ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ନଚେତ ଘଟିବ ଭୟଙ୍କର ଅସୁବିଧା

ମହିଳା ମାନେ ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ । ବନ୍ଧୁଗଣ ଘରର ମହିଳା ମାନେ କିଛି ଏମିତି କାମ କରିଥାନ୍ତି ଯାହା ପୁରା ଘର ପରିବାରର କ୍ଷତି ହୋଇଥାଏ । ସୂର୍ଯ୍ୟ ଅସ୍ତ ହେବା ପରେ ଘରର ମହିଳା ମାନେ କରନ୍ତୁ ନାହିଁ ଏହି କାମ, ସୂର୍ଯ୍ୟ ଅସ୍ତ ହେବା ପରେ ଏହି କାମ କରନ୍ତୁ ନାହିଁ । ଏହାର ସିଧା ଇଫେକ୍ଟ ପୁରା ଘରର ଆର୍ଥିକ ସ୍ଥିତି ଉପରେ ପଡିଥାଏ ଆହୁରି ମଧ୍ୟ ଏହା ଘରର ସଦସ୍ୟ ମାନଙ୍କ ଉପରେ ପଡିଥାଏ । ତେବେ ଚାଲନ୍ତୁ ବନ୍ଧୁଗଣ ଆମେ ସେହି ବିଷୟରେ ଜାଣିବା ଯାହା ସୂର୍ଯ୍ୟ ଅସ୍ତ ପରେ କରିବା କଥା ନୁହେଁ କି ରାତି ହେଲେ କରିବା କଥା ନୁହେଁ ।

ଏହି ସବୁ କଥା ମାନିବା ଆବଶ୍ୟକ ଅଟେ । ଯେମିତିକି ରାତିରେ ଶୋଇବା ସମୟରେ କେଶ ଖୋଲିବେନି, ବାସନ ସଫା କରିବେ, ରୋଷେଇ ଘରକୁ ପରିଷ୍କାର କରିବେ ଏବଂ ସୂର୍ଯ୍ୟ ଅସ୍ତ ପରେ କାହାକୁ କ୍ଷୀର ଦେବେ ନାହିଁ । ଯଦି ସୂର୍ଯ୍ୟ ଅସ୍ତ ପରେ କୌଣସି ବାହାର ବ୍ୟକ୍ତି କ୍ଷୀର କିମ୍ବା ଦହି ମାଗେ ତେବେ ତାହାଲେ ଆପଣ ତାଙ୍କୁ କ୍ଷୀର କିମ୍ବା ଦହି ଦିଅନ୍ତୁ ନାହିଁ, କାରଣ ଏମିତ କରିବା ଦ୍ବାରା ଘରର ଲଷ୍ମୀ ଚାଲିଯାନ୍ତି ବୋଲି କୁହାଯାଇ ଅଛି ।

ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ଭଲ ସେ ପରିଷ୍କାର ଭାବେ ସଫା କରନ୍ତୁ, ଦିନସାରା କାମ କରି ରୋଷେଇ ଘର ବହୁତ ଅଳିଆ ହୋଇଯାଇଥିବ ଏବଂ ଆପଣ ସେହି ଘରକୁ ଭଲ ସେ ସଫା କରନ୍ତୁ । ଏମିତି ଜଣାଯାଏ ଯେ ଯଦି ଘରର ରୋଷେଇ ଘର ସଫା ଥିବ ତେବେ ଘରର ବୈଭବ ବଢେ ।

ପ୍ରାୟ ମହିଳା ମାନେ ରାତିରେ ଶୋଇବା ସମୟରେ ଚୁଟି ଖୋଲା କରି ଶୋଇଥାନ୍ତି । କିନ୍ତୁ ସେମାନଙ୍କୁ ବିଲକୁଲ ବି ଏମିତ କରିବା କଥା ନୁହେଁ, କାରଣ ଚୁଟି ଖୋଲା କରି ଶୋଇବା ଦ୍ଵାରା ଘରେ ନେଗେଟିଭି ଏନର୍ଜୀ ର ପ୍ରବେଶ ହୋଇଥାଏ, ସେଥିପାଇଁ ମହିଳା ମାନଙ୍କୁ ରାତିରେ ଶୋଇବା ସମୟରେ ଚୁଟି ବାନ୍ଧିକି ଶୋଇବା ଦରକାର ।

ରାତିରେ ଶୋଇବା ପୂର୍ବରୁ ଖାଇବା ବାସନ ସଫା ସଫି କରିଦେବା ଉଚିତ । କାରଣ ଏମିତି ମନାଯାଏ କି ଘରେ ଅଇଁଠା ବାସନ ରଖିବା ଦ୍ଵାରା ଘରେ ଅଶାନ୍ତି ଏବଂ ରୋଗ ଆସିଥାଏ । ତା ସହିତ ଯଦି ଆପଣ ରାତିରେ ଅଇଁଠା ବାସନ ରଖୁଛନ୍ତି, ତେବେ ଆପଣଙ୍କ ଘରକୁ ବହୁତ ଅଶୁଭ ଶକ୍ତି ଆସିଥାଏ ଯାହା ଭଲ ନୁହେଁ, ତେବେ ସବୁବେଳେ ଅଇଁଠା ବାସନ ସଫା କରିଦେବା ଠିକ ହୋଇଥାଏ ।

ସପ୍ତାହରେ ଗୋଟେ ଥର ରାତିରେ ଶୋଇବା ପୂର୍ବରୁ କିଛି ଲୁଣ ଗୋଟେ ପେପର ଉପରେ ରଖି ଗୋଟେ କୋଣ ରେ ରଖନ୍ତୁ । ସକାଳୁ ଉଠିବା ପରେ କାହା ସହିତ କଥା ନହେଇ ଏହି ଲୁଣ କୁ ନେଇ ଗୋଟେ ନାଳ ରେ ପକେଇଦିଅନ୍ତୁ, ଏମିତି କରିବା ଦ୍ଵାରା ଯଦି ଆପଣଙ୍କ ଘରେ କିଛି ଖରାପ ଶକ୍ତି ଥିବ ତ ସେ ବାହାରକୁ ଚାଲିଯିବ, ଏବଂ ଆପଣ ସୁଖରେ ଜୀବନ ଯାପନ କରିପାରିବେ । ତେବେ ଆପଣ ଜାଣିଲେ ତ ଏହି ସବୁ କଥା । ଏହାକୁ ନିଜେ କରନ୍ତୁ ଓ ଅନ୍ୟ ମାନଙ୍କୁ ବି କୁହନ୍ତୁ ଯାହା ଦ୍ଵାରା ସମସ୍ତଙ୍କ ଜୀବନରେ ଭଲ ହେବ ଏବଂ ସମସ୍ତେ ଖୁସିରେ ରହିପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।