“ସ୍ଵସ୍ତିକ ଚିହ୍ନ” ଉପରେ କରାଯାଇଥିବା କେଜରିବାଲଙ୍କ ଟ୍ଵିଟ ରେ ରାଗିଗଲେ ଲୋକେ, କହିଲେ “ଏବେତ ଇଏ ସବୁ ସୀମା ପାର କରି ଦେଲା” କଣ ଥିଲା ତାଙ୍କୁ ଚାପୁଡା ମାରିବାର କାରଣ ଦେଖନ୍ତୁ ଭିଡିଓ…

ଆମ ଆଦମି ପାର୍ଟିର ସଂଯୋଜକ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାଆନ୍ତି । ଦିଲ୍ଲୀର ସିଏମ କେଜରିବାଲଙ୍କ ଛବି ଏମିତି ଅଟେ କି ଯିଏ କେବେ ବି କିଛି ବି କହି ଦିଅନ୍ତି । ସେ କେବଳ ବଡ ବଡ ବୟାନ ଦେଇଥାନ୍ତି ଓ କିଛି ଥର ନୂଆ ବିବାଦ ମଧ୍ୟ ସୃଷ୍ଟି କରି ଦିଅନ୍ତି । ଆଜ୍ଞା ହଁ, ବୁଧବାର ରାତିରେ ଦିଲ୍ଲୀର ସିଏମ କେଜରିବାଲ ଏକ ଟ୍ଵିଟ କରିଥିଲେ, ଯାହାକୁ ଦେଖି ଲୋକମାନେ ରାଗି ଯାଇଛନ୍ତି ।

ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ସବୁବେଳେ ରାଜନୀତି ଉପରେ ବୟାନ ଦେଉଥିବା ଦିଲ୍ଲୀ ର ସିଏମ କେଜରିବାଲ ଏଥରକ ଧର୍ମକୁ ନେଇ ଏକ ବଡ ଟ୍ଵିଟ କରିଛନ୍ତି, ଯାହା ପାଇଁ ଲୋକ ବହୁତ ରାଗି ଯାଇଛନ୍ତି ।

ମାମଲା ଏତିକି ନଥିଲା ବରଂ ଦିଲ୍ଲୀ ର ସିଏମ କେଜରିବାଲଙ୍କୁ ଲୋକ ଟ୍ଵିଟରରେ ଗାଳି ମଧ୍ୟ କରିଛନ୍ତି । ପ୍ରକୃତରେ ଏଥରକ ମାମଲା ରାଜନୀତି ଉପରେ ନୁହେଁ, ବରଂ ହିନ୍ଦୁ ଧର୍ମ ଉପରେ ଅଟେ, ଯାହା ଉପରେ କେଜରିବାଲ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି ଓ ସବୁଆଡେ ଏହି କଥାର ଚର୍ଚ୍ଚା ।

ବୁଧବାର ରାତିରେ କେଜରିବାଲ ସ୍ଵସ୍ତିକ ଚିହ୍ନକୁ ନେଇ ଟ୍ଵିଟ କରିଛନ୍ତି, ଯାହା ପରେ ବିବାଦ ସୃଷ୍ଟି ହୋଇଛି । ପ୍ରକୃତରେ ଦିଲ୍ଲୀର ସିଏମ କେଜରିବାଲଙ୍କ ଟ୍ଵିଟରେ ସ୍ଵସ୍ତିକ ଚିହ୍ନ ଅଛି ଓ ତା ପଛରେ ଗୋଟିଏ ବ୍ୟକ୍ତି ଝାଡୁ ନେଇ ଦୌଡୁଛି । ଯାହା ପାଇଁ ହିନ୍ଦୁ ସମୁଦାୟ ରାଗିଯାଇଛି ଓ କେଜରିବାଲଙ୍କୁ ଯମେଇ କି ଟ୍ରୋଲ କରାଯାଉଛି । ଦିଲ୍ଲୀର ସିଏମ କେଜରିବାଲ ଏହି ଟ୍ଵିଟ ର କ୍ୟାପ୍ସନରେ ଲେଖିଥିଲେ କି ଏହା ତାଙ୍କୁ କେହି ପଠାଇଥିଲେ । କିନ୍ତୁ ଟ୍ଵିଟ ତ ତାଙ୍କ ଆକାଉଣ୍ଟ ରୁ କରାଯାଇଛି, ତେବେ ବିବାଦ ହେବା ସ୍ଵାଭାବିକ ଅଟେ ।

କେଜରିବାଲଙ୍କ ଏହି ଟ୍ଵିଟ ପରେ ଆମ ଆଦମି ପାର୍ଟିକୁ ନେତାମାନେ ଜବରଦସ୍ତ ନିସାନା ଲଗାଇଛନ୍ତି । କପିଲ ମିଶ୍ରା କହିଛନ୍ତି କି ହିନ୍ଦୁଙ୍କୁ ଘୃଣା କରୁଥିବା ଏହି ବ୍ୟକ୍ତି ପାଗଳ ହେଇଯାଇଛି । ସେଇଠି ବିଜେପି ନେତାମାଙ୍କର କହିବା କଥା ତୁମେ ମୋଦୀଙ୍କୁ ଘୃଣା କର ଠିକ ଅଛି କିନ୍ତୁ ସ୍ଵସ୍ତିକ ଚିହ୍ନର ଅପମାନ କରୁଛ ଏହା ତ ଭୁଲ ଅଟେ ।

ଏବେ କେଜରିବାଲ ଙ୍କ ଏହି ଟ୍ଵିଟ ରେ ବଡ ବିବାଦ ଆରମ୍ଭ ହୋଇ ସାରିଛି ଓ ତା ସହିତ ଲାଗୁଛି କି ସ୍ଵସ୍ତିକ ଚିହ୍ନକୁ ନେଇ ବଡ ରାଜନୀତି ହୋଇପାରେ । କେଜରିବାଲଙ୍କ ଏହି ଟ୍ଵିଟ କୁ ନେଇ ଲୋକ ମଧ୍ୟ ଯମେଇ କି କ୍ଳାସ ନେଇଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରନ୍ତୁ ।