ସୁଶାନ୍ତଙ୍କ cook ଖୋଲିଲେ 14 june ସକାଳର ରାଜ, ସାମନ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲାଭଳି ସତ

ସୁଶାନ୍ତ ସିଂହ ରାଜପୁତଙ୍କ ରୋଷେଇଆ ନୀରଜ ବୟାନ ପୁଣି ଥରେ ମିଡିଆର ଚର୍ଚାର ବିଷୟ ହୋଇ ଯାଇଛି । ନୀରଜ ସୁଶାନ୍ତ ସିଂହଙ୍କୁ ନେଇ ବହୁତ କିଛି କହୁଛନ୍ତି । ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଦେଉଛି । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତର ରୋଷେଇଆ ନୀରଜ ସୁଶାନ୍ତଙ୍କ ଖାଇବା ଠାରୁ ଆରମ୍ଭ କରି ସୁଶାନ୍ତଙ୍କ ସମସ୍ତ କାର୍ଯ୍ୟକଳାପ ବିଷୟରେ ଜାଣି ଥିଲା ।

ସୁଶାନ୍ତର ରୋଷେଇଆ ନୀରଜ ଏକ ଇଣ୍ଟରଭିୟୁରେ କହିଲା କି ୧୪ ଜୁନ ସକାଳେ ସୁଶାନ୍ତଙ୍କୁ ପ୍ରଥମେ ପଇଡ ପାଣି ପିଇଲେ ଓ ବ୍ରେକଫାଷ୍ଟ କରିଲେ । କିନ୍ତୁ ପୁଣି ଥରେ ଯେତେବେଳ ସେ ୯.୩୦ ଓ ୧୦ ଟା ମଧ୍ୟରେ ସୁଶାନ୍ତଙ୍କ ପାଖକୁ ଗଲେ ସେତେବେଳେ ସୁଶାନ୍ତ ନିଜ ରୁମର କବାଟ ଖୋଲିଲେ ନାହିଁ ।

ଏହା ପରେ ନୀରଜ ଆଗକୁ କହିଲା କି ଯେଉଁ ଦିନ ଠାରୁ ସୁଶାନ୍ତ ୟୁରୋପ ଟ୍ରିପରୁ ଆସିଥିଲେ ସେହି ସମୟରୁ ସେ ପ୍ରାୟତଃ ଅସୁସ୍ଥ ରହୁଥିଲେ । ସେ କେବେ କେବେ ସୁସ୍ଥ ରହୁଥିଲେ ତ ପୁଣି କିଛି ଦିନ ପରେ ଅସୁସ୍ଥ ରହୁଥିଲେ । ନୀରଜ କହିଲା କି ସୁଶାନ୍ତ ଦିନ ସାରା ଶୋଇ ରହୁଥିଲେ ଓ ସକାଳେ ବି ସେ ବହୁତ ଡେରିରେ ଉଠୁ ଥିଲେ । ସେ ଏହାର କାରଣ ବିଷୟରେ ବି କହିଲା ଓ ନୀରଜ କହିଲା କି ରିୟା ଚକ୍ରବତୀ ଯେଉଁ ଔଷଧ ଦେଉଥିଲେ ସେହି କାରଣରୁ ସୁଶାନ୍ତଙ୍କ ଏହିଭଳି ଅବସ୍ଥା ହୋଇ ଯାଇ ଥିଲା ।

ସୁଶାନ୍ତଙ୍କ ଫୋନ ଓ ତାଙ୍କର ସବୁ ପର୍ସନାଲ ଜିନିଷକୁ ରିୟା ସବୁବେଳେ ଦେଖୁଥିଲେ । ରିୟା ସୁଶାନ୍ତଙ୍କୁ ଔଷଧ ଦେଇ ତାଙ୍କୁ ବେହୋସ କରି ରଖୁଥିଲେ । ଏହା ସହିତ ରିୟା ସୁଶାନ୍ତଙ୍କ ଘରେ ନିଜ ବନ୍ଧୁ ଓ ପରିବାର ସହ ପାର୍ଟି ବି କରୁଥିଲେ । ଏହା ଛଡା ରିୟା ସୁଶାନ୍ତଙ୍କୁ ଧମକ ବି ଦେଉଥିଲେ ।

ନୀରଜର ଏହି ସବୁ କଥାରୁ ପ୍ରମାଣିତ ହୋଇଗଲା କି ସୁଶାନ୍ତ ଯେତେବେଳେ ରିୟା ଦ୍ଵାରା ଦିଆ ଯାଉଥିବା ଔଷଧ ସେବନ କରୁଥିଲେ ତେବେ ସେ ସବୁବେଳେ ଶୋଇ ରହୁଥିଲେ । ଏମିତିରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଯେଉଁ ବ୍ୟକ୍ତି ସବୁବେଳେ ଶୋଇ ରହୁଥିବ ସେ କେମିତି ନିଜକୁ ଫାସୀ ଦେଇ ପାରିବ ? ଏହିଭଳି ଭାବରେ ବହୁତ ପ୍ରଶ୍ନ ସାମ୍ନାକୁ ଆସୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।