ଓଡିଶାର କଳାହାଣ୍ଡି ଏବଂ ଜିଲ୍ଲାରେ ପ୍ରାୟ ୧୦ ଦିନରୁ ଉର୍ଦ୍ଧ୍ଵ ହେବ ଶିକ୍ଷୟତ୍ରୀଙ୍କ ସ-ନ୍ଦେ-ହ-ଜ-ନ-କ ଭାବେ ନି-ଖୋ-ଜ ମା-ମ-ଲା ସେଠାକାର ଲୋକଙ୍କ ମନରେ ଚା-ଞ୍ଚ-ଲ୍ୟ ସୃଷ୍ଟି କରିଛି । ତେବେ ସେଠାକାର ଏକ ଅର୍ଦ୍ଧ ନିର୍ମିତ ଷ୍ଟାଡିୟମ ଭିତରେ ଶିକ୍ଷୟତ୍ରୀଙ୍କୁ ପୋ-ତି ଦିଆ ଯାଇଥିବା ସୁ-ରା-କ ପାଇବା ପରେ ପୋ-ଲି-ସ ସଂପୂର୍ଣ୍ଣ ଷ୍ଟାଡିୟମକୁ ସି-ଲ୍ କରି ନେଇଛି । ଏପରିକି ଗ-ଣ-ମା-ଧ୍ୟ-ମ ପ୍ର-ତି-ନି-ଧି-ଙ୍କ ପ୍ରବେଶକୁ ମଧ୍ୟ ପୋ-ଲି-ସ ରୋକି ଦେଇଛି ।
ଯା-ଞ୍ଚ ପାଇଁ ଷ୍ଟାଡିୟମ ଭିତରେ କଳାହାଣ୍ଡି ଏବଂ ବଲାଙ୍ଗୀରର ସମସ୍ତ ବରିଷ୍ଠ ପୋ-ଲି-ସ ଅଧିକାରୀ ତଥା ପୋ-ଲି-ସ ଆଡିସନାଲ ଏସ-ପି, ବରିଷ୍ଠ ଡ଼ି-ଏସ-ପି ଏବଂ ସା-ଇ-ଣ୍ଟି-ଫି-କ ଟି-ମ୍ ମଧ୍ୟ ପହଞ୍ଚିଛନ୍ତି । ଏହାସହ କିଛି ଅଜ୍ଞାତ ଲୋକଙ୍କୁ ନେଇ ମଧ୍ୟ ପୋ-ଲି-ସ ଏହି ଅ-ପ-ରା-ଧ ଯା-ଞ୍ଚ କରୁଛି । ବର୍ତ୍ତମାନ ସ୍ଥାନ ଚିହ୍ନଟ ଜାରି ରହିଥିବାରୁ ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାବେ ସି-ଲ୍ କରିଛି ପୋ-ଲି-ସ । ପୋ-ଲି-ସ-କୁ ଏହି ଘ-ଟ-ଣା ସମ୍ବନ୍ଧରେ ସୁ-ରା-କ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଗୋପନୀୟ ଭାବେ ଷ୍ଟାଡିୟମ ଭିତରକୁ ଆଣିଛି ପୋ-ଲି-ସ ।
ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ସେହି ଷ୍ଟାଡିୟମରେ କିଛି ଅ-ସ-ଦା-ଚ-ର-ଣ କରାଯାଇଛି କିମ୍ବା ସେଠାରେ ତାଙ୍କୁ ପୋ-ତି ଦିଆଯାଇଛି ସେହି ସମସ୍ତ ବିଷୟର ଟିକିନିଖି ଯା-ଞ୍ଚ ଜାରି ରଖିଛି ପୋ-ଲି-ସ । ତେବେ ଶୁଣିବାକୁ ମିଳୁଛି କିଛି ସମୟ ପରେ ଜେସିବି ସାହାଯ୍ୟରେ ସେହି ସ୍ଥାନକୁ ପୋ-ଲି-ସ ଖୋ-ଳି-ବ । ଏହାପରେ ମ୍ୟାଡାମ ମମିତାଙ୍କ ନି-ଖୋ-ଜ ର-ହ-ସ୍ୟ ଉପରୁ ନିଶ୍ଚୟ ପରଦା ଉଠିବ ବୋଲି ଆଶା କରାଯାଉଛି । ଏହି ଘ-ଟ-ଣା ଉପରୁ ପରଦା ହଟିବା ସମ୍ଭାବନା ନେଇ ସ୍ଥାନୀୟ ଲୋକଙ୍କ ମନରେ ମଧ୍ୟ ଉତ୍କଣ୍ଠା ଦେଖା ଦେଉଛି ।
ଯାହାଫଳରେ ଷ୍ଟାଡିୟମ ପାଖରେ ଲୋକ ଭି-ଡ ଜମାଇଥିବା ଦେଖିବାକୁ ମିଳୁଛି । ଷ୍ଟାଡିୟମ ବାହାରେ ଆଖପାଖ ଗାଁ’ର ଅନେକ ଲୋକ ଆସି ଘ-ଟ-ଣା-ସ୍ଥ-ଳ-ରେ ଭି-ଡ ଜମାଇଛନ୍ତି ଓ ଅନେକ ଗାଡି ରଖା ଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି । ମ୍ୟାଡାମ ମମିତାଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ ପରଦା ହଟିବା ନେଇ ଲୋକଙ୍କ ମଧ୍ୟରେ ଖୁବ ଆବେଗ ପ୍ରକାଶ ପାଉଛି ।
ତେବେ ଷ୍ଟାଡିୟମ ଭିତରୁ ପୋ-ଲି-ସ-କୁ ନିଶ୍ଚୟ କିଛି ବଳିଷ୍ଠ ପ୍ର-ମା-ଣ ମିଳିବାର ସମ୍ଭାବନା ଅଧିକ ରହଛି । ଯାହା ଆଗକୁ ନିଶ୍ଚୟ ପ୍ରକାଶ ପାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।