ଆଜିର ରାଶିଫଳ, 9 ଜୁଲାଇ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପାରେ ଖୋଲିଯିବ ଏହି ୬ଟି ରାଶିର ଭାଗ୍ୟ, ବଡ ଧନ ଲାଭ ହେବାର ବନୁଅଛି ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ । ଆପଣ ନିଜର ସୀନିୟର୍ସଙ୍କ ପ୍ରତି ଭଲ ବ୍ୟବହାର କରିବେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆଜି ଆପଣଙ୍କୁ ଭୁଲ ବୁଝାମଣା ହୋଇପାରେ । ଆପଣ ଆଜି କିଛି ଅସମ୍ଭବ ପୂର୍ଣ କାର୍ଯ୍ୟ କରିବେ । କୌଣସି ନକାରାତ୍ମକ ଭାବଙ୍କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଆୟ କରିବା ପାଇଁ କିଛି ନୂତନ ରାସ୍ତା ଖୋଜନ୍ତୁ । ଆଜି ଅଳ୍ପ ସମ୍ଭାଳି ରୁହନ୍ତୁ । ଏହି ରାଶିର ବିବାହିତ ପୁରୁଷଙ୍କୁ ତାଙ୍କ ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ ।

ବୃଷ

ଆଜି ଆପଣଙ୍କୁ ଆଶା ଅନୁସାରେ ଧନ ପ୍ରାପ୍ତ ହେବ । ଏହି ରାଶିର ଲୋକମାନଙ୍କୁ ବିଶେଷ ସଫଳତା ହାସଲ ହେବ । ଅଫିସରେ କୌଣସି ବଡ ଅଧିକାରୀମନଙ୍କ ସହଯୋଗ ମିଳିବ । ଆପଣଙ୍କ ଆମଦାନୀରେ ବି ଉନ୍ନତି ଆସିବ । କେଉଁଠି ଆର୍ଥିକ ଲାଭ ମିଳିବାର ଖବର ବି ମିଳିବ । ପରିଶ୍ରମର ଫଳ ନିଶ୍ଚିତ ମିଳିବ କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । କେଉଁ ସ୍ଥାନରୁ ଆର୍ଥିକ ଲାଭ ମିଳିବ । ବୁଦ୍ଧିମାନର ସହ ନିବେଶ କରନ୍ତୁ ।

ମିଥୁନ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିପାରେ । ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ ପ୍ରାପ୍ତ ହେବ । ବିଜନେସ ପାଇଁ ଆପଣଙ୍କୁ ଅନ୍ୟ ସହରକୁ ଯାତ୍ରା କରିବାକୁ ପଡିପାରେ । ନିଜର ପିଲାମାନଙ୍କ ଧ୍ୟାନ ରଖନ୍ତୁ । ନିଜର ଲକ୍ଷ ପ୍ରତି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । କାରଣ ଏହି ସମୟ ବହୁତ ଶୁଭ ଅଟେ । ଆପଣଙ୍କ ପାଇଁ ଆଜିର ଦିନ ଭାଗ୍ୟଶାଳୀ ଅଟେ । ଆଜି ଆପଣ ନିଜକୁ ଆର୍ଥିକ ରୂପରେ ଆତ୍ମନିର୍ଭର ଅନୁଭବ କରିବେ ।

କର୍କଟ

ଆଜି ମନ ସ୍ଥିର ରହିବ । ଅଳ୍ପ ଚିନ୍ତିତ କିନ୍ତୁ ରହି ପାରନ୍ତି । କିନ୍ତୁ ସନ୍ଧ୍ୟା ସମୟ ମଧ୍ୟରେ ସବୁ ଚିନ୍ତା ଦୂର ହୋଇଯିବ । କୌଣସି ବଡ ନିଷ୍ପତି ନେବା ପାଇଁ ଅଳ୍ପ ସମୟ ନିଅନ୍ତୁ । ଆଜି ସାହସ କରି ନିଜର ଆର୍ଥିକ ମାମଲାରେ ଅଳ୍ପ ଜୋଖିମ ଉଠାନ୍ତୁ । ବେଳେ ବେଳେ ନିଜକୁ ଶାନ୍ତ ରଖିବା ବି ଜରୁର ଅଟେ । ପ୍ରୟାସ କରନ୍ତୁ କି ଆପଣ ନିଜକୁ ସକାରାତ୍ମକତା ରଖିବେ । କିଛି ଏମିତି ପଦକ୍ଷେପ ଉଠାନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଆର୍ଥିକ ସୁରକ୍ଷା ମିଳିବ ।

ସିଂହ

ଆଜି କାମ ଅଳ୍ପ ହେବା ଦ୍ଵାରା ଆପଣ ଅଳ୍ପ ଚିନ୍ତିତ ରହିବେ । କ୍ୟାରିୟର ମାମଲାରେ ଆପଣ ଅଳ୍ପ ଭାଗ୍ୟବାନ ରହିବେ । ପରିବାର ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଆଜି ବ୍ୟାପାରରେ ଆପଣଙ୍କୁ ଲାଭ ମିଳିବ । ଆଜି ଆପଣଙ୍କୁ ନିଜର ଅନ୍ୟ କିଛି ବିଜନେସରେ ବି ଲାଭ ମିଳିବ । ଅବଶ୍ୟକତା ପଡିଲେ ହିଁ ଘରୁ ବାହାରକୁ ଯାଆନ୍ତୁ । ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିବ । ଆପଣ ପ୍ରଶଂସା ପାଇବେ ।

କନ୍ୟା

ଆପଣ ଟଙ୍କା ସହ ଜଡିତ କୌଣସି ମାମଲାକୁ ସହଜରେ ସମାଧାନ କରିବେ । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । କୌଣସି ବନ୍ଧୁଙ୍କ ସକାରାତ୍ମକ ପ୍ରଭାବ ଆପଣଙ୍କ ସ୍ଵଭାବକୁ ପରିବର୍ତ୍ତନ କରିଦେବ । ଆପଣ ବହୁତ ସମୟ ହେବ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ କହି ପାରୁ ନାହାନ୍ତି । କିନ୍ତୁ ଆଜି ଆପଣଙ୍କୁ ନିଜର କଥା କହିବା ପାଇଁ ଚାନ୍ସ ମିଳିବ । ଆଜି ଆପଣ ନିଜର ସମସ୍ୟା ଗୁଡିକର ସମାଧାନ ଖୋଜିବାରେ ସଫଳ ରହିବେ ।

ତୁଳା

କିଛି ସୁବିଧା ଓ ସୁଯୋଗ ପ୍ରାପ୍ତି ହେବ । କାର୍ଯ୍ୟରେ ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ବ୍ୟବସାୟିକ କ୍ଷେତ୍ରରେ ଆଶା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହୋଇ ଆଶାଜନକ ଫଳ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଓ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବା ଦ୍ଵାରା ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ଚାଲୁଥିବା ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ରାଜନୀତି କ୍ଷେତ୍ରରେ କୂଟନୀତିର ଶିକାର ହୋଇ ପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ ।

ବିଚ୍ଛା

ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ସ୍ୱାସ୍ଥ୍ୟ ପ୍ରାୟତଃ ଠିକ ରହିବ । ବ୍ୟବସାୟରେ କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ଗୃହରେ ଭାଇମାନଙ୍କ ସହ ବିବାଦ, ପଡ଼ୋଶୀ ବିବାଦ, ଜମିକୁ ନେଇ ବିବାଦ ଇତ୍ୟାଦି ସମସ୍ତ ବିବାଦର ସମାଧାନ ହୋଇଯିବ । ଉଚ୍ଚ ଆଶାରେ ଆଗେଇବେ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ଯୋଜନା ଅନୁସାରେ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ଧନୁ

ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପୁରାତନ ରୋଗର ଉପସମ ହେବ । ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ଚିତ୍ତ ପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଜମିଜମା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ଯାତ୍ରାରେ ସଫଳତା ପ୍ରାପ୍ତି ହୋଇ ନ ପାରେ ।

ମକର

ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ଉଚ୍ଚ ଆଶା ସଫଳ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଦୂର ହେବ । ରାଜନୈତିକ କ୍ଷେତ୍ରରେ ଯଶ ଲାଭ ହେବ ।

କୁମ୍ଭ

ନିଜର ଶରୀରକୁ ଶାରୀରିକ ଓ ମାନସିକ ରୂପରେ ମଜବୁତ କରନ୍ତୁ । ଅଫିସରେ ସହଯୋଗୀମାନଙ୍କ ସହ ବିବାଦ ହୋଇପାରେ । ଆପଣଙ୍କ ଏହିଭଳି ସ୍ଥିତିରୁ ବଞ୍ଚିବାର ଅଛି ଯାହା ଯୋଗୁ ଆପଣ ଅସୁବିଧାରେ ସମ୍ମୁଖୀନ ହେଉଥିବେ । ସାମାଜିକ ଆୟୋଜନାରେ ଭାଗଦାରି ହୋଇ ପାରନ୍ତି । ସମୟକୁ ହାତ ଛଡ଼ା ନ କରିବା ଉଚିତ । କାରଣ ସମସ୍ତ କାର୍ଯ୍ୟରେ ଶୁଭ ଫଳ ପ୍ରାପ୍ତି ହେବ । ପରିବାରରେ ମାନ ମନାନ୍ତର ଦୂର ହେବ ।

ମୀନ

ଯେ କୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ଉନ୍ନତି ନିଶ୍ଚିତ ଆସିବ । ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଆଜି ଆପଣ ନିଜର କଥାକୁ ଅନ୍ୟ ବ୍ୟକ୍ତିଙ୍କ ସାମ୍ନାରେ ରଖିବେ । ଆପଣ ନିଜ କଥା ଉପରେ ଅଟଳ ରୁହନ୍ତୁ । ଆପଣଙ୍କୁ ଆଜି ଛୋଟ ଛୋଟ କଥାରେ ଖୁସି ପ୍ରାପ୍ତ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।