Hospital ର କଳାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ସମୁଖରେ ଯେଉଁ ବିଷୟବସ୍ତୁ ଟି ନେଇ ଆସିଛୁ ତାହା ଅତ୍ୟନ୍ତ ଶୋକଭରା ଅଟେ । ଗୋଟିଏ ପୁଅ କୁ ମୁ-ଖା-ଗ୍ନି ଦେବାକୁ ତାଙ୍କ ବାପା ଙ୍କ ଶ-ବ କୁ ଦିଆ ଯାଉନାହିଁ ।

ଡାକ୍ତର ଖାନାରେ ଓଲଟା କୁହା ଯାଉଅଛି ୪ ଲକ୍ଷ ବିଲ ଭର ତେବେ ଯାଇ ଶ-ବ କୁ ନେଇ ପାରିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘ-ଟ-ଣା ସମ୍ବନ୍ଧରେ । ବ୍ୟକ୍ତି ଜଣକ ଅଟୋ ଚାଳକ ଅଟନ୍ତି । କିଛି ଦିନ ତଳେ ତାଙ୍କ ଶରୀର ଅସୁସ୍ଥ ଥିବାବେଳେ ବ୍ୟକ୍ତିଙ୍କୁ ତାଙ୍କ ପରିବାର ବର୍ଗ “sparsh ହସ୍ପିଟାଲ” ରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ କିଛି ଏଭଳି କା-ଣ୍ଡ ଭି-ଆ-ଇଲେ ଡାକ୍ତର ଗଣ ଯାହାଦ୍ୱାରା ବ୍ୟକ୍ତି ଜଣକ ନିଜ ଜୀବନ ହରାଇ ବସିଲେ ।

ଏ ନେଇ ତାଙ୍କ ସ୍ତ୍ରୀ ମି-ଡି-ଆ ସମୁଖରେ କହିଛନ୍ତି ଯେ, ଚିକିତ୍ସ୍ୟା ହେଉଥିଲେ ମୋ ସ୍ଵାମୀ ହଟାତ ଡାକ୍ତର କହିଲେ ଯେ ତୁମ ସ୍ଵାମୀ ଙ୍କର ହା-ର୍ଟଆ-ଟା-କ ହୋଇଗଲା । ଏହାପରେ ମୋ ପୁଅ ଆସିଲା । ପୁଅ ଙ୍କୁ ତାର ବାପା ନିକଟକୁ ଛାଡିଲେ । ମାତ୍ର ତାଙ୍କ ଶରୀରରୁ ସମସ୍ତ ପ୍ରକାରର ଆବଶ୍ୟକ ଜନ୍ତ୍ର ବାହାର କରିଦେଇଛନ୍ତି । ପାଟିରୁ ଭେଣ୍ଟିଲେଟର ମଧ୍ୟ ବାହାର କରିଦେଇଛନ୍ତି । ଏ ସବୁ ବାହାର କରିଲା ପରେ ଆଉ ଡେ-ଡ-ବ-ଡୀ ନିକଟକୁ ଛାଡିଲେ ନାହିଁ । କହିଲେ ୪ ଲକ୍ଷ ଟଙ୍କା ଦିଅ ଆମେ ଶ-ବ କୁ ଛାଡ଼ିବୁ । ମହିଳା ଜଣକ ଙ୍କ କହିବା ଅନୁଯାୟୀ ଆଗରୁ ୪ ଲକ୍ଷ ଦିଆଯାଇଥିଲା ।

ଏହାପରେ ଦେଢ ଲକ୍ଷ ଦିଆ ଯାଇଥିଲା ସମୁଦାୟ ୫ ଲକ୍ଷରୁ ଅଧିକ ଟଙ୍କା ନେଇ ସାରିଲେଣି ମାତ୍ର ବର୍ତ୍ତମାନ କହୁଛନ୍ତି ଯେ ଆହୁରି ୪ ଲକ୍ଷ ତାଙ୍କ ଦେଲେ ଶ-ବ କୁ ନେବ । ମହିଳା କାନ୍ଦି କାନ୍ଦି କହିଥିଲେ ଆଜ୍ଞା ମୋ ସ୍ଵାମୀ ଜଣେ ଅଟୋ ଡ୍ରାଇଭର ଥିଲେ ମୁଁ କେଉଁଠାରୁ ଏତେ ଟଙ୍କା ଆଣିବି ? ମାତ୍ର ମହିଳା ଜଣକ ଡାକ୍ତରଙ୍କୁ ଔଷଧ କଣ ଦେଇଛନ୍ତି ବୋଲି ପଚାରିବାରୁ କହିଲେ ଯେ ତୁମ ସ୍ଵାମୀ କୁ ସବୁ ଦିଆ ଯାଇଅଛି ।

ମାତ୍ର ବାବଦ ବାବଦକୁ ମହିଳା ଙ୍କ ଠାରୁ ସାଇନ ନେଉଥିଲେ ବୋଲି ମହିଳା ଜଣକ କହିଛନ୍ତି । ମହିଳା ଏହା ମଧ୍ୟ କହିଛନ୍ତି ଯେ ମୋ ସ୍ଵାମୀ କାଲି ଭଲଥିଲେ ମାତ୍ର ଡାକ୍ତର ମାନେ ତାଙ୍କୁ ରାତାରାତି ମା-ରି-ଦେଇଛନ୍ତି । ମୃ-ତ ବ୍ୟକ୍ତି ଙ୍କ ପୁଅ ଙ୍କ କହିବା ଅନୁଯାୟୀ, ଯେ ହେତୁ ମୁଁ ମୋ ବାପା ଙ୍କ ପୁଅ ଅଟେ ଶ-ବ ଦେଲେ ମୁଁ ମୁ-ଖା-ଗ୍ନି ଦେବି । ଆମେ ବହୁତ ଟଙ୍କା ଦେଇ ସାରିଲୁଣି ।

ମାତ୍ର ଡାକ୍ତର ମାନଙ୍କର ସର୍ଜରୀ ଭୁଲଭାଲ ଯୋଗୁଁ ମୋ ବାପା ଙ୍କର ଲଂଗ୍ସ ରେ ଇ-ନ-ଫେ-କ-ସନ ହୋଇଗଲା । ୪ ଦିନ ର ବିଲ ହସ୍ପିଟାଲ ରେ କହିଲେ ୩ ଲକ୍ଷ ୮୦ ହଜାର ଟଙ୍କା ଏହାପରେ ମନ ଇଛା ବଢାଇ ଚାଲିଛନ୍ତି । ବର୍ତ୍ତମାନ କହୁଛନ୍ତି ଯେ ୪ ଲକ୍ଷ ଦେଲେ ବାପା ଙ୍କ ଶରୀରକୁ ଦେବେ । ପୁଅ ଜଣକ କହିଛନ୍ତି ବାପା ଙ୍କ କ୍ୟାନ୍ସର ହୋଇଥିଲା ମାତ୍ର ଶରୀରର ଫିଟନେସ ଚେକ ହୋଇଥିଲା ବାପା ଙ୍କର ସବୁ ଠିକ ଥିଲା ।

ଏହାପରେ ଡାକ୍ତର କହିଲେ ସର୍ଜରୀ ହେବ ମାତ୍ର ସର୍ଜରୀ ପରେ ଲଂସ ଇନଫେକସନ ହୋଇଗଲା ଅର୍ଥାତ ଡାକ୍ତର ମାନଙ୍କ ଭୁଲ ଯୋହୁନ ଏସବୁ ହୋଇଅଛି । ମୋ ବାପା ଚାଲିଗଲେ କେବଳ ତାଙ୍କ ଅବହେଳା ପାଇଁ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣ ମାନଙ୍କ ମତାମତ କଣ ଅଟେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ