ଷ୍ଟେସନର ଫ୍ରୀ WiFiରେ ସିବିଲ ପରୀକ୍ଷା ପାଇଁ ପାଠ ପଢୁଥିଲା କୁଲି, ତା ପରେ ଯାହା ହେଲା ଆପଣ ବିଶ୍ଵାସ କରିପାରିବେ ନାହିଁ

ସାଧାରଣତଃ ସରକାରୀ ଚାକିରି ପାଇଁ ଲୋକମାନେ ବହୁତ କଷ୍ଟ କରିଥାନ୍ତି । ଏହି ପରି ଜଣେ କୁଲି ତା ଜୀବନରେ ବହୁତ ସଂଗ୍ରାମ କରିଛି । ଶ୍ରୀନାଥ ନାମକଜଣେ କୁଲି ତା’ର କାନରେ ସବୁବେଳେ ଇୟରଫୋନ ଲଗାଇ ରଖୁଥିଲା । ସେ ଲୋକଙ୍କର ଜିନିଷ ଉଠାଇବା ସମୟରେ ମଧ୍ୟ କାନରେ ଇୟରଫୋନ ଦେଉଥିଲା । ଏହି ଇୟରଫୋନ ଦ୍ଵାରା ସେ ପରୀକ୍ଷା ସହ ସମ୍ବନ୍ଧିତ ଅଡିଓ ଶୁଣୁଥିଲା । ତେବେ ଆସନ୍ତୁ ଜାଣିବା ଏହି କୁଲିଙ୍କ ବିଷୟରେ ।

ସୂତ୍ର ଦ୍ଵାରା ଜଣା ପଡିଛି କି ଶ୍ରୀକାନ୍ତ ୩ ଥର ପରୀକ୍ଷାରେ ବସି ସାରିଛନ୍ତି । ସେବେଠୁ ସେ ପରୀକ୍ଷାର ପ୍ରସ୍ତୁତି ମୋବାଇଲ ଓ ଷ୍ଟେସନର WiFi ଦ୍ଵାରା କରୁଥିଲେ । ହେଲେ ଏହି ଥର ତାଙ୍କ କଷ୍ଟର ଫଳ ତାଙ୍କୁ ମିଳିଛି ଓ ସେ ପରୀକ୍ଷାରେ ପାସ ହୋଇଯାଇଥିଲେ ।

୧୦ମ ପାସ ଶ୍ରୀକାନ୍ତ ଯଦି ବର୍ତ୍ତମାନ ଇଣ୍ଟରଭ୍ୟୁରେ ପାସ କରିଯିବେ, ତେବେ ସେ ଲ୍ୟାଣ୍ଡ ରେବେନ୍ୟୁ ଡିପାର୍ଟମେଣ୍ଟରେ ଭିଲେଜ ଫିଲ୍ଡ ଆସିଷ୍ଟାନ୍ଟ ରୂପେ ନିଯୁକ୍ତ ହୋଇଯିବେ । ଶ୍ରୀକାନ୍ତ ହେଉଛନ୍ତି ମନ୍ନାର ର ଅଧିବାସୀ ଅଟନ୍ତି । ସେ କହିଛନ୍ତି କି ତାଙ୍କର ଏହି ସଫଳତାର କାରଣ ହେଉଛି ଷ୍ଟେସନର WiFi ।

ପିଏମ ମୋଦୀ ୨୦୧୬ରେ ଡିଜିଟାଲ ଇଣ୍ଡିଆ ଅନ୍ତର୍ଗତ ସବୁ ଷ୍ଟେସନରେ ମାଗଣା WiFi ବ୍ୟବସ୍ଥା କରିଥିଲେ । ଏହି ସୁବିଧା ପାଇଁ ଶ୍ରୀକାନ୍ତ ନାମକ ଜଣେ କୁଲି ସଫଳତା ପାଇବାକୁ ଯାଉଛି ।