ପ୍ରଥମେ ମଣିଷ କେଉଁ ଫଳକୁ ସେବନ କରିଥିଲା ? ଏହା ସହିତ ଦେଖନ୍ତୁ ଆହୁରି 24 GK Questions with Answers

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

୧- ଶରୀରର କେଉଁ ଭିଟାମିନର ଅଭାବ ଥିଲେ କେଶ ଧଳା ପଡିଯାଏ ?

ଉତ୍ତର : ଭିଟାମିନ ବି ୩

୨- ଆମେରିକାରେ କେତେ ଶତକଡା ଭାରତର ଡାକ୍ତର ରହୁଛନ୍ତି ?

ଉତ୍ତର : ୩୮ ଶତକଡା

୩- ଉଡାଜାହାଜ ୧ ଲିଟରରେ କେତେ ଉଡିଥାଏ ?

ଉତ୍ତର : ୧୫ କିଲୋମିଟର

୪- ଭାଷାର ମା କାହାକୁ କୁହାଯାଏ ?

ଉତ୍ତର : ସଂସ୍କୃତକୁ

୫- ଜଙ୍ଗଲର କେଉଁ ପଶୁ ମଧ୍ୟରେ ସବୁଠୁ ଅଧିକ ରକ୍ତ ଥାଏ ?

ଉତ୍ତର : ହାତୀର ଶରୀରରେ

୬- କେଉଁ ଦେଶର ଲୋକମାନେ ଆଇ ଫୋନ କିଣି ପାରିବେ ନାହିଁ ?

ଉତ୍ତର : Dhiri ଦେଶର ଲୋକମାନେ

୭- ଦୁନିଆର ସବୁଠୁ ବଡ ଗାଁ କେଉଁଠାରେ ଅବସ୍ଥିତ ?

ଉତ୍ତର : ଗହମର

୮- ଇଞ୍ଜିନିୟରକୁ ଓଡିଆରେ କଣ କୁହାଯାଇଥାଏ ?

ଉତ୍ତର : ଯନ୍ତ୍ରୀ

୯- ମାଛ ତେଲରୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର : ଭିଟାମିନ ସି

୧୦- କେଉଁ ଦେଶରେ ସବୁଠାରୁ ଅଧିକ ମାଛ ଅଛନ୍ତି ?

ଉତ୍ତର : ଭାରତରେ

୧୧- କେଉଁ ଦେଶରେ PUBG ଖେଳା ଯାଏ ନାହିଁ ?

ଉତ୍ତର : ଚୀନରେ

୧୨- ପ୍ରଥମେ ମନୁଷ୍ୟ କେଉଁ ଫଳକୁ ସେବନ କରିଥିଲା ?

ଉତ୍ତର : ଖଜୁରୀ

୧୩- ସବୁଠୁ ଧନୀ ଲୋକ ପାକିସ୍ଥାନରେ କିଏ ଅଟେ ?

ଉତ୍ତର : ସାହିଦ ଖାନ

୧୪- ହିମାଚଳପ୍ରଦେଶରେ କେଉଁ ଧର୍ମର ଲୋକ ଅଧିକ ବାସ କରନ୍ତି ?

ଉତ୍ତର : ହିନ୍ଦୁ ଧର୍ମ

୧୫- ବାଉଁଶ ଗଛ କେଉଁ ଦେଶରେ ଅଧିକା ଦେଖିବାକୁ ମିଳେ ?

ଉତ୍ତର : ପାକିସ୍ଥାନରେ

୧୬- କେଉଁ ଦେଶରେ ସବୁଠୁ ଅଧିକା ଧନୀ ଲୋକ ରହିଥାନ୍ତି ?

ଉତ୍ତର : ଲଣ୍ଡନରେ

୧୭- କେଉଁ ଜୀବ ପାଖରେ ୩୨ ଟି ମସ୍ତିଷ୍କ ଅଛି ?

ଉତ୍ତର : ଲିଚ

୧୮- ଏମିତି କେଉଁ ସାଗର ଅଛି ଯେଉଁଠି ଗୋଟିଏ ହେଲେ ବି ମାଛ ଦେଖାଯାଆନ୍ତି ନାହିଁ ?

ଉତ୍ତର : ମୃତ ସାଗର

୧୯- ଭାରତରେ କେଉଁ ରାଜ୍ୟରେ ସବୁଠୁ କମ ମୁସଲମାନ ରହିଥାନ୍ତି ?

ଉତ୍ତର : ସିକିମ

୨୦- ଏମିତି କେଉଁ ଫଳ ଅଛି ଯାହା ମଧ୍ୟରେ ପୋକ ଲାଗେ ନାହିଁ ?

ଉତ୍ତର : କଦଳୀ

୨୧- ଦୁନିଆରେ ସବୁଠୁ ବଡ ସାପର ନାମ କଣ ଅଟେ ?

ଉତ୍ତର : ଆନାକୋଣ୍ଡା

୨୨- ରାବଣର ଅସଲ ନାମ କଣ ଥିଲା ?

ଉତ୍ତର : ଦଶ ଗରିବ

୨୩- ଭାରତର କେଉଁ ରାଜ୍ୟର ଲୋକମାନେ ସବୁଠୁ ଅଧିକ ଇନ୍ଟରନେଟ ବ୍ୟବହାର କରନ୍ତି ?

ଉତ୍ତର : ମହାରାଷ୍ଟ୍ର

୨୪- ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇବା ପୂର୍ବରୁ ଦେଖା ଯାଏ ନାହିଁ ?

ଉତ୍ତର : ଧୋକା

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।