ସ୍ତ୍ରୀ ଶାରୀରିକ ସୁଖ ଦେବାକୁ ମନା କରିଲା ବୋଲି ଶେଷରେ ସ୍ଵାମୀ ଏମିତି କିଛି…

ସ୍ଵାମୀ କହିଲା ସ୍ତ୍ରୀ କୁ ତା ସହ ସମୟ କାଟିବାକୁ ହେଲେ ସିଧା ସିଧା ମନା କରି ଦେଲା ସ୍ତ୍ରୀ । ଶେଷରେ ଚରମ ନିସ୍ପତି ନେଲା ସ୍ଵାମୀ । ସକାଳୁ ହେଲା ବେଳକୁ ସ୍ବାମୀର ଜୀବନ ଚାଲିଯାଇଛି । ଆଉ ନିଜେ ନିଜେ ସେ ଜୀବନ ହାରି ଦେଇଛି । କାରଣ ସ୍ଵାମୀ ଯେବେ ସ୍ତ୍ରୀ କୁ କହୁଥିଲା ମୋ ପାଖରେ ରହ ହେଲେ ସ୍ତ୍ରୀ ଶୁଣୁ ନ ଥିଲା । ଖାଲି ଦେହ ଭଲ ନ ଥିବାର ବାହାନା କରୁଥିଲା ସ୍ତ୍ରୀ ।

ରାତି ଭିତରେ ଚରମ ନିସ୍ପତି ନେଇଗଲା ସ୍ଵାମୀ । ଶେଷରେ ଜୀବନ ହାରିଛି ସ୍ଵାମୀ । ହଁ ଦର୍ଶକ ବନ୍ଧୁ ଜଣେ ସ୍ଵାମୀ ଦେହ ସୁଖ ପାଇଲା ନାହିଁ ବୋଲି ଜୀବନ ହାରି ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଥିବା ପୋଦାପୋଡା ଗାଁ ରେ । ଏହି ଗାଁ ର ପିଣ୍ଟୁ ଓ ନନ୍ଦିନୀ ଉଭୟ 2 ବର୍ଷ ତଳେ ବିବାହ କରିଥିଲେ ।

ଦୁହିଙ୍କର ଦେଢ ବର୍ଷର ଝିଅ ମଧ୍ୟ ରହିଛି । ସ୍ତ୍ରୀ ନନ୍ଦିନୀ ର ଘର ଲୋକେ କହିଥିଲେ ଶ୍ଵଶୁର ଘରେ ରହିବା ପାଇଁ ଆଉ ଏଠି ତୁମେ ସବୁ ଦିନ ରହିବ । ଏହା ପରେ ସ୍ଵାମୀ ସ୍ତ୍ରୀ ଏକାଠି ହୋଇ ହାଇଦ୍ରାବାଦ ଚାଲିଗଲେ । ଆଉ କିଛି ଦିନ ସେଠାରେ ରହିବା ପାଇଁ ଏବେ ଜୀବନ ହାରିଛନ୍ତି ପିଣ୍ଟୁ ଙ୍କର । ପିଣ୍ଟୁ ଙ୍କ ସ୍ତ୍ରୀ ନନ୍ଦିନୀ କହିଛନ୍ତି ଯେ ତାଙ୍କ ସ୍ଵାମୀ କୁଆଡେ ଶାରୀରିକ ସମ୍ପର୍କ ରଖିବା ପାଇଁ କହୁଥିଲେ ।

ଆଉ ଯେବେ ସ୍ତ୍ରୀ କହିଲେ ପେଟ କାଟୁଛି ଆଉ ସମ୍ପର୍କ ରଖି ପାରିବିନି ସେତେବେଳେ ସେ କୁଆଡେ ଜୀବନ ହାରିବା ପାଇଁ ନିସ୍ପତି ନେଇଥିଲେ । ଆଉ ସକାଳ ହେଲା ବେଳକୁ ପିଣ୍ଟୁ ଙ୍କ ମର ଶରୀର ଘରେ ପଡିଥିଲା । ତେବେ ଏ ନେଇ ମୃତ ପିଣ୍ଟୁ ଙ୍କ ଭାଇ କହିଛନ୍ତି ଯେ ପିଣ୍ଟୁ ଙ୍କ ଶ୍ଵଶୁର ତାଙ୍କର ଜୀବନ ନେଇ ଯାଇଛନ୍ତି ।

ଏ ନେଇ ପିଣ୍ଟୁ ଙ୍କ ପରିବାର ଲୋକେ ଫିରିଙ୍ଗିଆ ଥାନା ରେ ଏତାଲା ଦେଇଛନ୍ତି । ଆଉ ଏହି ଏତାଲା ରେ କୁହା ଯାଇଛି ତାଙ୍କ ପୁଅ ଜୀବନ ହାରିନି ତାକୁ କିଏ ମାରି ଦେଇଛି । ତେବେ ପୋଲିସ ର ଯାଞ୍ଚ ପରେ ଜଣା ପଡିବ ପିଣ୍ଟୁ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ମାରି ଦେଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।