ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ଅଛି ଆଜି 14 ଜୁଲାଇ ର Gold Rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢି ଚାଲିଛି କି ଲୋକମାନେ ସୁନାର ନାଁ ଶୁଣିବା ମାତ୍ରେ ହିଁ ଡରି ଯାଉଛନ୍ତି । କିଣିବା ତ ଦୂରର କଥା । ସୁନାରେ ବର୍ତ୍ତମାନ ଆକାଶ ଛୁଇଁଲାଣି । କେତେକ ଲୋକମାନେ ବାଧ୍ୟରେ ପରିସ୍ଥିତି ଅନୁଯାୟୀ ସୁନା କିଣୁଛନ୍ତି । କହିବାକୁ ଗଲେ କରୋନା ଯୋଗୁ ଲକଡାଉନ କାରଣରୁ ହିଁ ସୁନାର ମୂଲ୍ୟ ବଢିବାରେ ଲାଗିଛି ।

ପ୍ରାୟତଃ ୨ ସପ୍ତାହ ତଳେ ସୁନାର ମୂଲ୍ୟ ଅଳ୍ପ କାମୁ ଥିଲା । କିନ୍ତୁ ୨ ସପ୍ତାହ ହେବ ଲଗାତାର ସୁନାର ରେଟ ଅଳ୍ପ ଅଳ୍ପ ବଢି ଚାଲିଛି । କିନ୍ତୁ ଆଜି ସୁନାର ମୂଲ୍ୟ କମ ହୋଇଛି । ତେବେ ଚାଳନ୍ତୁ ଜାଣିବା ସୁନା ଆଜି କେତେ ଶସ୍ତା ହୋଇଛି ।

ଆଜି ଚାନ୍ଦି ୧ ଗ୍ରାମ କୁ ୬୯.୪୦ ଟଙ୍କା, ୮ ଗ୍ରାମକୁ ୫୫୫.୨୦ , ୧୦ ଗ୍ରାମକୁ ୬୯୪ ଟଙ୍କା, ୧୦୦ ଗ୍ରାମକୁ ୬,୯୪୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୯,୪୦୦ ଟଙ୍କା ହୋଇଛି । ଆଜି କିନ୍ତୁ ଚାନ୍ଦିର ମୂଲ୍ୟ ଗତକାଲି ଅପେକ୍ଷା ୩୦୦ ଟଙ୍କା ବଢିଛି । କିନ୍ତୁ ଗତକାଲି ଚାନ୍ଦି ୨୦୦ ଟଙ୍କା କମ ହୋଇଥିଲା । କହିବାକୁ ଗଲେ ବର୍ତ୍ତମାନ ଚାନ୍ଦି ପୂର୍ବ ଅପେକ୍ଷା ବହୁତ କମି ଯାଇଛି ।

ଯଦି ସୁନା ବିଷୟରେ କହିବା ତେବେ ଆଜି ସୁନା ୧୮ କ୍ୟାରେଟ ସୁନା ୧ ଗ୍ରାମ ୩,୮୦୯ ଟଙ୍କା, ୮ ଗ୍ରାମ ୩୦,୪୭୨ ଟଙ୍କା, ୧୦ ଗ୍ରାମ ୩୮,୦୯୦ ଟଙ୍କା, ୧୦୦ ଗ୍ରାମ ୩,୮୦,୯୦୦ ଟଙ୍କା ଅଛି । ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୧୧୯ ଟଙ୍କା ବଢିଛି । କିନ୍ତୁ ଗତକାଲି ୮୧ ଟଙ୍କା କମିଥିଲା ।

ଏବେ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ । ଆଜି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪୭୩୦ ଟଙ୍କା, ୮ ଗ୍ରାମ ୩୭,୮୪୦ ଟଙ୍କା, ୧୦ ଗ୍ରାମ ୪୭,୩୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୭୩,୦୦୦ ଟଙ୍କା ରହିଛି । ଆଜି ବହୁତ ଦିନ ପରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୭୦ ଟଙ୍କା କମିଛି ।

ସେହିଭଳି ଆସନ୍ତୁ ଜାଣିବା ୨୪ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ । ଆଜି ୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୫୦୦୦ ଟଙ୍କା, ୮ ଗ୍ରାମକୁ ୪୦,୦୦୦ ଟଙ୍କା, ୧୦ ଗ୍ରାମକୁ ୫୦,୦୦୦ ଟଙ୍କା ଓ ୧୦୦ ଗ୍ରାମର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୭୦ ଟଙ୍କା କମିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।