ସ୍ତ୍ରୀ ଙ୍କ ପାଇଁ କିଛି ବି କରି ପାରନ୍ତି ଏହି 3 ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ ? Jyotish Shastra

ଝିଅ ମାନେ ବିଭାହ କରିବା ପୂର୍ବରୁ ସବୁ ବେଳେ ଇଛା କରନ୍ତି ତାଙ୍କର ସ୍ଵାମୀ ମାନେ ତାଙ୍କୁ ଯେପରି ବହୁତ ଭଲ ପାନ୍ତୁ ସବୁ ବେଳେ ପାଇଁ ତାଙ୍କୁ ସବୁ କ୍ଷେତ୍ରରେ ସାହାର୍ଯ୍ୟ ମଧ୍ୟ କରନ୍ତୁ । ସବୁ ଝିଅ ମାନେ ତାଙ୍କ ସ୍ଵାମୀଙ୍କୁ ନେଇ ବହୁତ ପ୍ରକାରାର ସ୍ଵପ୍ନ ଦେଖିଥାନ୍ତି । ସେମାନେ ଯେଉଁ ଘରକୁ ବୋହୁ ହୋଇଯାନ୍ତି ସେହି ଘର ତାଙ୍କ ପାଇଁ ଏକ ନୂଆ ଘର ଭଳି ହୋଇଥାଏ । ଯାହା ସେଠାରେ ତାଙ୍କ ପାଇଁ ସମସ୍ଥେ ଅଚିହ୍ନା ଅଟନ୍ତି । ଯେଉଁ ଘରକୁ ଯାନ୍ତି ସେମାନଙ୍କୁ ସେ ବହୁତ ଶୀଘ୍ର ସମସ୍ଥଙ୍କୁ ଆପଣାଇ ନିଅନ୍ତି ।

ଏହାପରେ ସେ ସବୁ ଜିନିଷ ନିଜ ସ୍ଵାମୀ ଉପରେ ହିଁ ଛାଡିଥାଏ ଓ ସେ ଆପଣଙ୍କୁ ଅଧିକ ବିଶ୍ଵାସ କରାଇଥାନ୍ତି । ସବୁ ଝିଅ ମାନେ ଭାବିଥାନ୍ତି କି ସବୁ ସମୟରେ ତାଙ୍କ ସ୍ଵାମୀ ତାଙ୍କର ସାଥି ଦେବେ ନାହିଁ । ସବୁ ସ୍ଵାମୀ ମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅକ୍ଷର ନାମ ଥିବା ଲୋକଙ୍କର ନାମ କହିବାକୁ ଯାଉଛୁ ଯାହାକି ସେମାନେ ନିଜ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାନ୍ତି ଓ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି ।

ଏହି ନାମ ଥିବା ବ୍ୟକ୍ତି ମାନେ ବ୍ୟକ୍ତି ମାନେ ବହୁତ ତାଙ୍କ ସ୍ତ୍ରୀଙ୍କୁ ବହତୁ ମହତ୍ୟ ଦିଅନ୍ତି । ତେବେ ଆସନ୍ତୁ ଜାଣିବା ଯେଉଁ ମାନେ କି ନିଜ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ସହିତ ଭଲରେ ଦିନ ଜୀବନ କାଟି ଥାନ୍ତି ।

A ନାମ ଥିବା ପୁଅ ମାନେ

ଏହି ନାମ ଥିବା ପୁଅ ମାନେ ତାଙ୍କ ସ୍ତ୍ରୀଙ୍କ ପ୍ରେମରେ ପୁରା ପାଗଳ ହୋଇଥାନ୍ତି ଓ ସେମାନେ ବହୁତ ଦିଲଦାର ଅଟନ୍ତି । ସେମାନେ ତାଙ୍କ ପତ୍ନୀଙ୍କ ବହୁତ ପ୍ରିୟ ଅଟନ୍ତି ଓ ତାଙ୍କର ସବୁ କଥା ସେମାନେ ରଖିଥାନ୍ତି । ସେମାନେ ତାଙ୍କ ସ୍ତ୍ରୀଙ୍କୁ ଘରର ରାଣୀ କରି ରଖିଥାନ୍ତି । ସେମାନେ ସବୁ ପରିସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ସାଥ ଦେଇଥାନ୍ତି । ସେମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି । ସେମାନେ ତାଙ୍କର ସ୍ତ୍ରୀଙ୍କର ଯଦି କୌଣସି ଜିନିଷ ଦରକାର ସେମାନେ ବହୁତ ଶୀଘ୍ର ପୂର୍ଣ କରିଥାନ୍ତି ।

P ନାମ ଥିବା ପୁଅ ମାନେ

ଏହି ଅକ୍ଷର ନାମ ଥିବା ପୁଅ ମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ଭାବରେ ରଖିଥାନ୍ତି । ସେମାନେ ସବୁବେଳେ ତାଙ୍କ ସ୍ତ୍ରୀଙ୍କର ଭାବନା ଓ ଇଛାକୁ ସଂମ୍ମାନ କରିଥାନ୍ତି । ଏହି ପୁଅ ମାନେ ତାଙ୍କର ସ୍ତ୍ରୀଙ୍କ କଥା ସବୁ ବେଳ ପାଇଁ ମାନିଥାନ୍ତି ଓ ସେମାନେ ତାଙ୍କ ସ୍ତ୍ରୀଙ୍କର ସବୁ ସୁଖ ଓ ସୁବିଧାକୁ ବହୁତ ଧ୍ୟାନ ଦେଇଥାନ୍ତି । ଏହି ଭଳି ନାମ ଥିବା ପୁଅ ମାନେ ତାଙ୍କ ସ୍ତ୍ରୀଙ୍କୁ ଘରର ରାଣୀ କରି ରଖିଥାନ୍ତି ।

D ନାମ ଥିବା ପୁଅ ମାନେ

ଏହି ଅକ୍ଷର ନାମ ଥିବା ପୁଅ ମାନେ କେବେ ହେଲେ ତାଙ୍କ ସ୍ତ୍ରୀଙ୍କ ଠାରୁ ଅଲଗା ହେବା ପାଇଁ ଇଛା କରନ୍ତି ନାହିଁ । ସବୁ ସମୟରେ ତାଙ୍କ ସ୍ତ୍ରୀଙ୍କ ଚିନ୍ତା ରହିଥାଏ । ସବୁ ବେଳେ ତାଙ୍କ ସୁଖ ଓ ସୁବିଧାରେ ତାଙ୍କର ସ୍ତ୍ରୀ କିପରି ରହିବେ ସେ ଭାବିଥାନ୍ତି । ସେମାନେ ତାଙ୍କ ସ୍ତ୍ରୀଙ୍କର ଠିକେ ଦୁଖ ସହି ପାରନ୍ତି ନାହିଁ । ତାଙ୍କ ପତ୍ନୀଙ୍କର ସବୁ ଇଛା ସେ ପୂର୍ଣ କରିବାକୁ ସେମାନେ ବହୁତ ପରିଶ୍ରମ କରିବା ସହିତ ସେହି କାମ କରିବାକୁ ଚେଷ୍ଟା ମଧ୍ୟ କରନ୍ତି ।