ଆଜିର ରାଶିଫଳ, 31 ଜାନୁୟାରୀ 2020, ଶୁକ୍ରବାର, ମହାଦେବ ଙ୍କ କୃପାରୁ ଏହି ୪ଟି ରାଶିର ସବୁ କାର୍ଯ୍ୟ ସଫଳ ହେବ

ଆଜି ଶୁକ୍ରବାର 31 ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହି ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିବ ? ଆମର ଏହି ରାଶିଫଳ ମାଧ୍ୟମରେ ଜାଣନ୍ତୁ । ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଗ୍ରହମାନଙ୍କ ଗତି ସବୁବେଳେ ବଦଳିଥାଏ ସେଥିପାଇଁ ଆମର ଦୈନିକ ଜୀବନରେ ଘଟୁଥିବା ସମସ୍ତ ଘଟଣା ସମାନ ହୋଇ ନ ଥାଏ ।

୧ – ମେଷ

ଆଜି ସବୁଦିନର କାର୍ଯ୍ୟରେ ବାଧା ଆସିପାରେ । ଭଲ ସ୍ୱାସ୍ଥ୍ୟ ପାଇଁ ଆଜି ଅଳ୍ପ ପରିଶ୍ରମ କରିବା ଆବଶ୍ୟକତା ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜର ବଢିଥିବା ଆତ୍ମବିଶ୍ଵାସକୁ ଆପଣ ସ୍ଵୟଂ ଅନୁଭବ କରି ପାରିବେ । ପତ୍ନୀ ଓ ପୁତ୍ର ସହ ସୁଖ – ଶାନ୍ତିରେ ରହିବେ । ଆଜି ଜୀବନରେ ବିଭିନ୍ନ କ୍ଷେତ୍ରରେ ସଫଲାଟାର ନୂତନ ଆଶା ମିଳିବ । କୋର୍ଟ ମାମଲାରୁ ଦୂରରେ ରୁହନ୍ତୁ । ଧନକୁ ସଠିକ ଜାଗାରେ ନିବେଶ କରିବେ ।

୨ – ବୃଷ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ପ୍ରଗତି ନିଶ୍ଚିତ ଅଟେ । ଆପଣ ଏହିଭଳି ସ୍ରୋତରୁ ଧନ ଅର୍ଜିତ କରି ପାରଣତି, ଯାହା ସ୍ବୀହୟରେ ଆପଣ ପୂର୍ବରୁ କେବେ ବି ଚିନ୍ତା କରି ନ ଥିବେ । ଗୋଟିଏ ପାରିବାରିକ ଆୟୋଜନରେ ଆପଣ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରିତ କରିବେ । ଆପଣଙ୍କ ଜୀବନଶୈଳୀ ଠିକ ରହିବ । ଦୀର୍ଘବିଧି ନିବେଶ ଠାରୁ ବଞ୍ଚାନ୍ତୁ ଓ ନିଜର ବନ୍ଧୁମାନଙ୍କ ସହିତ ବାହାରକୁ ଯାଇ କିଛି ଖୁଶିର ସମୟ ବିତାଇବେ । ଆପଣଙ୍କ ସାମ୍ନାରେ ନୂତନ ଅବସର ଆସିବ ।

୩ – ମିଥୁନ

ଆଜି ଆପଣ ଧାର୍ମିକ ପ୍ରବୃତିରେ ବ୍ୟସତ ରହିବେ ଏବଂ ପ୍ରିୟଜନଙ୍କ ସହିତ କୌଣସି ଧାର୍ମିକ ସ୍ଥଳ ଉପରେ ଯିବାର ଅବସର ପ୍ରାପ୍ତ ହେବ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ସ୍ଵାର୍ଥ ଏବଂ ଭୋଗ ପ୍ରବୃତି କାରଣରୁ ଅଧିକ ପ୍ରତିଷ୍ଠା ପର୍ପ୍ତ କରି ପାରିବେ ନାହିଁ । ନିରାଶଜନକ ବିଚାର ଠାରୁ ବଞ୍ଚନ୍ତୁ । ଶତ୍ରୁ ଠାରୁ ସତର୍କ ରୁହନ୍ତୁ । ଆପଣଙ୍କ ବ୍ୟଭାର ଆଜି ନ୍ୟାୟନୁକୁଳ ରହିବ । କ୍ରୋଧ ଉପରେ ସଂଯମତା ରଖିବା ଉଚିତ । ଚାକିରି କିମ୍ବା ବ୍ୟବସାୟ ସହ ଜଡିତ କିଛି ମୁଦ୍ଦା ସମଧାନ ହୋଇଯିବ ।

୪ – କର୍କଟ

ଆପଣଙ୍କୁ ପାରିବାରିକ ବିବାଦର ସାମ୍ନା କରିବାକୁ ପଡିପାରେ । ଇଶ୍ଵର ଉପରେ ପୂର୍ଣ ବିଶ୍ଵାସ ରକହନ୍ତୁ ଆପଙ୍କୁ ନିଜ କାର୍ଯ୍ୟରେ ଅବଶ୍ୟ ସଫଳ ମିଳିବ । ଗତ କିଛି ସମୟ ହେବ ଯେଉଁ ଭୁଲ ବୁଝାମଣା କାରଣରେ ଆପଣଙ୍କ ସମ୍ପର୍କ ଠିକ ଚାଲୁ ନ ଥିଲା, ଆଜି ତାହାର ଦୂର ହୋଇପାରେ । ନିଜର ଆହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟମ କରନ୍ତୁ । ବ୍ୟବସାୟରେ ଉନ୍ନତି ମିଳିବ ।ଜୀବନସାଥିଙ୍କ ସହଯୋଗ ମିଳିବ ।

୫ – ସିଂହ

ଆଜି ରୋଜଗାରରେ ସଫଳତା ମିଳିବ, ପ୍ରତିଷ୍ଠାରେ ବୁଢୀ ହେବ । ରୋମାନ୍ସ ମାମଲାରେ ଦିନ ଭଲ ଅଟେ, ଦ୍ଵିତୀୟ ବ୍ୟକ୍ତିଙ୍କ ଇଚ୍ଛା ବିନା ତାକୁ ଉପଦେଶ ଦିଅନ୍ତୁ ନାହିଁ । ମନରେ ନୂଆ ବିଚାର ଆସିପାରେ, ନୂଆ ମିତ୍ର ବି ହୋଇ ପାରନ୍ତି । କୌଣସି ଅପରିଚିତ ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । କାହା ସହିତ ବାଦ – ବିବାଦ ହୋଇପାରେ । ପରିଜନ ଓ ଭାଇ – ଭଉଣୀଙ୍କ ସହିତ ସମୟ ଆନନ୍ଦପୁରବାକ ବିତାଇ ପାରିବେ ।

୬ – କନ୍ୟା

ଆଜି ଯାତ୍ରାରେ ବ୍ୟବସାୟିକ ସମବ୍ନ୍ଧରେ ସୁଧାର ଆସିବ । ମିତ୍ରାଙ୍କ ସହଯୋଗ ମିଳିବ । ଆୟର ବ୍ୟବଧାନ ଆସିପାରେ । ଜୀବନସାଥିଙ୍କ ସହିତ ଏକ ଭଲ ଦିନ ବ୍ଯତୀତ କରିବେ । ସମ୍ପତିର ଦେଖାଶୁଣାରେ ଟଙ୍କା ଖର୍ଚ ହୋଇପାରେ । କିନ୍ତୁ ପରିଶ୍ରମ ଅତ୍ୟଧିକ କରିବେ । ରାସ୍ତା ଉପରେ ବେକାବୁ ହୋଇ ଗାଡି ଚଲାନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ ଅଞ୍ଚଳରୁ ସମର୍ଥନ ମିଳିପାରେ । ଯଦି ଆପଣ ଆଗକୁ ଆସିନ ନିଜର ବିଚାରକୁ ବିକଟ କରିବେ । ଆପଣ ନିଜେ ହିଁ ସବୁକିଛି କରି ପାରିବେ ।

୭ – ତୁଳା

ଆଜି ପରିଜନଙ୍କ ସହିତ ଆନନ୍ଦପୂର୍ବକ ସମୟ ବ୍ଯତୀତ କରିବେ । ବ୍ଯବସାୟିକ କ୍ଷେତ୍ରରେ ଲାଭ ମିଳିବ । ଆଜି ଆପଣଙ୍କୁ ଉତ୍ସାହ ଏବଂ ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ରାଜକୀୟ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ ।

୮ – ବିଛା

ନୂତନକର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆ ଉତ୍ସାହନେଇ କାମ କରିଚାଲିବେ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମ ହାସଲ କରି ପାରିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ ।

୯ – ଧନୁ

ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ । କର୍ମର ଚାପରେ ଅମ୍ଳ, ଅଜୀର୍ଣ୍ଣ ପ୍ରଭୃତି ରୋଗ ଦେଖା ଦେଇପାରେ । କର୍ମରେ ଅସନ୍ତୋଷ, ମାନସିକଦୁଶ୍ଚିନ୍ତା, ପୁରାତନରୋଗର ପ୍ରକୋପ ସହିତ ଉଦରପୀଡ଼ା ଦେଖାଦେବ ।

୧୦ – ମକର

ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ। ଏପରିକି ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ ଓ କାମଗୁଡ଼ିକ ସହଜରେ ହୋଇଯିବ । କୌଣସି କାମରେ ସଫଳତା ମିଳି ନ ପାରେ ।

୧୧ – କୁମ୍ଭ

ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ବ୍ୟବସାୟରେ ଲାଭ ହେଲେମଧ୍ୟ ଶତୃ ଦେଖାଦେବେ। ମହିଳାମାନେ ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଛାତ୍ର ଛାତ୍ରୀମାନଙ୍କର କମ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।

୧୨ – ମୀନ

ରାଜନୀତିକ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡ ହେବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମହିଳାମାନେ ପିଲାଙ୍କ ଆଚରଣରେ ଖୁସି ରହିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ ।