ଦେଖନ୍ତୁ Video: Matric Result କୁ ନେଇ ଗୀତ ଗାଇ ଖୁବ ଚର୍ଚାରେ ଅଛି ଢେଙ୍କାନାଳ ର ଏହି Viral Boy, ଯାହା ଏବେ ସୋସିଆଲ ମିଡିଆରେ ନେଉଛି ନିଆଁ ପରି ଭାଇରାଲ

ବନ୍ଧୁଗଣ, ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ରେଜଲ୍ଟ କୁ ନେଇ କିଛି ଦିନ ତଳେ ଛାତ୍ର ଛାତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଥିଲେ । ସରକାରୀ ପିଲାଙ୍କୁ ଏହି ପ୍ରାଇଭେଟ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ବହୁତ କିଛି କହିବା ସହିତ ନୀଚ ଦୃଷ୍ଟିରେ ଦେଖୁଛନ୍ତି ବୋଲି ମି-ଡି-ଆ ଆଗରେ ପ୍ରକାଶିତ ହୋଇଗଲା ।

ମାତ୍ର ଆଶ୍ଚର୍ଯ୍ୟ ର ବିଷୟ ଏହି କି ଯେ, ଏହି ଛାତ୍ର ଛାତ୍ରୀ ମାନଙ୍କର ମାତା ପିତା ମଧ୍ୟ ସେମାନଙ୍କ ସାଥ ଦେଉଥିଲେ । ଯେଉଁଠାରେ ମାତା ପିତା ଙ୍କ ଚିନ୍ତାଧାରା ଏଭଳି ସେଠାରେ ପିଲାଙ୍କ ଚିନ୍ତାଧାରା ଠିକ ସେହିଭଳି ହେବା ସ୍ଵାଭାବିକ । ଗୋଟେ ଶିଶୁ ଟିର ପ୍ରଥମ ଶିକ୍ଷକ ଅଥବା ଗୁରୁ ତାହାର ମାତା ପିତା ହିଁ ହୋଇଥାନ୍ତି । କାରଣ ବାପା ମା’ ପିଲାଙ୍କୁ ଯେଉନଭଳି ଭାବରେ ଶିକ୍ଷା ପ୍ରଦାନ କରିବେ ପିଲା ମଧ୍ୟ ତାହାର ପାଳନ କରିବ ।

ମାତ୍ର ବର୍ତ୍ତମାନ ର ଆଧୁନିକ ଯୁଗରେ ବୁଝି ହେଉନି ଯେ ଏହି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କଣ ହେବ ? କାରଣ ଏଭଳି ଭେଦ ଭାବ ରଖିଲେ ଆମ ଦେଶ ମଧ୍ୟ ଆଗକୁ ବଢି ପାରିବ ନାହିଁ । ଦେଶର ଭବିଷ୍ୟତ ଛାତ୍ର ଛାତ୍ରୀ ଯଦି ସରକାରୀ ତଥା ପ୍ରାଇଭେଟ ସ୍କୁଲ କୁ ନେଇ ଭେଦ ଭାବ କରିବେ ତେବେ ତ ହେଇଗଲା କଲ୍ୟାଣ ଦେଶର । ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ର ସ-ମ୍ବ-ନ୍ଧ-ରେ କହିବାକୁ ଯାଉଅଛୁ ।

ଏହି ଛାତ୍ର ଜଣକ ର ଭି-ଡି-ଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି । ଛାତ୍ର ଜଣକ କହୁଛନ୍ତି, “ତମ ଇସ୍କୁଲ କଣ ଇସ୍କୁଲ ଆମ ସ୍କୁଲ କଣ ସୁଇମିଂ ପୁଲ ? ତମେ ଯଦି ଡ଼ାଲି କରି ଗାଡି ମଟର ବନ୍ଧ କରିଦେବ, ଆମେ ପୁରା ଓଡିଶା ବନ୍ଧ କରିଦେବୁ, ଗମେଣ୍ଟ ପାୱାର” । ଏହି ଛୋଟ ପିଲାଟିର ଏହି ଡାଇଲୋଗ ବର୍ତ୍ତମାନ ବହୁତ ଚର୍ଚ୍ଚାରେ । ଏହି ପିଲାଟି ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦଳ ଠୋକର ଗାଁ ର । ପିଲାଟିର ନାମ ହେଉଛି “କିଶାନ ବେହେରା” ।

କିଶାନ ର ପ୍ରସ୍ତୁତ ୨୦ ସେକେଣ୍ଡ ର ଏହି ଭି-ଡି-ଓ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି । ବର୍ତ୍ତମାନ କିଶାନ ବେସ ପ୍ରଶଂସା ର ଅଧିକାରୀ ପାଲଟି ଯାଇଛନ୍ତି । ପଥପଢା ସହିତ ତାଙ୍କର ଅଭିନୟ ରେ ମଧ୍ୟ ରୁଚି ଅଛି ବୋଲି କହିଛନ୍ତି “କିଶାନ” ।

ସେ କହିଛନ୍ତି ମୋ ଭି-ଡି-ଓ କୁ ନେଇ ଗାଁ ଲୋକେ ସହିତ ପଡିଶା ଘର ମଧ୍ୟ ପ୍ରଶଂସା କରିଛନ୍ତି । ଆଗକୁ ସେ ପାଠ ପଢି ଭଲ ମଣିଷ ହେବା ସହିତ ଜଣେ ଆକ୍ଟର ମଧ୍ୟ ହେବେ ବୋଲି କହିଛନ୍ତି । କିଶାନ ଙ୍କ ବାପା ମା’ ଏ ନେଇ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ଆଗକୁ ସେ ବହୁତ ସଫଳତା ହାସଲ କରୁ ବୋଲି ତାଙ୍କ ବାପା ମା’ କହିଛନ୍ତି । ବର୍ତ୍ତମାନ ବରଗଡ ର ଏକ youtube ଚାନେଲ ରେ ତାଙ୍କୁ offer ଆସିଲାଣି । ଆମ୍ଭ ମାନଙ୍କ ତରଫରୁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା “କିଶାନ” ବହୁତ ଆଗକୁ ଯାଆନ୍ତୁ । ବନ୍ଧୁଗଣ ଏହି ବିବରଣୀ ଟିକୁ ନେଇ ଆପଣ ମାନଙ୍କୁ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ