ଦେଖନ୍ତୁ କେତେ ଅଛି ଆଜି 4 ଅକ୍ଟୋବରର Gold rate

୪ ଅକ୍ଟୋବର ୨୦୨୦ ଅର୍ଥାତ ରବିବାର ଦିନ ସୁନା ଚାନ୍ଦିର ମୂଲ୍ୟ କେତେ ଅଛି ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଆଜି ୧୮ କ୍ୟାରେଟ, ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ଓ ଏହା ସହିତ ଆମେ ଜାଣିବା କି ଆଜିର ଦିନରେ ସୁନା ଓ ଚାନ୍ଦିର ଦାମ କେତେ ବଢିଛି ନା କମିଛି । ଆପଣମାନେ ଜାଣିଛନ୍ତି ସବୁଦିନ ସୁନା ଓ ଚାନ୍ଦିର ମୂଲ୍ୟ ବଢିଥାଏ କିମ୍ବା କମିଥାଏ ।

ଏମିତିରେ ସବୁଦିନ ସୁନାର ଦାମ ବିଷୟରେ ଜାଣିନେବା ଉଚିତ । ଆଜି ଆମେ ଜାଣିବା ଭୁବନେଶ୍ଵର ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି । ୧୮, ୨୨, ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କଣ ଅଛି ଚାଳନ୍ତୁ ଜାଣିବା ।

ଆଜି ୪ ଅକ୍ଟୋବର ୨୦୨୦ ରବିବାର ଦିନ ସୁନାର ମୂଲ୍ୟ କିଛି ଏହିଭଳି ଅଟେ । ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୭୧ ଟଙ୍କା, ୮ ଗ୍ରାମକୁ ୩୨,୫୬୮ ଟଙ୍କା, ୧୦ ଗ୍ରାମକୁ ୪୦,୭୧୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୦୭,୧୦୦ ଟଙ୍କା ଅଛି ।

ସେହିଭଳି ଆଜି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୮୫୧ ଟଙ୍କା, ୮ ଗ୍ରାମକୁ ୩୮,୮୦୮ ଟଙ୍କା, ୧୦ ଗ୍ରାମକୁ ୪୮,୫୧୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୮୫,୧୦୦ ଟଙ୍କା ଅଛି ।

ସେହିଭଳି ଆଜି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୨୯୧ ଟଙ୍କା, ୮ ଗ୍ରାମକୁ ୪୨,୩୨୮ ଟଙ୍କା, ୧୦ ଗ୍ରାମକୁ ୫୨,୯୧୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୨୮,୧୦୦ ଟଙ୍କା ଅଛି ।

କହିବାକୁ ଗଲେ ଗତ କାଲି ଅପେକ୍ଷା ଆଜି ୧୮, ୨୨ ଓ ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୧୦ ଟଙ୍କା ବଢିଛି । ବର୍ତ୍ତମାନ ଦୁଇ ତିନି ଦିନ ହେବ ସୁନା ଅଳ୍ପ ଅଳ୍ପ ବଢିବାରେ ଲାଗିଛି ।

ଏମିତିରେ ଆଜି ଚନ୍ଦି ୧ ଗ୍ରାମକୁ ୬୧.୨୧ ଟଙ୍କା, ୮ ଗ୍ରାମକୁ ୪୮୯.୬୮ ଟଙ୍କା, ୧୦ ଗ୍ରାମକୁ ୬୧୨.୧୦ ଟଙ୍କା, ୧୦୦ ଗ୍ରାମକୁ ୬,୧୨୧ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୨୧୦ ଟଙ୍କା ଅଛି । କହିବାକୁ ଗଲେ ଚାନ୍ଦି କାଲି ଅପେକ୍ଷା ଆଜି ୧ କିଲୋକୁ ୧୦ ଟଙ୍କା ଅଧିକ ବଢିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।