ସୁନା ଠାରୁ ବି ଅଧିକ ଦାମୀ ଅଟେ ଏହି ଗଛ, ଯଦି କେଉଁଠି ଦେଖୁଛନ୍ତି ତେବେ ଭୁଲରେ ବି ନଜରଅନ୍ଦାଜ କରନ୍ତୁ ନାହିଁ

ଗଛ ଲତା ଲଗାଇବା ଦ୍ଵାରା ଚାରିଆଡେ ହରିୟାଲୀ ନଜର ଆସିଥାଏ । ସେଥିପାଇଁ ସମସ୍ତଙ୍କୁ ନିଜ ଆଖପାଖରେ ଗଛ ଲଗାଇବା ଉଚିତ । କହି ଦେଉଛୁ ଯେ ପୂର୍ବ କାଳରେ ଔଷଧ ପ୍ରସ୍ତୁତ କରିବା ପାଇଁ ଗଛା ଲତା ଗୁଡିକର ବ୍ୟବହାର କରାଯାଉଥିଲା । କାରଣ କେତେକ ଗଛରେ ଔଷଧୀୟ ଗୁଣ ଭପୁର ମାତ୍ରାରେ ମିଳିଥାଏ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏକ ଏମିତି ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ ଦାମୀ ଅଟେ । ଆପଣମାନେ ବି ଏହା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଗଛରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ମିଳିଥାଏ । ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ ଏହାକୁ ସାଧାରଣ ଭାଷାରେ ଲୋହଡୀ କୁହାଯାଏ । କହିବାକୁ ଗଲେ ଏହା ଏକ ଏମିତି ସାଧାରଣ ଗଛ ଅଟେ ଯାହା ଆମ ଘରର ଆଖପାଖରେ ଅତି ସହଜରେ ମିଳିଯାଏ । କିନ୍ତୁ ଲୋକମାନେ ଏହି ଗଛର ଗୁଣବତ୍ତା ବିଷୟରେ ଜାଣି ନଥିବାରୁ ସେମାନେ ଏହାକୁ ଆବର୍ଜନା ଭାବି ଫୋପାଡି ଦିଅନ୍ତି ।

କିନ୍ତୁ ଆପଣମାନେ ଏହାକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ରୋଗ ଗୁଡିକରୁ ନିଜକୁ ରକ୍ଷା କରି ପାରିବେ । ଏହି ଗଛରେ ଭିଟାମିନ, ପ୍ରୋଟିନ, କ୍ୟାଲସିୟମ ଛଡା ବି ଏଥିରେ ବିଭିନ୍ନ ପ୍ରକାରର ଖଣିଜ ତତ୍ଵ ବି ମିଳିଥାଏ ।

ଏହା ଛଡା ଏହି ଗଛର ଇମ୍ଯୁନିଟୀ ବି ବହୁତ ଅଧିକ ହୋଇଥାଏ । ଏହି କାରଣରୁ ଏହି ଗଛ ଗୁଡିକ କେବଳ ୧ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ନୁହେଁ ଏହା ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ । ଏହା ସହିତ ଏହି ଗଛର ବ୍ୟବହାର କରିବା ଦ୍ଵାରା କ୍ୟାନ୍ସର ଭଳି ରୋଗ ହେବାର ସମ୍ଭାବନା ବି ବହୁତ କମ ହୋଇଥାଏ । କାରଣ ଏଥିରେ ଥିବା ତତ୍ଵ ଆମକୁ କ୍ୟାନ୍ସର ସହ ଲଢିବା ପାଇଁ ସାହାର୍ଯ୍ୟ କରିଥାଏ ।

କହିଦେଉଛୁ ଯେ ଏହା କେବଳ ଶରୀରର ହାଡକୁ ମଜବୁତ କରେ ନାହିଁ, ଏହା ସହିତ ଶରୀରରରେ ରକ୍ତହୀନତାକୁ ମଧ୍ୟ ଦୂର କରିଥାଏ । ଯେଉଁ ବ୍ୟକ୍ତିଙ୍କର ହୃଦୟ ଜନିତ ରୋଗ ଅଛି ସେମାନେ ବି ଏହାକୁ ବ୍ୟବହାର କରି ଆରାମ ପାଇ ପାରିବେ । ଆଶକରୁଛୁ ଆମର ଏହି ଗଛ ସମ୍ବଧୀୟ ତଥ୍ୟ ଗୁଡିକ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ସେଆର କରନ୍ତୁ ଅନ୍ୟମାନଙ୍କ ସବିତ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ।