ଗତ 5 ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ଅଛି ଆଜି 8 August ର Gold Rate

ସୁନା ଏକ ଏମିତି ଜିନିଷ ଅଟେ ଯାହାର ମୂଲ୍ୟ ସବୁଦିନ ବଢିଥାଏ ନଚେତ କମ ହୋଇ ଥାଏ । ଆଜି ଆମେ ଆପଣଙ୍କୁ ମାର୍କେଟରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି ସେହି ବିଷୟରେ କହିବୁ ।

୧୮, ୨୨ ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କେତେ ଅଛି ଚଲାନ୍ତୁ ଜଣାଇବା । କହିବାକୁ ଗଲେ ଗତ କିଛି ହେବ ଲଗାତାର ସୁନା ଓ ଚାନ୍ଦିର ମୂଲ୍ୟ କମ ହେବାରେ ଲାଗିଛି । ଲୋକମାନେ ଧୀରେ ଧୀରେ ପୁଣି ଥରେ ସୁନା ଓ ଚାନ୍ଦି କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କିନ୍ତୁ ଏହା ସତ୍ବେ ବି ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ଅଛି ।

ଆଜି ଚାନ୍ଦିର ମୂଲ୍ୟ ୧ ଗ୍ରାମକୁ ୬୫ ଟଙ୍କା, ୮ ଗ୍ରାମକୁ ୫୨୦ ଟଙ୍କା, ୧୦ ଗ୍ରାମକୁ ୬୫୦ ଟଙ୍କା, ୧୦୦ ଗ୍ରାମକୁ ୬,୫୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୫,୦୦୦ ଟଙ୍କା ଅଛି । ଗତକାଲି ଏକ କିଲୋ ଚାନ୍ଦିର ମୂଲ୍ୟ ୬୬,୬୦୦ ଟଙ୍କା ଥିଲା କିନ୍ତୁ ଆଜି ତାହା ୬୫,୦୦୦ ଟଙ୍କା ଅଛି । ଆଜି ଚାନ୍ଦି ୧୬୦୦ ଟଙ୍କା କମ ହୋଇଛି । ବରିଷ୍ଠ ଅଧିକାରୀଙ୍କ କହିବା ଅଟେ କି ଆସନ୍ତା ସମୟରେ ଚାନ୍ଦିର ଦାମ କମ ହୋଇପାରେ । ଆସନ୍ତୁ ଆପଣଙ୍କୁ ସୁନାର ଦାମ ବିଷୟରେ ବି କହିଦେଉଛୁ ।

ଆଜି ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୭୩୧ ଟଙ୍କା, ୮ ଗ୍ରାମକୁ ୨୯,୮୪୮ ଟଙ୍କା, ୧୦ ଗ୍ରାମକୁ ୩୭,୩୧୦ ଟଙ୍କା ଓ ୧୦୦ ଗ୍ରାମକୁ ୩,୭୩,୧୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୩୭,୯୨୩ ଟଙ୍କା ଥିଲା ଓ ଆଜି ତାହା ୩୭,୩୦୯ ଟଙ୍କା ହୋଇ ଯାଇଛି । ଗତକାଲି ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୬୧୪ ଟଙ୍କା କମିଛି ।

ସେହିଭଳି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୬୩୫ ଟଙ୍କା, ୮ ଗ୍ରାମକୁ ୩୭,୦୮୦ ଟଙ୍କା, ୧୦ ଗ୍ରାମକୁ ୪୬,୩୫୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୬୩,୫୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୭,୫୦୦ ଟଙ୍କା ଥିଲା ଓ ଆଜି ତାହା ୩୭,୩୦୯ ଟଙ୍କା ହୋଇ ଯାଇଛି । ଗତକାଲି ଅପେକ୍ଷା ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୧୧୫୦ ଟଙ୍କା କମିଛି ।

ଆଜି ୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୯୦୫ ଟଙ୍କା, ୮ ଗ୍ରାମକୁ ୩୯,୨୪୦ ଟଙ୍କା, ୧୦ ଗ୍ରାମକୁ ୪୯,୦୫୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୯୦,୫୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୦୦ ଟଙ୍କା ଥିଲା ଓ ଆଜି ତାହା ୪୯,୦୫୦ ଟଙ୍କା ହୋଇ ଯାଇଛି । ଗତକାଲି ଅପେକ୍ଷା ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୫୦ ଟଙ୍କା କମିଛି ।