ସୁଶାନ୍ତଙ୍କ ମାମଲାରେ ସବୁଠୁ ବଡ ବିଜୟ, ଟେଂସାଇଲ ଟେସ୍ଟରୁ ହେଲା ସବୁଠୁ ବଡ ଖୁଲାସା, ସବୁଜ କପଡା ବନିଲା…

ବଲୀଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ମାମଲାରେ ମୁମ୍ବାଇ ପୋଲିସର ଯାଞ୍ଚ ଚାଲିଛି । କହିବାକୁ ଗଲେ ବର୍ତ୍ତମାନ ସୁଶାନ୍ତ ଙ୍କ କେସରେ ପୁଣି ଥରେ ଏକ ନୂଆ ମୋଢ ଆସିଛି । ପୋଲିସ ବର୍ତ୍ତମାନ ସେହି କପଡାକୁ ଯାଞ୍ଚ ପାଇଁ ପଠାଇଛି, ଯାହାକୁ ଅଭିନେତା କଥିତ ରୂପରେ ଫାସୀ ପାଇଁ ବ୍ୟବାହାର କରିଥିଲେ । ପୋସ୍ଟମାର୍ଟମ ଓ ବିସରା ରିପୋର୍ଟ ଆସିବା ପରେ ବର୍ତ୍ତମାନ ପୋଲିସ ଏହି କପଡାକୁ ଯାଞ୍ଚ ପାଇଁ ଫରେଂସିକ ଲ୍ୟାବ ପଠାଇଛି ।

ବର୍ତ୍ତମାନ ଲ୍ୟାବରେ ଏହି କପଡାର ଟେଂସାଇଲ ସ୍ଟ୍ରେଂଥ ବିଷୟରେ ଜାଣିବାକୁ ଚେଷ୍ଟା କରାଯିବ । ଏହି କଥାରୁ ଜଣା ପଡିବ କି ଏହି କପଡାର ସୁଶାନ୍ତଙ୍କ ଓଜନ ଉଠାଇବାରେ ସକ୍ଷମ ଥିଲା ନା ନାହିଁ । ଏହି କଥାର ସୂଚନା ଶୁକ୍ରବାର ଦିନ ଜଣେ ଅଧିକାରୀ ଦେଇଛନ୍ତି ।

ଏହି ଯାଞ୍ଚ ପରେ ଏହା ଜଣା ପଡି ଯିବ କି ଏହ ମୃତ୍ୟୁ ପଛରେ କୌଣସି ଷଡଯନ୍ତ୍ର ତ ନାହିଁ । ଏହା ଛଡା ବାନ୍ଦ୍ରା ପୋଲିସ ସଞ୍ଜୟ ଲୀଲା ଭଂଶାଳୀଙ୍କୁ ସହ ୬ ଜୁଲାଇରେ ପଚରା ଉଚରା କରିଥିଲେ । କହିବାକୁ ଗଲେ ଭଂଶାଳୀ ସୁଶାନ୍ତ ସିଂହ ରାଜପୁତଙ୍କୁ ବହୁତ ଫିଲ୍ମର ଅଫର ଦେଇଥିଲେ । କିନ୍ତୁ ସେ ତାଙ୍କ ସହିତ କାମ କରି ପାରିଲେ ନାହିଁ । କୁହାଯାଉଛି କି ଶୁଟିଙ୍ଗର ଡେଟକୁ ନେଇ ଅସୁବିଧା ଥିଲା ।

୩୪ ବର୍ଷର ସୁଶାନ୍ତ ସିଂହ ରାଜପୁତ ୧୪ ଜୁନକୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ମୃତ ଅବସ୍ଥାରେ ମିଳିଥିଲେ । ଏମିତି କୁହାଯାଉଛି କି ଏହା ଏକ ଆତ୍ମହତ୍ୟା ଅଟେ । କିନ୍ତୁ ତାଙ୍କ ପାଖରୁ କୌଣସି ସୁସାଇଡ ନୋଟ ମିଳି ନ ଥିଲା, ଯାହା ଦ୍ଵାରା ତାଙ୍କର ମୃତ୍ୟୁର କାରଣ ଜଣା ପଡିବ । ଯାଞ୍ଚ କରୁଥିବା ଅଫିସରମାନେ କହିଲେ କି ସୁଶାନ୍ତ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଫାସୀ ଲଗାଇବା ପାଇଁ ସବୁଜ ରଙ୍ଗର କଟନ କପଡା ବ୍ୟବହାର କରିଛନ୍ତି ।

ଜଣେ ଅଧିକାରୀ କହିଲେ କି, ‘ପୋଲିସ ଏହି କପଡାକୁ କେମିକାଲ ଓ ଫରେଂସିକ ଯାଞ୍ଚ ପାଇଁ ଫରେଂସିକ ସାଇଂସ ଲ୍ୟାବ (ଏଫଏସଏଲ) ପଠାଇ ଦେଇଛି । ଏହାର ରିପୋର୍ଟ ଆସିବାରେ ବର୍ତ୍ତମାନ ତିନି ଦିନର ସମୟ ଲାଗିଯିବ । ସେ କହିଲେ କି ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ଫରେଂସିକ ବିଶେଷଜ୍ଞ ଅଭିନେତାଙ୍କ ବେକର ଆଖପାଖରେ ଥିବା ଦାଗକୁ ଯାଞ୍ଚ କରିବେ ଓ “ଟେଂସାଇଲ ସ୍ଟ୍ରେଂଥ” ଯାଞ୍ଚ ପରେ ହିଁ କପଡାର କ୍ଷମତା ଜଣା ପଡିବ ।

ମୃତ୍ୟୁ ସମୟରେ ସୁଶାନ୍ତ ୮୦ କିଲୋ ଥିଲେ । ବର୍ତ୍ତମାନ “ଟେଂସାଇଲ ସ୍ଟ୍ରେଂଥ” ଯାଞ୍ଚ ଦ୍ଵାରା ଜଣା ପଡିବ କି କଣ ଏହି କପଡାର ୮୦ କିଲୋ ର ଓଜନକୁ ଉଠାଇବାର କ୍ଷମତା ଥିଲା । ଅଧିକାରୀମାନେ କହିଲେ କି, ସାଧାରଣତଃ ଏହିଭଳି ଟେସ୍ଟର ରିପୋର୍ଟ ଆସିବାରେ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ । କିନ୍ତୁ ଏହି ମାମଲା ବହୁତ ସଂବେଦନଶୀଳ ଅଟେ, ଏହି କାରଣରୁ ବିଶେଷଜ୍ଞମାନଙ୍କୁ କୌଣସି ବି ପ୍ରକାରର ଭୁଲରୁ ବଞ୍ଚିବା ପାଇଁ ଅଧିକ ସାବଧାନୀ ରଖୁଛନ୍ତି ।

ଏହା ସହିତ ସୁଶାନ୍ତଙ୍କ ଫୋନର ଫରେଂସିକ ରିପୋର୍ଟର ବି ଅପେକ୍ଷା କରା ଯାଉଛି । ବର୍ତ୍ତମାନ ହିଁ ପୋଲିସ ହସ୍ପିଟାଲରୁ ମିଳିଥିବା ସୁଶାନ୍ତଙ୍କ ଅନ୍ତିମ ପୋସ୍ଟମର୍ଟମ ରିପୋର୍ଟକୁ ନେଇ ବି ସୂଚନା ଦେଇଥିଲେ । ଯେଉଁଥିରେ କୁହାଯାଇଥିଲା କି ତାଙ୍କର ମୃତ୍ୟୁ ଶ୍ଵାସ ରୁଦ୍ଧ କାରଣରୁ ହୋଇଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ ସମସ୍ତ ଆଙ୍ଗେଲରେ କରୁଛନ୍ତି । ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି କି ସୁଶାନ୍ତଙ୍କ ଡିପ୍ରେଶନର କାରଣ କଣ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଏହି ମାମଲାରେ ୨୯ ଜଣ ଲୋକମାନଙ୍କ ସହ ପଚରା ଉଚରା କରି ସାରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।