ରାଶିଚକ୍ରର ସେହି ୧୨ଟି ରାଶି ଗୁଡିକୁ ସମାନ ଅଂଶ ବୋଲି କୁହାଯାଇ ଥାଏ ଯାହା ଉପରେ ଜ୍ୟୋତିଷ ଆଧାରିତ ଅଟେ । ପ୍ରତ୍ୟେକ ରାଶି ସୂର୍ଯ୍ୟର କ୍ରାନ୍ତିବୃତ୍ତ ଉପରକୁ ଆସୁଥିବା ଏକ ନକ୍ଷତ୍ର ସହିତ ସମ୍ବନ୍ଧ ରଖିଥାଏ ଏବଂ ଉଭୟଙ୍କର ନାମ ସମାନ ହୋଇଥାଏ ଯେମିତି କି ମିଥୁନ ରାଶି ଏବଂ ମିଥୁନ ନକ୍ଷତ୍ର । ତାହେଲେ ଆସନ୍ତୁ ଜାଣିବା ସେହି ୩ଟି ରାଶି ବିଷୟରେ ଯେଉଁମାନେ ଶନିଦେବଙ୍କର ବହୁତ ପ୍ରିୟ ହୋଇଥାନ୍ତି ଓ ଯେଉଁମାନଙ୍କର ଅଚାନକ ଧନପ୍ରାପ୍ତିର ଯୋଗ ବନୁଅଛି ।
ବୃଷ
ଶନିଦେବଙ୍କ କୃପାରୁ ଭାଗ୍ୟ ଠାରୁ ଆପଣଙ୍କୁ ବହୁତ ବଡ ଲାଭ ମିଳିବାର ସମ୍ଭାବନା ଅଛି । ହଠାତ ଆମଦାନୀର ନୂଆ ମାର୍ଗ ମିଳିପାରେ । ସବୁ କ୍ଷେତ୍ରରେ ଆପଣଙ୍କ ସ୍ଥିତି ଦୃଢ ରହିବ । ପରିବାର ସହିତ ଯୋଡି ହୋଇଥିବା ସବୁ ଚିନ୍ତା ଦୂର ହୋଇ ପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହିତ ଦରମା ମଧ୍ୟ ବଢିବ । ସାମାଜିକ ଲୋକଙ୍କ ସହିତ ସମ୍ପର୍କ ଭଲ ରହିବ ଏବଂ ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଦୃଢ ରହିବ ।
କନ୍ୟା
ଆପଣ ଅନ୍ୟକୁ ନିଜ କଥାରେ ପ୍ରଭାବିତ କରିବାରେ ସଫଳ ହୋଇ ପାରନ୍ତି । ଆପଣଙ୍କୁ ବାପା ମାଆ ଙ୍କର ସହଯୋଗ ମିଳିବ । ଅଫିସରେ ସିନିୟରଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ । ଆପଣ ନୂଆ ଘର କିମ୍ବା ଗାଡି କିଣିବା ପାଇଁ ଭାବି ପାରନ୍ତି । ବନ୍ଧୁ ମାନଙ୍କ ସହିତ ଭଲ ସମୟ କାଟିବେ । ସାମାଜିକ ଜୀବନ ବ୍ୟସ୍ତ ରହିବ କିନ୍ତୁ ଶେଷ ସମୟରେ ପାରିବାରିକ ଦାୟିତ୍ଵ କାରଣରୁ ଆପଣ ସାମାଜିକ ଯୋଜନାରେ ପରିବର୍ତ୍ତନ କରି ପାରନ୍ତି । ଧନପ୍ରାପ୍ତିର ନୂଆ ସ୍ରୋତ ଆପଣଙ୍କୁ ଦେଖାଦେବ ।
ସିଂହ
ଅଧା ଥିବା କାମ ପୁଣିଥରେ ଆରମ୍ଭ ହେବ । ବିଦ୍ୟାର୍ଥୀ ମାନଙ୍କର ପରୀକ୍ଷା ପରିଣାମ ବହୁତ ଭଲ ରହିବ । ଘରେ ସୁଖ ଏବଂ ସୁବିଧାରେ ବୃଦ୍ଧି ହେବ । ଆପଣଙ୍କର ଭଲ ବ୍ୟବହାର ଘରେ ଖୁସିର ବାତାବରଣ ଆଣିବ । ଶିଖିବା କାର୍ଯ୍ୟରେ ଆପଣଙ୍କର ମନ ଲାଗିବ । ଆପଣଙ୍କୁ ରାଜନୀତି ସହିତ ଯୋଡି ହୋଇଥିବା କୌଣସି କାର୍ଯ୍ୟରେ ସଫଳତା ମିଳିବ । ଆପଣ ସଠିକ ଯୋଜନା ଅନୁସାରେ ନିଜ କ୍ୟାରିୟର ରେ ପରିବର୍ତ୍ତନ ଆଣିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।