କମିଲା ସୁନା ଦାମ, ଦେଖନ୍ତୁ କେତେ ଅଛି ଆଜି 11 ନଭେମ୍ବରର Gold Rate

ବର୍ତ୍ତମାନ କରୋନାର ସ୍ଥିତିରେ ସୁଧାର ଆସି ଯାଇଛି । ଯାହା ଦ୍ଵାରା ସମସ୍ତଙ୍କର ଜୀବନଶୈଳୀ ପୁଣି ପୂର୍ବଭଳି ହୋଇ ଯାଇଛି । ଅର୍ଥାତ ସମସ୍ତେ ନିଜର ପୁରୁଣା ଜୀବନଶୈଳୀକୁ ଫେରି ଯାଇଛନ୍ତି । ସମସ୍ତେ ନିଜର କାମ ଧନ୍ଦା ବି ଆରମ୍ଭ କରିସାରିଛନ୍ତି । ଏମିତିରେ ଯଦି ସୁନା ଓ ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ସୁନା ଓ ଚାନ୍ଦିର ମୂଲ୍ୟ ଧୀରେ ଧୀରେ କମ ହେବାକୁ ଲାଗିଛି । ଏମିତିରେ ଆଜି ସୁନାର ମୂଲ୍ୟ ଗତ କାଲି ଅପେକ୍ଷା ବହୁତ କମ ହୋଇଛି । ତେବେ ଚାଳନ୍ତୁ ଜାଣିବା ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି । ୧୮, ୨୨, ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କଣ ଅଛି ।

ଆଜି ୧୧ ନଭେମ୍ବର ୨୦୨୦ ବୁଧବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୧୨ ଟଙ୍କା, ୮ ଗ୍ରାମକୁ ୩୨,୦୯୨ ଟଙ୍କା, ୧୦ ଗ୍ରାମକୁ ୪୦,୧୧୫ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୧,୧୫୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତ କାଲି ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ୧୦ ଗ୍ରାମକୁ ୧,୧୬୨ ଟଙ୍କା କମିଛି ।

କିନ୍ତୁ ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୭୧୦ ଟଙ୍କା, ୮ ଗ୍ରାମକୁ ୩୭,୬୮୦ ଟଙ୍କା, ୧୦ ଗ୍ରାମକୁ ୪୭,୧୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୭୧,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୧୫୦୦ ଟଙ୍କା କମ ହୋଇଛି । ଯାହାକି ବହୁତ ବଡ ସଂଖ୍ୟା ଅଟେ ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୧୩୮ ଟଙ୍କା, ୮ ଗ୍ରାମକୁ ୪୧,୧୦୪ ଟଙ୍କା, ୧୦ ଗ୍ରାମକୁ ୫୧,୩୮୦ ଟଙ୍କା, ୧୦୦ ଗ୍ରାମକୁ ୫,୧୩,୮୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ କାଲି ଅପେକ୍ଷା ୧୬୪୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୧.୯୦ ଟଙ୍କା, ୮ ଗ୍ରାମକୁ ୪୯୫.୨୦ ଟଙ୍କା, ୧୦ ଗ୍ରାମକୁ ୬୧୯ ଟଙ୍କା, ୧୦୦ ଗ୍ରାମକୁ ୬,୧୯୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୯୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ପ୍ରତି ୧ କିଲୋକୁ ୩,୫୦୦ ଟଙ୍କା କମିଛି । ଯାହାକି ବର୍ତ୍ତମାନ ସମୟରେ ବହୁତ ଅଧିକ ଅଟେ । ଯାହାକି ବହୁତ ଅଧିକ ଅଟେ । ଏମିତିରେ ଆପଣ ବର୍ତ୍ତମାନ ସୁନା ଓ ଚାନ୍ଦି କିଣି ପାରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।