ବୋହୁର କେବଳ ଗୋଟିଏ ଇଚ୍ଛା ପୂରଣ କରିବା ପାଇଁ ଶାଶୁ ଘର ଲୋକ କଲେ କିଛି ଏମିତି କାମ କି ଆପଣ ବି ଶୁଣିଲେ କରିବେ ପ୍ରଶଂସା

ବିବାହର ନାମ ଶୁଣିଲେ କିଛି ଲୋଭୀ କିସମ ର ବ୍ୟକ୍ତି ମାନଙ୍କର ମନ ରେ ଯୌତୁକ କଥା ମାନେ ପଡିଯାଏ । ଲୋକମାନେ ଝିଅ ବଦଳରେ ଯୌତୁକରେ ଟିଭି ,ଫ୍ରିଜ ଠାରୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତ ଜିନିଷ ମାଗନ୍ତି । କିନ୍ତୁ ସମସ୍ତେ ଯୌତୁକ ଲୋଭୀ ନଥାନ୍ତି । କିଛି ବ୍ୟକ୍ତି ନିଜ ବୋହୁ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିଦିଅନ୍ତି । ଏପରି ଏକ ଘଟଣା ଘଟିଛି ରାଜସ୍ଥାନ ର ଶିକାର ଜିଲ୍ଲାର ନିମକଥାନାର ଲାକ୍ଷା ଗ୍ରାମର ନାଙ୍ଗଲ ର ଘଟଣା ଅଟେ । ଏହି ଗ୍ରାମର ଜଣେ ବ୍ୟକ୍ତି ନିଜ ବୋହୂ ଇଚ୍ଛା ପୁର୍ତୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖରଚ କରିଦେଇଥିଲେ ।

ସେହି ବୋହୁ ଆଜି ପର୍ଯ୍ୟନ୍ତ କେବେ ଉଡାଜାହାଜରେ ଯାତ୍ରା କରି ନଥିଲେ । ଏଥିପାଇଁ ତାର ଇଚ୍ଛା ଥିଲା କି ଉଡାଜାହାଜରେ ବସିବା ପାଇଁ । ଏଥିପାଇଁ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ତାର ଶଶୁର ଘର ଲୋକ ୩ ଲକ୍ଷ ଟଙ୍କାର ହେଲିକେପ୍ଟର ବୁକ କରି ବୋହୁକୁ ଏହି ହେଲିକେପ୍ଟରରେ ବିଦାୟ କରିଥିଲେ ।

ଜଙ୍ଗଲରେ ରହୁଥିବା ଟାଇଲ କଣ୍ଟ୍ରାକ୍ଟରଙ୍କର ପୁଅ ରାହୁଲ ଆର୍ମିରେ କ୍ଳର୍କ ଥିଲେ । ତାଙ୍କର ବିବାହ ସରଦାରପୁରା ଗ୍ରାମ ର ଅବସର ପ୍ରାପ୍ତ ଆରମି ଅଫିସର ବିରେନ୍ଦ୍ର କୁମାର ଙ୍କର ଝିଅ ମଅଣିକା ସହ ଠିକ ହୋଇଥିଲା । ଦୁହିଁଙ୍କର ବିବାହ ୨୦୨୦ ରେ ହେବାର ଥିଲା । କିନ୍ତୁ ଲକଡାଉନ ପାଇଁ  ବିବାହ ହୋଇ ପାରି ନଥିଲା ।

ଏବଂ ରାହୁଲକୁ ଛୁଟି ମିଳିନଥିଲା । ବିବାହରେ ବିଳମ୍ବ ହୋଇଥିଲା । ଏହି ସମୟରେ ଦୁଇଜଣ ନିଜ ମଧ୍ୟରେ ଫୋନ ରେ କଥା  ହେଉଥିଲେ । ଏହି ସମୟରେ ରାହୁଲ ମୋନିକାଙ୍କୁ ତାଙ୍କର କୌଣସି ଇଚ୍ଛା ବିଷୟ ରେ ପଚାରି ଥିଲେ । ମୋନିକାଙ୍କ ଇଚ୍ଛା ଥିଲା କି ସେ ଉଡାଜାହାଜରେ ବସି ଯାତ୍ରା କରିବା ପାଇଁ ।

ଏହି ବିଷୟରେ ରାହୁଲ ତାଙ୍କ ପରିବାରକୁ ଏହା ବିଷୟରେ କହିଥିଲେ । ଏହା ପରେ ରାହୁଲ ଘରର ଲୋକ ମୋନିକାଙ୍କ ବିବାହ ପାଇଁ ଦିଲ୍ଲୀ ରୁ ଏକ ହେଲିକେପ୍ଟର ଭଡାରେ ଆଣିଥିଲେ । ହେଲିକେପ୍ଟରକୁ ନିମକା ଥାନାର ଲାଖାର ନାଙ୍ଗଲରୁ କ୍ଷେତଡିର ସରଦାରପୁରା ପର୍ଯ୍ୟନ୍ତ ୧୨ କିଲୋମିଟର ଦୂର ଯିବାର ଥିଲା ଏଥି ପାଇଁ ହେଲିକେପ୍ଟର ବାଲା ୩ ଲକ୍ଷ ଟଙ୍କା ଭଡା ନେଉଥିଲେ ।

ଏହା ବିଷୟ ରେ ରାହୁଲ ମୋନିକାକୁ ଜାଣିବାକୁ ଦେଇନଥିଲେ । ଏହା ପରେ ୧୫ ଫେବ୍ରୁଆରିରେ ଦୁଇଜଣଙ୍କ ବିବାହ ହୋଇଗଲା । ଏହାର ପରଦିନ ମୋନିକାର ବିଦାୟି ସମୟରେ ହେଲିକେପତ୍ର ଆସି ପହଞ୍ଚିଗଲା । ଏହାକୁ ଦେଖି ମୋନିକା ଖୁସିରେ ବିଭୋର ହୋଇଗଲେ । କାନ୍ଦି କାନ୍ଦି ମୋନିକା ତାଙ୍କର ପରିବାରକୁ ବିଦାୟ ଦେବାବେଳେ ଖୁସି ହୋଇଯାଇଥିଲା । ଏହା ପରେ ମୋନିକା ହେଲିକେପ୍ଟରରେ ଖୁସିରେ ବସି ନିଜ ଶଶୁର ଘରକୁ ଚାଲି ଗଲେ । କିନ୍ତୁ ଏହି ହେଲିକେପ୍ଟର ପାଇଁ ମୋନିକାଙ୍କ ଗ୍ରାମରେ ଏକ ସ୍ଵତନ୍ତ୍ର ହେଲିପ୍ୟାଡ ନିର୍ମାଣ କରଯାଇଥିଲା ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ