ସ୍ଵାମୀ ଗରିବ ହେବାର କାରଣ ହେଇପାରେ ଗୋଡମୁଦି, ସେଥିପାଇଁ ସ୍ତ୍ରୀକୁ ସବୁବେଳେ ଏହି ସବୁ କଥାର ଧ୍ୟାନ ରଖିବା ଦରକାର

ହିନ୍ଦୁ ଧର୍ମରେ ବିବାହିତା ମହିଳା ମାନେ ଗୋଡରେ ଗୋଡମୁଦି ପିଧନ୍ତି । ଆମର ଧର୍ମରେ ଦୁଇଟି ଗୋଡର ତିନି ଆଙ୍ଗୁଠିରେ ଗୋଡମୁଦି ପିନ୍ଧିବାର ପରମ୍ପରା ଅଛି । ମହିଳାମାନଙ୍କର ମୁଣ୍ଡରେ ସୁନା ର ଟୀକା ଏବଂ ଗୋଡରେ ଚାନ୍ଦି ର ଗୋଡମୁଦି ପିନ୍ଧିବାର କାରଣ ଏହା ଅଟେ କି ଆତ୍ମା କାରକ ସୂର୍ଯ୍ୟ ଏବଂ ମନ କାରକ ଚନ୍ଦ୍ରମା ର କୃପା ଜୀବନ ସାରା ରହିଥାଏ । କିନ୍ତୁ କିଛି ଗୋଡମୁଦି ପିନ୍ଧିବା ଦ୍ଵାରା ସ୍ଵାମୀ ଗରିବ ହୋଇଯାଇ ପାରେ ।

ବେଦ ଅନୁସାରେ କୁହାଯାଏ କି ଏହି ଦୁଇ ଗୋଡରେ ପିନ୍ଧିବା ଦ୍ଵାରା ମହିଳାମାନଙ୍କର ମାସିକ ଚକ୍ର ନିୟମିତ ହୋଇଥାଏ । ଭାରତରେ ସହରାଞ୍ଚଳରେ ଏହା କମ ଦେଖାଯାଇଥାଏ କିନ୍ତୁ ଗ୍ରାମୀଣ କ୍ଷେତ୍ରରେ ଏହାର ମହତ୍ଵ ଅଛି । ଗୋଡମୁଦି କୁ ସବୁବେଳେ ଡାହାଣ ଏବଂ ବାମ ଗୋଡର ଦୁତୀୟ ଆଙ୍ଗୁଳିରେ ପିନ୍ଧିବା ଉଚିତ । ଏହା ଗର୍ଭାଶୟ କୁ ନିୟନ୍ତ୍ରିତ କରିଥାଏ । କାରଣ ଚାନ୍ଦି ଏକ ଭଲ ସୁଚାଳକ ଅଟେ ଏହା ପୃଥିବୀର ଧୃବୀୟ ଊର୍ଜା କୁ ଥିଇକ କରିକି ଶରୀର ପର୍ଯ୍ଯନ୍ତ ପହଞ୍ଚାଏ ।

ବିବାହିତା ମହିଳା ମାନେ ହିଁ ଗୋଡମୁଦି ପିନ୍ଧିବେ । କୁଁୱାରୀ ଝିଅ ମାନେ କେବି ବି ଗୋଡମୁଦି ପିନ୍ଧିବେ ନାହିଁ । ବହୁତ କମ ଲୋକମାନେ ଜାଣିଛନ୍ତି କି ଯଦି କେହି ସ୍ତ୍ରୀ ନିଜ ଗୋଡରେ ଠିକ ସେ ଗୋଡମୁଦି ନ ପିଧନ୍ତି ତେବେ ଏହି କାରଣ ସ୍ଵାମୀ ଗରିବ ହେବାର ମଧ୍ୟ ହୋଇଥାଏ ।

ବିବାହ ପରେ ସ୍ତ୍ରୀ ମାନେ ଗୋଡମୁଦି ପିନ୍ଧିବାର ପରମ୍ପରା ଅଛି । କେତେକ ଲୋକ ଏହାକୁ ପ୍ରତୀକ ରୂପରେ ମାନନ୍ତି । କିନ୍ତୁ ଆପଣ ଜାଣନ୍ତି କି ଗୋଡମୁଦି ପିନ୍ଧିବା ଗର୍ଭାଶୟ ର ବୈଜ୍ଞାନିକ ସମବଦ୍ଧ ଅଛି । ଗୋଡର ଆଙ୍ଗୁଠିର ଦୁତୀୟ ଆଙ୍ଗୁଠିରେ  ଥିବା ଏକ ବିଶେଷ ସିରା ଥାଏ ଯାହାକି ସିଧା ଗର୍ଭାଶୟ ସହିତ ଜଡିତ ଅଛି, ଯିଏକି ଗର୍ଭାଶୟ କୁ ନିୟନ୍ତ୍ରିତ କରେ ଏବଂ ରକ୍ତଚାପ କୁ ମଧ୍ୟ ସନ୍ତୁଳିତ କରେ ।

ଜ୍ୟୋତିଷୀଙ୍କ ଅନୁସାରେ ଗୋଡମୁଦି ପିନ୍ଧିବା ର କାରଣ ଏହା ସୂର୍ଯ୍ୟ ଏବଂ ଚନ୍ଦ୍ରମା ର ର କୃପା ସ୍ଵାମୀ ଏବଂ ସ୍ତ୍ରୀ ଦୁଇ ଜଣଙ୍କ ଉପରେ ଥାଏ । ସବୁବେଲେ ଗୋଡମୁଦି ରୂପାର ପିନ୍ଧନ୍ତୁ । ଭୁଲରେ କେବେ ବି ସୁନାର ପିନ୍ଧିବେନି । ସ୍ତ୍ରୀ କୁ ଧ୍ୟାନ ଦେବାକୁ ପଡିବ ଯେ ଗୋଡମୁଦି ଏତେ ବି ଢିଲା ନହୁଏ କି ଏହା ଗୋଡରୁ ଖସି ଯିବ । ନିଜେ ପିନ୍ଧିଥିବା ଗୋଡମୁଦି ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।

ଏହା କରିବା ସ୍ବାମୀର ଗରିବୀ ଏବଂ ରୋଗରେ ପଡିବା ର କାରଣ ହୋଇ ଥାଏ ।