ଦେଖନ୍ତୁ କେତେ ଅଛି ଆଜି 23 ଅକ୍ଟୋବରର Gold rate

ବର୍ତ୍ତମାନ ସମୟରେ ଚଳାଇଥିବା ଦଶହରା ପର୍ବ ଉପଲକ୍ଷେ ସମସ୍ତେ ପ୍ରାୟତଃ ସୁନା ଓ ଚାନ୍ଦି କିଣିଥାନ୍ତି । କିନ୍ତୁ ସୁନା ଓ ଚାନ୍ଦିର ଦାମ ବଢିଯିବା କାରଣରୁ ପ୍ରାୟତଃ ଲୋକମାନେ ସୁନା କିମ୍ବା ଚାନ୍ଦି କିଣୁ ନାହାନତି । କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖି ଲାଗୁଛି କି ସୁନା ଓ ଚାନ୍ଦିର ମୂଲ୍ୟ ଆଗ ଅପେକ୍ଷା ବହୁତ କମ ହୋଇ ଯାଇଛି । ଏମିତିରେ ଜଣେ ସାଧାରଣ ବ୍ୟକ୍ତି ସୁନା କିମ୍ବା ଚାନ୍ଦି କିଣି ପାରିବ । ତେବେ ଚାଳନ୍ତୁ ଜାଣି ନେବା କି ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି ।

ଆଜି ୨୩ ଅକ୍ଟୋବର ୨୦୨୦ ଶୁକ୍ରବାର ଦିନ ସୁନାର ମୂଲ୍ୟ କିଛି ଏହିଭଳି ଅଟେ, ଆଜି ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା, ୧୦୦ ଗ୍ରାମକୁ ୪,୦୬,୯୦୦ ଟଙ୍କା ଅଛି । ୧୮ କ୍ୟାରେଟ ସୁନାର ଦାମ ପ୍ରାୟତଃ କିଛି ଦିନ ହେବ ସମାନ ରହୁଛି ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୧୨ ଟଙ୍କା, ୮ ଗ୍ରାମକୁ ୪୦,୦୯୬ ଟଙ୍କା, ୧୦ ଗ୍ରାମକୁ ୫୦,୧୨୦ ଟଙ୍କା, ୧୦୦ ଗ୍ରାମକୁ ୫,୦୧,୨୦୦ ଟଙ୍କା ଅଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ଗତ କାଲି ଅପେକ୍ଷା ମାତ୍ର ୧୦ ଟଙ୍କା ବଢିଛି ।

୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୧୭୨ ଟଙ୍କା, ୮ ଗ୍ରାମକୁ ୪୧,୩୭୬ ଟଙ୍କା, ୧୦ ଗ୍ରାମକୁ ୫୧,୭୨୦ ଟଙ୍କା, ୧୦୦ ଗ୍ରାମକୁ ୫,୧୭,୨୦୦ ଟଙ୍କା ଅଛି । ଏମିତିରେ କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ଗତ କାଲି ଅପେକ୍ଷା ମାତ୍ର ୧୦ ଟଙ୍କା ବଢିଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୨.୬୦ ଟଙ୍କା, ୮ ଗ୍ରାମକୁ ୫୦୦.୮୦ ଟଙ୍କା, ୧୦ ଗ୍ରାମକୁ ୬୨୬ ଟଙ୍କା, ୧୦୦ ଗ୍ରାମକୁ ୬,୨୬୦ ଟଙ୍କା ଓ ୧ କିଲୋକୁ ୬୨,୬୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି ଗତ କାଲି ଅପେକ୍ଷା ୪୦୦ ଟଙ୍କା କମିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।