ଛିଡା ହୋଇ ପାଣି ପିଉଛନ୍ତି କି? ଜାଣନ୍ତୁ କେଉଁ ସବୁ ଅସୁବିଧା ପରେ ହୁଏ..

ଜାଣନ୍ତୁ କାହିଁକି ଠିଆ ହୋଇ ପାଣି ପିଇବା କଥା ନୁହଁ । ଏହାକୁ ପଢି ସାରିବା ପରେ ଆପଣ ବି ଏହି ଭୁଲ କେବେ ବି କରିବାକୁ ଚାହିଁବେନି । ଜଳ ସେବନର କିଛି ବିଧି ରହିଛି । ସୁସୃତ ସଂହିତା ରେ ପାଣି କୁ ତମ୍ବା ପାତ୍ରରେ ରଖି ଧୀରେ ଧୀରେ ଅଳ୍ପ ଅଳ୍ପ ପିଇବା ପାଇଁ ପରାମର୍ଶ ଦିଆ ଯାଇଛି । କିନ୍ତୁ ଆଜିର ବ୍ୟସ୍ତବହୁଳ ସମାଜରେ କେହି ଏହାକୁ ମାନୁ ନାହାଁନ୍ତି । ଆମେ ପ୍ରାୟ ସମୟରେ ବହୁତ ସ୍ପୀଡ଼ ରେ ପାଣି ଢକ ଢକ କରି ପିଇଯାଉ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ପାଣି କୁ ଠିକ ଉପାୟ ରେ ପିଆ ନଯାଏ ତାହେଲେ ମଣିଷ କୁ ବହୁତ ପ୍ରକାର ର ରୋଗ ର ଶିକାର ହେବାକୁ ପଡିବ । ଜାଣନ୍ତୁ କାହିଁକି ନ ପିଇବା କଥା ଠିଆ ହୋଇକି ପାଣି । ଆୟୁରଭେଦିକ ଅନୁସାରେ କେଉଁ ବି ମଣିଷ କୁ ଠିଆ ହୋଇକି ପାଣି ପିଇବା କଥା ନୁହଁ । ଏହା ଦ୍ୱାରା ଶରୀର ରେ ବହୁତ ରୋଗ ହେଇଥାଏ ।

ଆପଣଙ୍କୁ ଏହି ଜିନିଷ କହିବାର ଆବଶ୍ୟକତା ହି ନାହିଁ କି ପାଣି ଆମ ଶରୀର ପାଇଁ କେତେ ଉପଯୋଗୀ । ଏହା ସହ ହି ପାଣି ଦ୍ୱାରା ଆମ ଶରୀର ରେ କେତେ ଭଲ ପ୍ରଭାବ ହୁଏ ଆଉ ଏହା ଅଭାବ ରେ ଶରୀର ଉପରେ କି ପ୍ରଭାବ ପଡେ ଆଉ କି କି ପ୍ରଭାବ ଆମକୁ ସହିବାକୁ ହୁଏ ପାଣି ର ଅଭାଵ ରେ । ଆଉ ଆମକୁ ଭଲ ଭାବରେ ଜଣା ଅଛି କି ପାଣି ପିଇଲେ ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ବଢିଥାଏ ।

ଲିଭର ପ୍ରୋବ୍ଲେମ :- ଯଦି ଆପଣ ଛିଡା ହୋଇ ପାଣି ପିଉଛନ୍ତି ତେବେ ଖୁବ ଶୀଘ୍ର ଆପଣଙ୍କ ଠାରେ ଲିଭର ଅସୁବିଧା ଦେଖା ଦେଇ ପାରେ । କାରଣ ଆମେ ଯେତେବେଳେ ଛିଡା ହୋଇ ଜଳ ପାନ କରୁ ଏହା ଆମ ପାକସ୍ଥଳୀ ଦେଇ ଦ୍ରୁତ ଗତିରେ ଲିଭର ମଧ୍ୟରେ ପ୍ରବେଶ କରି ପାରେ । ଯାହା କି ପରେ ଯନ୍ତ୍ରଣାର କାରଣ ହୋଇପାରେ ।

ଗଣ୍ଠି ସମସ୍ୟା:- ଠିଆ ହୋଇ ପାଣି ପିଇବା ଦ୍ୱାରା ଆମ ସମସ୍ତଙ୍କର ସବୁଠୁ ବଡ଼ ସମସ୍ୟା ହେଉଛି ଗଣ୍ଠି ସମସ୍ୟା । କାହିଁକି ନା ଯେତେବେଳେ ଆମେ ଠିଆ ହୋଇ ପାଣି ପିଇ ଥାଉ ତାହା ଆମ ଗଣ୍ଠି ଭିତର ର ଜୁଡା କୁ ଖରାପ କରିଦିଏ । ସେଥିପାଇଁ ଗଣ୍ଠି କମ ବୟସ ରୁ ହି ଖରାପ ହେବାକୁ ଲାଗେ ।

ପେଟ ରୋଗ:- ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣି ସିଧା ଖାଦ୍ୟ ନଳି ମଧ୍ୟ ଦେଇ ଜୋର ରେ ତଳକୁ ଯାଏ ଆଉ ଆମ ପାକସ୍ଥଳୀ ରେ ବହୁତ ଜୋର ପ୍ରଭାବ ପଡେ । ଆମ ପାକସ୍ଥଳୀ ଆଉ ତାର ଆଖ ପାଖ ଜାଗା ରେ ପାଣି ର ଜୋର ପଡେ ଆଉ ତାହା ବହୁତ କ୍ଷତିଗ୍ରସ୍ତ ହୁଏ । ସବୁବେଳେ ଏମିତି ହେବା ଦ୍ୱାରା ଆପଣଙ୍କ ପାଚନ ଶକ୍ତି ବିଗିଡି ଯାଇ ପାରେ ଆଉ ଦେହ ବହୁତ ମାତ୍ରା ରେ ଖରାପ ହେଇ ଯାଇ ପାରେ ।


କିଡ୍ନୀ ର ରୋଗ:- ଏହା ଆମେ ସମସ୍ତେ ଜାଣିଛୁ କି କିଡ୍ନୀ ଆମ ଶରୀର ର ଅଶୁଦ୍ଧ ପାଣି କୁ ଛାଣି ବାହାର କରି ଥାଏ ଆଉ ଆମ ଶରୀର କୁ ଶୁଦ୍ଧ କରି ଥାଏ । ଆଉ ଏହା ଆମ ଶରୀର ର ସବୁ ଅଂଶ କୁ ଶୁଦ୍ଧ ପାଣି ପହଞ୍ଚାଈ ଥାଏ । ମାତ୍ର କଣ ଆପଣ ଜାଣିଛନ୍ତି କି ଯଦି ଆମେ ଏହି ପାଣି କୁ ଠିଆ ହୋଇ ପିଇବା ତାହେଲେ ଏହା ଆମ କିଡ୍ନୀ ରେ ଠିକ ସେ ପହଂଚି ପାରିବନି ଆଉ ଏହା ସେଠି ଛାଣି ହୋଇ ଶରୀର ର ବିଭିନ୍ନ ଅଂଶ ରେ ପହଂଚି ପାରିବନି । ଆଉ ଧୀରେ ଧୀରେ ତାଙ୍କ କିଡ୍ନୀ ରେ ପରିଶ୍ରା ଜମି ଜମି ଯିବ । ଆଉ ଧୀରେ ଧୀରେ କିଡ୍ନୀ ଖରାପ ହେଇ ହେଇ ଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।