ସ୍ତ୍ରୀ ର ଏହି 5 ତୁ କାମ ସ୍ଵାମିକୁ ବିନା ପରିଶ୍ରମରେ ବନେଇ ଦିଏ କୋଟିପତି- Chanakya Niti

ଚାଣକ୍ୟ ନୀତି ଦୁନିଆର ଖରାପ ଜିନିଷ କୁ ଦୂରେଇ ଭଲ ଜିନିଷକୁ ଆପଣେଇବା ର ଏକ ଭଲ ରାସ୍ତା ଅଟେ । ଏହି ଗ୍ରନ୍ଥ ରେ ଚାଣକ୍ୟ ନିଜର ଜୀବନର ଅନୁଭବକୁ ଲେଖି ଯାଇଛନ୍ତି ।

ସେ ଏକ ଭଲ ନୀତିବାନ ଓ ଜ୍ଞାନୀ ବ୍ୟକ୍ତି ତିଳେ । ଏହି ଗ୍ରନ୍ଥରେ ସେ କହିଛନ୍ତି ପ୍ରତେକ ବ୍ୟବହାରିକ ଜିନିସ ବିଷୟରେ  ଯାହା ସାଧାରଣ ଲୋକଙ୍କୁ ରାସ୍ତା ଦେଖାଇବ । ଯେଉଁ ମାନେ ବୁଝି ପାରିନଥାନ୍ତି କି କଣ କରିବା ଉଚ୍ଚିତ କେବେ କରିବା ଉଚ୍ଚିତ ସେମାନଙ୍କୁ ନିଜର ରାସ୍ତା ଖୋଜିବାରେ ସାହାଜ୍ଯ କରି ଥାଏ ଏହି ଗ୍ରନ୍ଥ । ଏଭଳି କିଛି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଚାଣକ୍ୟ ନୀତିରେ ଲେଖା ହୋଇଛି ।

ଚାଣକ୍ୟ ନୀତିରେ ଲେଖା ହୋଇଛି କିଛି ବି ହୋଇ ଗଲେ ମହିଳା ମାନଙ୍କୁ ଏହି କାମ କରିବାକୁ ହେବ । ଆପଣ ମାନେ ଯଦି ଜାଣି ନାହାଁନ୍ତି ତେବେ ଆମେ ଆଜି ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଏହା କଣ ଅଟେ । ପ୍ରଥମ ଜିନିଷ ହେଉଛି ମହିଳା ମାନେ ହେଉଛନ୍ତି ଘର ଭିତରେ ପଶିବା ସକାରାତ୍ମକ ଶକ୍ତିର ଉସ୍ଛ । ତେଣୁ କରି ମହିଳା ମାନେ ଏଭଳି କିଛି କାମ କରିବା ଅନୁଚିତ ଯାହା ଦ୍ଵାରା ଘର ପାଇଁ ଖରାପ ହୋଇ ଜୀବ । ପ୍ରଥମ କଥା ହେଉଛି ମହିଳା ମାନେ ସକାଳୁ ଉଠି ପ୍ରଥମେ ଘର ସଫା କରିବା ଉଚିତ ଏହା ପରେ ଦ୍ଵିତୀୟ ହେଉଛି ଅତି କମ ରେ ସପ୍ତାହକୁ ଥରେ ସେମାନେ ନିଜର ଘର ସାମନା କୁ ସଫା କରିବା ଉଚିତ ।

ଏହା ସହ ଏଥିରେ ସେମାନେ କିଛି ଗଙ୍ଗା ଜଳ ଓ କିଛି ପଞ୍ଚାମୃତ ପକାଇ ଏହାକୁ ସ୍ବଚ୍ଛ କରିବା ଉଚ୍ଚିତ ଅଟେ । ଏଭଳି କରିବା ଦ୍ଵାରା ଘର ଓ ଘର ସାମନା ଜୀବାଣୁ ମୁକ୍ତ ହୋଇ ରହିବ ଓ ସେଥି ପାଇଁ ଆମେ ରୋଗ ରୁ ମୁକ୍ତି ପାଇ ପାରିବା । ଯଦି ଆମେ ଚାହିଁବା ତେବେ ଆମେ ଆମ ନିଜକୁ ବଦଳାଇ ଏଭଳି କାମ କରି ପାରିବା । ଏହି ଭଳି ଘରକୁ ମା ଲକ୍ଷ୍ମୀ ଆସିବାକୁ ଖୁବ ପସନ୍ଦ କରନ୍ତି। ସାଧାରଣ ମହିଳା ମାନେ ଗାଧେଇ ସାରି ଘର ସଫା କରିବା ପସନ୍ଦ କରନ୍ତି ମାତ୍ର  ଏହାକୁ ସଫା କରି ସାରିବା ପରେ ଗାଧୋଇବା ଅଧିକ ଭଲ ଥାଏ ।

ଏଭଳି କରିବା ଦ୍ଵାରା ଶରୀରର ଧୁଳି ମଳୀ ଚାଲି ଯାଏ ଓ ସକାରାତ୍ମକ ଶକ୍ତି ପ୍ରବେଶ କରି ଥାଏ ଓ ନିଜକୁ ବି ଭଲ ଲାଗେ । ଚତୁର୍ଥ ଘରର ସ୍ତ୍ରୀ ଲୋକମାନେ ସବୁ ବେଳେ ସାନ୍ତ ହୋଇ ରହିବା ଆବଶ୍ୟକ ଅଟେ । ଯଦି ଏଭଳି ସେମାନେ ନ କରିବେ ତେବେ ସମ୍ପର୍କ ଖରାପ ହେବାର ଅଧିକ ସମ୍ଭାବନା ଅଛି । ପଞ୍ଚମ ଆପଣ ତୁଳସି  ଗଛକୁ ପୂଜା କରିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସି ଥାଏ ।

ଷଷ୍ଠ ଆପଣ ରୋଷେଇ କରିବା ଆଗରୁ ଗାଧୋଇକି ରୋଷେଇ କରିବା ନିହାତି ଆବଶ୍ୟକ ଅଟେ । ଏହା ସହ ଆପଣ ଯଦି ଖାଇବା ପରଶିବା ଆଗରୁ ଭଗବାନ ଙ୍କୁ ଖାଇବା ଦେବେ ତାହେଲେ ମା ଲକ୍ଷ୍ମୀ ଆପଣଙ୍କର ଘର କେବେବି ଛାଡି ଜୀବେନି । ଏହି କିଛି କଥା ଯାହା ଚାଣକ୍ୟ ନୀତିରେ ଲେଖା ହୋଇଛି । ତେବେ ଆପଣଙ୍କୁ ଯଦି ଆମର ଏହି ସୂଚନା ଭଲ ଲାଗେ ପେଜକୁ ଏକ ଲାଇକ କରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ