ପ୍ରତିଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ କୁହନ୍ତୁ ଏହି 2 ଟି ଶବ୍ଦ, ଦୂର ହୋଇଯାଏ 7 ଜନ୍ମର ଦରିଦ୍ରତା- Vastu Shastra

ଆମର ସବୁ ବେଦ ଓ ପୁରାଣରେ ଅଗଣିତ ମନ୍ତ୍ର ଶ୍ଳୋକ ଲେଖାଯାଇଛି । ହିନ୍ଦୁ ଧର୍ମରେ ପ୍ରତ୍ୟକେ ଭଗବାନ , ମନୁଷ୍ୟ , ପଶୁ ପକ୍ଷୀ , ଗ୍ରହ ନକ୍ଷତ୍ର ,ସୂକ୍ଷ୍ମ ଜୀବ ଜନ୍ତୁ ଉପରେ ଶୋଳ୍କ ଲେଖାଯାଇଛି । ସେହି ଶୋଳ୍କ ଦ୍ଵାରା ଭଗବାନଙ୍କର ମହତ୍ଵ ବିଷୟରେ କୁହାଯାଇଛି । ଆମର ଯେତେ ପ୍ରାଚୀନ ମନ୍ତ୍ର ଆଉ ଶୋଳ୍କ ଅଛି  ସେଥିରେ ଏତେ ଶକ୍ତି ଅଛି । ଯାହା ଦ୍ଵାରା ସପୁର୍ଣ ଜୀବନ ବଦଳିବାର କ୍ଷମତା ରଖଛି ।

ଏପରି କିଛି ମନ୍ତ୍ରର ଉଚରଣ କରିଥାଉ । ଯେଉଁଥିରେ କି ଆମର ଆଖ ପାଖର ବାତା ବରଣ ଶୁଦ୍ଧ ଓ ପବିତ୍ର ହୋଇଯାଇଥାଏ । ଆମର ମନ ଓ ମସ୍ତିସ୍କରେ ଅପାର ଶାନ୍ତି ଅନୁଭବ କରିଥାଉ । ତା ସହିତ ସକାରାତ୍ମକ ଊର୍ଜା ଆମର ଭିତରେ ସଂଚାର ହୋଇଥାଏ ।

ସେଥିପାଇଁ ଆପଣଙ୍କୁ କିଛି ଏପରି ମନ୍ତ୍ର ବିଷୟରେ କହିବୁ ଯାହାର ନିୟମିତ ଉଚରଣ କରିବା ଦ୍ଵାର ଆମର ଜୀବନ ଉପରେ  ଘୋର ପ୍ରଭାବ ପଡିଥାଏ । ଯାହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି  ଓ ଶାନ୍ତିର ପ୍ରାପ୍ତି ହୋଇଥାଏ । ପ୍ରାଚୀନ ଋଷି ମୁନି ମାନେ ସକାଳୁ ଉଠିବା ସମୟରେ , ସାନ୍ନ କରିବା ସମୟରେ , ଭୋଜନ କରିବା ସମୟରେ ,ବିଶ୍ରାମ କରିବା ସମୟରେ, ଶୋଇବା ପୂର୍ବରୁ ଇତ୍ୟାଦି କ୍ରିୟା କଳାପ ସମୟରେ ଉଚରଣ କରିବା ପାଇଁ କିଛି ମନ୍ତ୍ର ବିଷୟରେ କୁହାଯାଇଛି । ଆମେ ସେହି ମହତ୍ଵପୂର୍ଣ ମନ୍ତ୍ର ବିଷୟରେ ଜାଣିବା ଏବଂ ଜୀବନରେ ଦୁଖ କଷ୍ଟ ଦାରିଦ୍ରତା ସବୁଦିନ ପାଇଁ ସମାପ୍ତ କରିଦେବ ।

ପ୍ରଥମ ମନ୍ତ୍ର

ସକାଳୁ ଉଠିବା ସମୟରେ ନିଜ ହାତକୁ ଯୋଡିକି ଏହି ମନ୍ତ୍ରର ଉଚରଣ କରିବା ଉଚିତ

କରାଗ୍ରେ ବାସତେ ଲକ୍ଷ୍ମୀ

କରମଧେ ସରସ୍ଵତୀ

କରମୂଳେ ତୁ ଗୋବିନ୍ଦ

ପ୍ରଭାତେ କର ଦର୍ଶନମ

ଶାସ୍ତ୍ରରେ କୁହାଯାଇଛି ଆଉ ବଡ ଲୋକମାନେ ମଧ୍ୟ କହିଛନ୍ତି ସବୁଠୁ ପ୍ରଥମେ ନିଜ ଦୁଇ ହାତକୁ ଯୋଡି କରି ତାକୁ ଦେଖି କରି ମା ଲକ୍ଷ୍ମୀ , ସରସ୍ଵତୀ ଓ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଏହି ଶ୍ଳୋକ କହିବା ଉଚିତ । ଯାହା ଦ୍ଵାର ସୁଖ , ଶାନ୍ତି ଓ ଧନ ଧାନ୍ୟରେ ଜୀବନ ପୂରି ଉଠିବ ।

ଦ୍ଵିତୀୟ ମନ୍ତ୍ର

ତ୍ଵମେବ ମାତା ଶ୍ଚ ପିତା ତ୍ଵମେବ

ତ୍ଵମେବ ବନ୍ଧୁଶ୍ଚ ସଖା ତ୍ଵମେବ

ତ୍ଵମେବ ବିଦ୍ୟା ଦ୍ରବିନମ ତ୍ଵମେବ

ତ୍ଵମେବ ସର୍ବଂ ମମ ଦେବ ଦେବ

ଏହି ଶୋଳ୍କକୁ ଭଗବାନଙ୍କ ପାଖରେ  ଆରାଧନା କରିବା ସମୟରେ ହିଁ କୁହାଯାଇଥାଏ । ଏହି ଶୋଳ୍କ ଅର୍ଥ ହେ ଭଗବାନ ଆପଣ ମୋର ମା , ବାପା ଆପଣ ମୋର ଭାଇ ଭଉଣୀ ଆପଣ ମୋର ମିତ୍ର , ଆପଣ ବିଦ୍ୟା ଆପଣ ମୋର ଧାନ ତେଣୁ ହେ ଭଗବାନ ଆପଣ ମୋର ସବୁକିଛି ଅଟନ୍ତି ।

ତୃତୀୟ ମନ୍ତ୍ର

ସର୍ବେ ଭବନ୍ତୁ ସୁଖୀନ

ସର୍ବେ ସନ୍ତୁ ନିରାମୟହ

ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ

ମା କଶ୍ଚିତ ଦୁଖ ଭାଗ ଭବେତ ।

ଏହି ଶୋଳ୍କ ଦ୍ଵାରା ସୃଷ୍ଟିର କର୍ତ୍ତା ସର୍ବ ଶକ୍ତିମାନ ଈଶ୍ଵରଙ୍କ ଠାରେ  ପାର୍ଥନା କରିଥାଉ ହେ ଇଶ୍ଵର ଆପଣଙ୍କର ସବୁ ପ୍ରାଣୀ ସୁଖି ରୁହନ୍ତୁ । ସବୁ ରୋଗରୁ ମୁକ୍ତି ରୁହନ୍ତୁ । ସମସ୍ତଙ୍କର କଲ୍ୟାଣ ହେଉ । କୌଣସି ବି ପ୍ରାଣୀ ଦୁଖୀ ନ ରୁହନ୍ତୁ । ଏଇଭଳି ଆପଣଙ୍କ ଠାରେ ପାର୍ଥନା କରୁଛୁ । ଆପଣ ଦେଖନ୍ତୁ ଏହି ଶୋଳ୍କରେ ସମସ୍ତଙ୍କୁ ପ୍ରସନ୍ନ  ରଖିବା ପାଇଁ ସକାରାତ୍ମକ କଥା କୁହାଯାଇଛି । ଏହାକୁ ଉଚରଣ କରିବା ଦ୍ଵାରା ଆମର ମନରେ ସକାରାତ୍ମକ ଊର୍ଜା ଭରିଯିବ ।

ଚତୁର୍ଥ ମନ୍ତ୍ର

ଓମ ଏହି ସୂର୍ଯ୍ୟ ସହସ୍ତତ୍ରାନ୍ସୋ

ତେଜୋରାଶେ ଜଗତପତ

ଅନୁକମ୍ପଏ ମାମ ଭକ୍ତ

ଗୃହନାଧ୍ୟୟମ ଦିବାକରମ

ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରିବା ସମୟରେ କୁହାଯାଉଥିବା ଏହି ଶ୍ଳୋକ ହେ ସୂର୍ଯ୍ୟ ଦେବତା ହଜାର ରଶ୍ମୀ ଚମକୁଥିବା ଜଗତର ସ୍ଵାମୀ ସୁରଜ ଦେବ ମୋ ଉପରେ କୃପା ଦ୍ରୁଷ୍ଟି କରନ୍ତୁ । ମୋ ଦ୍ଵାରା ଶରଧା ପୂର୍ବକ ଅର୍ପଣ କରିଥିବା ଏହି ପାଣିକୁ ସ୍ଵୀକାର କରନ୍ତୁ ।

ପଞ୍ଚମ ମନ୍ତ୍ର

ଓମ ଭୁ ଭୁବ ସ୍ଵାହ

ତତ ସବିତୁବରେଣ୍ୟ

ଭର୍ଗୋ ଦେବସ୍ୟ ଧୀମହୀ

ଧିୟୋ ୟୋ ନଃ ପ୍ରଚୋଦେୟାତ

ଏହି ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର ବେଦ ଅନୁସାରେ ଏହା ସର୍ବ ଶ୍ରେଷ୍ଠ ମନ୍ତ୍ର ଅଟେ । ଏହି ମନ୍ତ୍ରର ଉଚରଣ ପୂଜା ପାଠ ସମୟରେ କରିପାରିବେ । ପରନ୍ତୁ ଆମେ ସକଳ ସମୟରେ ସୂର୍ଯ୍ୟ ଦେବଙ୍କ ଉଦୟ ହେବା ପୂର୍ବରୁ କରିବେ ତେବେ ଏହାର ବିଶେଷ ଫଳ ପ୍ରାପ୍ତି କରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ