ସ୍ତ୍ରୀ କରି ରଖିବୁ, ସବୁ ମଜା ବି ନେବୁ ତୁ… ହେଲେ ତାକୁ କ’ ଣ ପାଇଁ ମାଡ ମାରିଲୁ ଶୀଘ୍ର କହ ! ବାହାଘରର 13 ଦିନ ଠାରୁ ତାଙ୍କୁ ବାଡଉଛୁ…

ସ୍ତ୍ରୀ କରି ରଖିବୁ ତୁ, ମଜା ବି ନେବୁ ତୁ, ହେଲେ ବାଡେଇଲୁ କାହିଁକି ? ତେବେ ଏଭଳି କିଛି ଘଟଣାକୁ ନେଇ ବର୍ତ୍ତମାନ ଖବର ଜୋର ଚର୍ଚା ଧରିବାରେ ଲାଗିଛି । ଯେ ଜଣେ ବିବାହିତା ମହିଳାଙ୍କର ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ତେବେ ଉକ୍ତ ପୀଡ଼ିତାଙ୍କ ମହିଳାଙ୍କ କହିବା ଆଧାରରେ ମୁଁ ତାଙ୍କ ସ୍ତ୍ରୀ ଥାଉ ଥାଉ ସେ ପର ଯୁବତୀ ସହ ସମ୍ପର୍କରେ ରହିଛନ୍ତି । ମୁଁ ଏଇ କଥା କେବେ ଠାରୁ ଶୁଣିବାକୁ ପାଇଲିଣି । ହେଲେ ସେ ମୋତେ ସବୁବେଳେ ଏହି କଥା ଲୁଚେଇକି ରଖନ୍ତି ।

ହେଲେ ଯେତେବେଳେ ସେହି ପର ଯୁବତୀ ସହ ମୋ ସ୍ଵାମୀଙ୍କୁ ଦେଖିଦେଲି । ସେତେବେଳେ କିଏ ଏହି ଯୁବତୀ ବୋଲି ପଚରା ଉଚରା କରିଲି । ସେତେବେଳେ ମୋ ସ୍ଵାମୀ ମୋତେ ମାଡପିଟ କରୁଛନ୍ତି । ଯଦି ଠିକ ଦମୟରେ ମୋ ଭଉଣୀ ଓ ଆଉ କିଛି ସ୍ଥାନୀୟ ଲୋକେ ଆସି ଠିକ ସମୟରେ ପହଞ୍ଚି ନଥାନ୍ତେ । ତେବେ ମୋତେ ମୋ ସ୍ଵାମୀ ମାରି ମାରି ମୋ ଅବସ୍ଥା ଖରାପ କରିଦେଇଥାନ୍ତେ । ମୋ ସ୍ଵାମୀଙ୍କର ଭିଣୋଇଙ୍କର ମିନିଷ୍ଟର ପାୱାର ରହିଛି ବୋଲି ସେ ମୋତେ ବାହାଘରର ୧୩ ଦିନ ଠାରୁ ନିର୍ଯାତନା ଦେଇ ଆସୁଛନ୍ତି ।

କିଛି ନା କିଛି କାରଣ ବାହାର କରିକି ସେ ମୋ ସହ ଝଗଡା କରନ୍ତି । ଏମିତିକି ଗତ କିଛି ବର୍ଷ ହେଲା ମୁଁ ମୋ ପିଲାକୁ ଧରିକି ଅଲଗା ରହୁଛି । ମୋ ସ୍ଵାମୀ ତାଙ୍କ ପାଖରେ ମୋତେ ରଖୁ ନାହାନ୍ତି । ହେଲେ ମୋର କି ମୋ ପିଲାର ରହିବା କି ଭରଣପୋଷଣ ଦାୟିତ୍ଵ ମଧ୍ୟ ସେ ମୋତେ କିଛି ଦେଉ ନାହାନ୍ତି । ମହିଳା ଥାନାରେ ଏ ବିଷୟରେ ଅଭିଯୋଗ କରିବାରୁ ତାଙ୍କର ମିନିଷ୍ଟର ପାୱାର ରହିଛି । ବୋଲି ସେ ସବୁ କେଶକୁ ଚାପି ଦେଉଛନ୍ତି ।

ଏମିତିକି ପ୍ରଥମେ ମୁଁ ଯେତେବେଳେ ପୋଲିସରେ ଚାକିରୀ କରୁଥିଲି । ସେତେବେଳେ ମୋ ନାମରେ ମିଛ କେଶ ଦେଇ ମୋ ଚାକିରୀ ମଧ୍ୟ ମୋ ଠାରୁ ଛଡେଇ ନେଲେ । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ