-ବ-ନ୍ଦୀ କରନ୍ତି କିନ୍ତୁ ସମସ୍ତଙ୍କ ଠାରେ ଏହା ସଫଳ ହୁଏ ନାହିଁ ।
ବ୍ୟକ୍ତିଙ୍କ ଏହି ପୋଷ୍ଟରେ ଡାକ୍ତର ମଧ୍ୟ ନିଜ ରାୟ ଦେଇ ଲେଖିଥିଲେ, “ମୋ ପାଖକୁ ଜଣେ ରୋଗୀ ଆସିଥିଲେ । ସେ ମଧ୍ୟ ନ-ସ-ବ-ନ୍ଦୀ କରିଥିଲେ । କିନ୍ତୁ ତଥାପି ସେ ବାପା ହେବାକୁ ଯାଉଥିଲେ । ତାଙ୍କ ସ୍ପ-ର୍ମ କା-ଉ-ଣ୍ଟ ଆରମ୍ଭରେ ଜିରୋ ଥିଲା, କିନ୍ତୁ ପରେ ତାହା ବଢିବାକୁ ଲାଗିଥିଲା । ସେଥିପାଇଁ ଆପଣ ମଧ୍ୟ କୌଣସି ନି-ଷ୍କ-ର୍ଷ-ରେ ପହଞ୍ଚିବା ଆଗରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ।”
ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।