ସ୍ତ୍ରୀ ମାନେ କାହିଁକି ସ୍ୱାମୀଙ୍କଠୁ ସାନ ହେବା ଆବଶ୍ୟକ

ଆପଣମାନେ ଜାଣିଥିବେ ଯେ କୌଣସି ପତି ଓ ପତ୍ନୀ ମାନଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିଥାଏ । ଏମିତିରେ କିଛି ବୟସ୍କ ଲୋକ କୁହନ୍ତି କି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ବୟସର ବ୍ୟବଧାନ ରହିବା ଆବଶ୍ୟକ ଓ ନିଶ୍ଚିତ ସ୍ୱାମୀ ସ୍ତ୍ରୀ ଠାରୁ ବୟସରେ ମଧ୍ଯ ବଡ ହେବା ଆବଶ୍ୟକ । ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ବୟସର ବ୍ୟବଧାନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପୂର୍ବକାଳରେ ଲୋକମାନେ କହୁଥିଲେ ବିବାହ କାଟିବା ସମୟରେ ବର ଓ କନ୍ୟା ମଧ୍ୟରେ ବୟସର ପାର୍ଥକ୍ୟ ରହିବା ଉଚିତ । ଆଜି ମଧ୍ୟ ସେହି ଜିନିଷ ଉପରେ ବହୁତ ଧ୍ୟାନ ଦିଆଯାଇଥାଏ । ସ୍ୱାମୀର ବୟସ ସାଧାରଣତଃ ଭାବରେ ସ୍ତ୍ରୀ ଠାରୁ 5 ରୁ 6 ବର୍ଷ ବଡହେବା ଆବଶ୍ୟକ ।

କିନ୍ତୁ ଆଜିର ପିଢ଼ି ଏହାକୁ ମାନିବାକୁ ନାରାଜ ଓ ସେମାନେ ନିଜ ବୟସ ର ଝିଅ ମାନଙ୍କୁ ବିବାହ କରିଥାନ୍ତି ଯାହାକି ଅନୁଚିତ । କାରଣ ଗୋଟିଏ ପୁଅ ଯଦି ତାର ସମାନ ବୟସର ଝିଅ ସହ ବିବାହ କରେ ତାହେଲେ ପ୍ରାକୃତିକ ଭାବରେ ଦେଖାଯାଏ କି ହର୍ମୋନ ର ଚଳାଚଳ କାରଣରୁ ଝିଅ ଅତ୍ୟଧିକ ପରିପକ୍ୱ ହୋଇଯାଏ ଯାହାକି ଉଭୟଙ୍କୁ ଦେଖିଲେ ଯିଏ କହିବ ଉଭୟଙ୍କ ବୟସ ସମାନ । ଓ ସମାନ ବୟସ ହୋଇଥିବାରୁ ଉଭୟ ଙ୍କ ଅଭିଜ୍ଞନ୍ତା ସମାନ ରହିଥିବାରୁ ବୈବାହିକ ଜୀବନରେ ସର୍ବଦା କଳି ଝଗଡା ଲାଗିରହିଥାଏ । ଏଥିପାଇଁ ନିଜଠାରୁ କମ ବୟସର ଝିଅକୁ ବିବାହ କରିବା ଆବଶ୍ୟକ ।

ପୁଅ ମାନଙ୍କ କ୍ଷେତ୍ରରେ ଝିଅମାନେ ସବୁଠାରୁ ଅଧିକ ଭାବପ୍ରବଣ ହୋଇଥାନ୍ତି ସେଥିପାଇଁ ଝିଅର ଘର ଲୋକ ତାଙ୍କ ଝିଅକୁ ବୁଝିପାରୁଥିବା ଭଳି ପୁଅ ଖୋଜିଥାନ୍ତି । ମୁଖ୍ୟତଃ ଏହା ମଧ୍ୟରେ ଉଭୟଙ୍କ ବୟସ ର ଅନ୍ତର ନିର୍ଭର କରିଥାଏ ।

ଅନୁସନ୍ଧାନ ମାଧ୍ୟମରୁ କୁହାଯାଇଛି କି ଯଦି ଝିଅଟି ପୁଅଠାରୁ ବୟସରେ 2 ରୁ 3 ବର୍ଷ ସାନ ହୋଇଥାଏ ତାହେଲେ ଉଭୟଙ୍କର ବୈବାହିକ ଜୀବନ ହସଖୁସିରେ କଟିଥାଏ । ଓ ସେମାନଙ୍କ ମଧ୍ୟରେ ସର୍ବଦା ବୁଝାମଣା ଠିକ ରହିଥାଏ ।

ଆଜିର ସମୟରେ ଆପଣ ଦେଖିବେ ଯେ ପୁଅ ହେଉ କିମ୍ବା ଝିଅ ନିଜ ବୟସର ସାଥି ଖୋଜିଥାନ୍ତି ଓ ସେମାନେ ନିଜର ପରିବାର ଦ୍ୱାରା ଠିକ କରାଯାଇଥିବା ପ୍ରସ୍ତାବରେ ରାଜି ନ ହୋଇ ନିଜ ପସନ୍ଦର ସାଥିକୁ ବିବାହ କରିନିଅନ୍ତି ହେଲେ କିଛି ମାସ ପରେ ଆରମ୍ଭ ହୋଇଯାଇଥାଏ ତାଙ୍କ ଜୀବନରେ ସମସ୍ୟା, ଉଭୟଙ୍କ ମଧ୍ୟରେ ଝଗଡା ଓ ଅଶାନ୍ତି ସର୍ବଦା ଲାଗିରହିବା ସହ ପାରିବାରିକ ଖୁସି ଓ ବୈବାହିକ ଜୀବନରେ ସେମାନେ ଯାହା ଆଶା କରୁଥିବେ ସେସବୁ ପାଣି ଫୋଟକା ପରି ମିଳାଇ ଯାଇଥାଏ ।

ତାଙ୍କ ସମ୍ପର୍କ ଶେଷରେ ଭାଙ୍ଗିବା ପରିସ୍ଥିତି ଉପରେ ଆସି ପହଞ୍ଚିଯାଏ । ତେଣୁ ଏହିକଥା ଯୁକ୍ତିଯୁକ୍ତ ହେଲା ଯେ ବିବାହ ସମୟରେ ପୁଅ ଝିଅ ଠାରୁ ଅତିକମରେ 2 ରୁ 3 ବର୍ଷ ବଡ଼ହେବା ଆବଶ୍ୟକ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।