ନିଜ ସୁନାର କାର ପାଇଁ ଆଜି ଖୁବ ଚର୍ଚ୍ଚାରେ ଏହି ଚାଷୀ, ଜାଣନ୍ତୁ କଣ ଅଟେ ପୁରା ଘଟଣା

ସୁରଟ ର ଜଣେ ଚାଷୀ ତାଙ୍କ କାରକୁ ସୁନା ରଙ୍ଗରେ ରଙ୍ଗେଇ ଛନ୍ତି । ୨୪ କ୍ୟରେଟ ସୁନାର ରଙ୍ଗରେ ନିଜ କାରକୁ ରଙ୍ଗେଇଛନ୍ତି । ଏହାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମୁଛି । ସୁରଟ ର ଚାଷୀ ସମୀର ପଟେଲ ଙ୍କ ସୁନା ପ୍ରତି ଅହେତିକ ଦୁର୍ବଳତା ରହିଛି । ସେ ପ୍ରତିଦିନ ପ୍ରାୟ ୧୦ ତୋଳା ସୁନା ପିନ୍ଧିଥାନ୍ତି । ଆଊ ଏବେ ସେ ନିଜ ମର୍ସିଡ଼ିସ କାରକୁ ସୁନା ରଙ୍ଗଦେଇ ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଛନ୍ତି ।

ସମୀର ଆରବର କୋଟିପତି ଙ୍କୁ ଦେଖି ନିଜ କାର ଉପରେ ସୁନାର ଏହି ପ୍ରଲୋପ ଲଗାଇଛନ୍ତି । ସେ ନିଜ ମର୍ସିଡିସ କୁ ନୂଆ ରଙ୍ଗରେ ରଙ୍ଗେଇଛନ୍ତି । ସମୀର କହିଛନ୍ତି କି ତାଙ୍କୁ ସୁନାର ବହୁତ ଶୋକ ରହିଛି । ସେ ପ୍ରତିଦିନ ବହୁତ ସୁନା ପିନ୍ଧିଥାନ୍ତି ।

ସେ ଗୋଟେ ଥର ଦୁବାଇ ଯାଇଥିଲେ ଆଊ ସେଠାରେ ଆରବ ଲୋକଙ୍କ ସୁନା ରଙ୍ଗର ଗାଡ଼ି ଦେଖିଥିଲେ ଯାହା ବହୁତ ସୁନ୍ଦର ଦେଖାଯାଉଥିଲା ସେତେବେଳେ ହିଁ ସେ ଭାବିନେଇଥିଲେ କି ଯେତେବେଳେ ସେ ଗୁଜରାଟ ଆସିବେ ଆଜି ନିଜ ଗାଡ଼ିକୁ ସୁନାର ରଙ୍ଗ କରିବେ । ଏବଂ ସେ ଇଣ୍ଡିଆ ଆସି ଗୁଜୁରାଟରେ ନିଜ ଗାଡ଼ିକୁ ସୁନାରେ ରଙ୍ଗୀନ କରିଛନ୍ତି । ଗାଡ଼ି କୁ ରଙ୍ଗୀନ କରିଥିବା ମାଲିକ କହିଛନ୍ତି କି ସମୀର ସୁନା ପ୍ରେମୀ ଅଟନ୍ତି ।

ସେ ଦୁବାଇ ର ଜଣେ ସେଖ ରାଜା ଙ୍କ ଗାଡ଼ି ଦେଖିଥିଲେ ଯାହା ସୁନାର ଗାଡ଼ି ଥିଲା ତାହା ଦେଖି ସେ ବହୁତ ଖୁସି ହେଇଥିଲେ ଆଊ ନିଜ ମନରେ ସ୍ଥିର କରିଥିଲେ କି ତାଙ୍କୁ ମଧ୍ୟ ନିଜ ଗାଡ଼ିକୁ ସେହିପରି କରିବାର ଅଛି । ଗାଡ଼ି କୁ ସୁନାର ରଙ୍ଗ କରିବା ଟେକ୍ନୋଲୋଜି ସୁରଟ ରେ କିଛି ସମୟ ପୂର୍ବରୁ ହିଁ ଲଞ୍ଚ ହୋଇଥିଲା । ଏହି ଟେକ୍ନୋଲୋଜି ଫ୍ରାନ୍ସ ର ଟେକ୍ନୋଲୋଜି ଅଟେ । ଏହାକୁ ଏର ଭେଣ୍ଟ କାର କଲର ଚେଞ୍ଜ କୁହାଯାଏ ।

ସେହି ଗୋଲ୍ଡ ରଙ୍ଗକୁ ସେ ସମୀର ଙ୍କ କାର ଉପରେ ଆପ୍ଲାଏ କରିଛନ୍ତି । ଏବଂ ଏହା ପୁରା ଗୁଜରାଟ ଭିତରେ ଭାଇରାଲ ହୋଇଛି । ସମୀର ଙ୍କ କାର ଦେଖିବାପାଇଁ ବହୁତ ଦୂରରୁ ଲୋକମାନେ ଆସୁଛନ୍ତି ଏବଂ କାର କୁ ଦେଖି କାର ସହିତ ଶେଲ୍ଫି ଉଠାଉଛନ୍ତି । ସମୀର ନିଜ ସୁନାର କାର ପାଇଁ ଏବେ ପୁରା ଗୁଜରାଟ ରେ ଫେମସ ହୋଇସାରିଲାଣି ।

ସମୀର ଙ୍କ କାର ଦେଖିବାପାଇଁ ବହୁତ ଭିନ୍ନ । ଏହି କାର କୁ ଦେଖି ଲୋକ ବହୁତ ଆଶ୍ଚର୍ୟ୍ଯ ହେଉଛନ୍ତି ଏବଂ ଖୁସି ମଧ୍ୟ ହେଉଛନ୍ତି । ସମୀର କହିଛନ୍ତି କି ସେ ବହୁତ ଖୁସି ଅଛନ୍ତି କାରଣ ଏହି କାର କରିବା ତାଙ୍କର ଗୋଟେ ସ୍ବପ୍ନ ଥିଲା ଯାହା ପୁରଣ ହୋଇଛି ।

ତେବେ ଏହି ସୁନାର କାର କୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଦେଶ ଦୁନିଆ ର ସମସ୍ତ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ