ଇଏ ହେଉଛନ୍ତି WWE ସୁପରଷ୍ଟାର ଗ୍ରେଟ ଖଲିଙ୍କ ସୁନ୍ଦରୀ ସ୍ତ୍ରୀ, ଫୋଟୋସବୁ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ !

ଦ ଗ୍ରେଟ ଖଲି ନାମରେ ଜଣା ଯାଉଥିବା ଦିଲୀପ ସିଂହ ରାଣା ହିମାଚଳ ର ଶିରମୋର ଜିଲ୍ଲା ର ଏକ ଛୋଟୋ ଗାଁ ଘିରଇନା ରେ ବାସ କରନ୍ତି । ଦ ଗ୍ରେଟ ଖଲି ନାମରେ ଜଣା ଯାଉଥିବା ଭାରତୀୟ ରେସଲିଂଗ ରେ ଆସିବା ପୂର୍ବରୁ ସେ ପଞ୍ଜାବ ରେ ପୁଲିସରେ କାମ କରୁ ଥିଲେ । ଖଲି ଙ୍କର ଛାତି ୫୬ ଇଞ୍ଚ ନୁହେଁ, ୬୩ ଇଞ୍ଚ ଅଟେ । ଦିଲୀପ ସିଂହ ରାଣା ଏବଂ ଦି ଗ୍ରେଟ ଖଲୀର ନାମ ଦେବୀ କାଳିଙ୍କ ନାମରେ ରଖା ଯାଇଛି । ଯିଏ କି ଆନ୍ତରିକ ଶକ୍ତିର ପ୍ରତୀକ ଅଟନ୍ତି ।

୨୭ ଅଗଷ୍ଟ ୧୯୭୨ ରେ ହିମାଚଳ ପ୍ରଦେଶ ର ଏକ ଛୋଟୋ ଗାଁ ରେ ଏକ ଗରିବ ଘରେ ଜନ୍ମ ନେଇ ଥିଲେ । ଦିଲୀପ ସିଂହ ରାଣା ସ୍ଵପ୍ନରେ କେବେ ଭାବିନଥିଲେ ଗୋଟେ ଦିନ ପୁରା ଦୁନିଆ ତାଙ୍କ ନାଁ ହବ । ଆରମ୍ଭ ଦିନରୁ ପରିବାର ର ସାହାର୍ଯ୍ୟ ପାଇଁ ସେ ଶିମଲା ର ସିକ୍ଯୋରିଟୀ ଗାର୍ଡ ଭାବରେ ଚାକିରି କରୁଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ଜଲ୍ଦି ସାଥ ଦେଲା । ଏବଂ ପୁଞ୍ଜାବ ପୁଲିସ ର ନଜର ତାଙ୍କ ଉପରେ ପଡିଗଲା ।

ପ୍ରୋଫେଶନଲ ରେସଲିଂଗ ରୁ ସଂନ୍ୟାସ ନେବା ପରେ ବର୍ତ୍ତମାନ ଖଲିଙ୍କର ସ୍ତ୍ରୀ ହର୍ମିନଦ୍ର କୌର ସହିତ ଇଣ୍ଡିଆରେ ବହୁତ ସୁନ୍ଦର ରେ ଜୀବନ ଜାପନ କରୁଉଛନ୍ତି । ବର୍ତ୍ତମାନ କିଛି ଦିନ ହବ ଶୁଣାଯାଉଛି କି ଖଲି ପୁଣି ଥରେ ରେସଲିଂ କୁ ଫେରୁଛନ୍ତି । ଖଲିଙ୍କୁ ୨୦୧୨ ରେ ଏକ ଅପରେଶନ କରିବାକୁ ପଡିଲା । ଏହି କାରଣରୁ ତାଙ୍କୁ ପ୍ରୋଫେଶନଲ ରେସଲିଂଗ ରୁ ସନ୍ୟାସ ନେବାକୁ ପଡିଲା ।

୧୯୯୩ ମଶିହାରେ ପଞ୍ଜାବ ପୋଲିସରେ ଭର୍ତି ହୋଇଥିଲେ । ଏବଂ ସିମଳା ରୁ ଜାଲଧର ପଳେଇଗଲେ । ଏବଂ ୨୦୦୦ ରେ All Pro Wrestling ରେ ତାଙ୍କୁ ଡକା ଯାଇଥିଲା । ଏବଂ ଏହା ପରେ ସେ କେବେ ବି ପଛକୁ ବୁଲି ଦେଖି ନାହାନ୍ତି ଏବଂ ଜୀବନରେ ଆଗକୁ ବଢି ଚାଲିଲେ । ୨୦୦୨ ରେ ଦ ଗ୍ରେଟ ଖଲିଙ୍କ ବାହାଘର ଜଲନ୍ଧର ନିବାସୀ ହରବୀନ୍ଦ୍ର କୌର ରାଣାଙ୍କ ସହିତ ହୋଇ ଥିଲା ।

ବିବାହ ର ପାଖାପାଖି ୧୨ ବର୍ଷ ପରେ ସେ ବାପା ହେଲେ । ୨୦ ଫେବ୍ରୁୟାରୀ ୨୦୧୪ ରେ ଯୂନାଇଟେଡ ସ୍ଟେଟ୍ସ କୀ citizenship ନେଇ ନେଲେ ଏବେ ସେ ନିଜ ପରିବାର ସହ Texas ରେ ରହୁଛନ୍ତି ।