ସୁଶାନ୍ତଙ୍କ ଫୋନରେ ଏହି ମହିଳା ଦେଉ ଥିଲା ଧମକ, ୨୫ଟି କଲ, ୩ ମିନିଟ, ୩ ଦିନ

ଆପଣ ସମସ୍ତେ ଜାଣିଛନ୍ତି କି ସୁଶାନ୍ତଙ୍କ ଆତ୍ମହତ୍ୟା ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ । ଯାହା ଉପରେ କାହାକୁ ବି ବିଶ୍ଵାସ ହେଉ ନାହିଁ । ଯଦି ତାଙ୍କର ଆତ୍ମହତ୍ୟା ପଛରେ ଥିବା ଷଡଯନ୍ତ୍ର ବିଷୟରେ କହିବା ତେବେ ମିଳୁଥିବା ସୂଚନା ଅନୁସାରେ କେଉଁଠି ନା କେଉଁଠି ରିୟା ଚକ୍ରବତ୍ତୀଙ୍କ ହାତ ଅଛି ବୋଲି କୁହାଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଆସିଥିବା ନୂତନ ପ୍ରମାଣ ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ଏହି ପ୍ରମାଣ ସୁଶାନ୍ତଙ୍କ ଫୋନ କଲ ରେକର୍ଡ ଅଟେ । ଯାହାକି ବହୁତ ଆଶ୍ଚର୍ଯ୍ୟକର ଅଟେ । କହିବାକୁ ଗଲେ ସୁଶାନ୍ତଙ୍କ ଏହି ବର୍ଷର କିଛି ଫୋନ ରେକର୍ଡ ସାମ୍ନାକୁ ଆସିଛି । ୨୦ ଜାନୁୟାରୀରୁ ୧୪ ଜୁନ କଲ ରେକର୍ଡ ବିଷୟରେ କହି ଦେଉଛୁ ।

ଏହି ସମୟ ମଧ୍ୟରେ ସୁଶାନ୍ତ କାରରେ ନିଜ ଭଉଣୀ ଘରକୁ ଯାଇଥିଲେ ଓ କିନ୍ତୁ ଏହାରି ମଧ୍ୟରେ ରିୟା ସୁଶାନ୍ତଙ୍କୁ ୨୫ ଥର ଫୋନ କରିଛନ୍ତି । ତାଙ୍କର ଫୋନ କଲର ସମୟ ୨ ମିନିଟ ଏବଂ ୩ ମିନିଟ ମଧ୍ୟରେ ରହୁଥିଲା । କହିବାକୁ ଗଲେ ଏହି ସମୟରେ ସୁଶାନ୍ତ ରିୟାଙ୍କ ଠାରୁ ଦୂରେଇ ଯାଇ ନିଜ ପରିବାର ପାଖରେ ରହିବାକୁ ଚାହୁଁଥିଲେ ।

କିନ୍ତୁ ରିୟାଙ୍କୁ ଏହା ମଞ୍ଜୁର ନ ଥିଲା । ଖବର ଅନୁସାରେ ନଭେମ୍ବର ମାସରେ ବି ସୁଶାନ୍ତ ନିଜ ୩ ଭଉଣୀଙ୍କ ସହିତ ଚଣ୍ଡୀଗଢ ଯିବାକୁ ଚାହୁଁଥିଲେ । କିନ୍ତୁ ଏହି ସମୟରେ ବି ରିୟା ନା ହିଁ ସୁଶାନ୍ତଙ୍କୁ ତାଙ୍କ ଭଉଣୀଙ୍କ ସହ ଯିବାକୁ ଦେଲେ ଓ ନା ହିଁ ତାଙ୍କ ସହିତ ରହିବାକୁ ଦେଲେ ।

ଅନ୍ୟ ପଟେ ସୁଶାନ୍ତଙ୍କ ପରିବାର ରିୟା ଉପରେ ଆରୋପ ଲଗାଇଛନ୍ତି କି ରିୟା ସୁଶାନ୍ତଙ୍କୁ ତାଙ୍କ ସହିତ କଥାବାର୍ତ୍ତା ହେବାକୁ ବି ଦେଉ ନ ଥିଲେ । ଏହା ସହିତ ତାଙ୍କର ପରିବାର କହିଲେ କି ରିୟା ସୁଶାନ୍ତୁ କେବଳ ଟଙ୍କା ହାସଲ କରିବା ପାଇଁ ବ୍ୟବହାର କରୁଥିଲା । ଖବର ଅନୁସାରେ ଡିସେମ୍ବର ମାସରେ ନୂଆ ନମ୍ବର ନେଇ ସୁସନତ ନିଜର ପରିବାରକୁ ଫୋନ କରି ସାହାର୍ଯ୍ୟ ମାଗି ଥିଲେ ଓ କହିଥିଲେ କି ରିୟାଙ୍କ ପରିବାର ତାଙ୍କୁ ପାଗଲ କରି ତାଙ୍କୁ ମେଣ୍ଟାଲ ହସ୍ପିଟାଲକୁ ପଠାଇବା ପାଇଁ ଚେଷ୍ଟା କରୁଛି ଓ ସେ ନିଜର ଅଭିନୟ କ୍ୟାରିୟରକୁ ଛାଡି ହିମାଳୟରେ ରହିବାକୁ ଚାହୁଁଛନ୍ତି ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ନୂତନ ଯାଞ୍ଚ ରିପୋର୍ଟ ଅନୁସାରେ ରିୟାଙ୍କ ସମସ୍ତ ପ୍ରକାରର ଖର୍ଚ ଓ ଏହା ସହିତ ରିୟାଙ୍କ ଭାଇର ସମସ୍ତ ପ୍ରକାରର ଖର୍ଚ ପାଇଁ ଟଙ୍କା ସୁଶାନ୍ତ ହିଁ ଦେଉଥିଲେ । ରିୟା ଚକ୍ରବତ୍ତୀ ସୁଶାନ୍ତଙ୍କ ସବୁ କମ୍ପାନୀର ଡିରେକ୍ଟର ବି ଅଟନ୍ତି ଓ ଏହି ସବୁ କମ୍ପାନୀରେ ସୁଶାନ୍ତଙ୍କ ଟଙ୍କା ହିଁ ଲାଗିଛି । ରିୟା ସୁଶାନ୍ତଙ୍କୁ ଧମକ ଦେଇ ଏହି ସବୁ କମ୍ପାନୀର ମାଲିକ ହୋଇ ବସିଥିଲେ ।

ଏହିଭଳି ଭାବରେ ରିୟା ସବୁବେଳେ ସୁଶାନ୍ତଙ୍କୁ ଫୋନ କରି ଧମକ ଦେଇ ନିଜ ହାତ ମୁଠାରେ ରଖିଥିଲେ । ରିୟାଙ୍କୁ ସବୁବେଳେ ସୁଶାନ୍ତଙ୍କ ନୂଆ ନମ୍ବର ବି ମିଳି ଯାଉ ଥିଲା ଓ ରିୟାଙ୍କୁ ଏହି ନମ୍ବର ସିଦ୍ଧାର୍ଥ ପଠାନୀ ହିଁ ଦେଉଥିଲେ । ସିଦ୍ଧାର୍ଥ ସୁଶାନ୍ତଙ୍କ ସବୁଠୁ ପାଖାପାଖି ବନ୍ଧୁ ଥିଲା ଓ ତାଙ୍କ ଫ୍ଲାଟ ପାଖରେ ହିଁ ସେ ରହୁଥିଲେ । ଏହି ସବୁ କଥାରୁ ଜଣା ପଡୁଛି କି ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଏକ ବଡ ଷଡଯନ୍ତ୍ର ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।