ସ୍ତ୍ରୀମାନେ ନିଜ ସ୍ଵାମୀଙ୍କୁ କେବେ ବି କୁହନ୍ତି ନାହିଁ ଏହି ୪ ଟି କଥା, ଜାଣନ୍ତୁ ତାହା କଣ !

କୁହାଯାଏ କି ବୈବାହିକ ଜୀବନରେ ସ୍ଵାମୀ ସ୍ତ୍ରୀ ପ୍ରତ୍ଯେକ କଥା ଓ ସୁଖ ଦୁଃଖ ସେୟାର କରି ଥାନ୍ତି । ଏମିତି କରିବା ଦ୍ଵାରା ସାଂସାରିକ ଜୀବନ ସୁଖରେ କଟି ଥାଏ । ଏହାକୁ ସ୍ଵୀକାର କରିବା କିଛି ଖରାପ ନୁହେଁ କି ଆମ ସମସ୍ତଙ୍କ ଜୀବନରେ କିଛି ଏମିତି କଥା ହୋଇ ଥାଏ ଯାହାକୁ ଆମେ କାହା ସହିତ ବି ସେୟାର କରି ନଥାଉ । ନିଜର ଜୀବନସାଥୀ ସହିତ ବି ନୁହେଁ ।

ଏହି କଥା ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କ ପାଇଁ ସମାନ ରୂପରେ ଲାଗୁ ହୋଇଥାଏ । ମହିଳାଙ୍କ କଥା କହିଲେ ସେମାନଙ୍କ ବିଷୟରେ କୁହାଯାଏ କି ମହିଳାଙ୍କ ମନର କଥା ବୁଝି ପାରିବା ବହୁତ କଷ୍ଟ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରତ୍ଯେକ ସ୍ତ୍ରୀ ନିଜ ସ୍ବାମୀଙ୍କ ଠାରୁ ଏହି ୪ ଟି କଥା ଲୁଚାଇଥାନ୍ତି ଆଉ ଯାହାକୁ ସେ ନିଜ ସ୍ଵାମୀ ସହିତ ସେୟାର କରିବାକୁ ପସନ୍ଦ କରି ନ ଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୪ ଟି କଥା କଣ ଯାହାକୁ ପ୍ରାୟତଃ ସ୍ତ୍ରୀମାନେ ନିଜ ସ୍ବାମୀଙ୍କ ଠାରୁ ଲୁଚାଇଥାନ୍ତି ।

୧. ପୁରୁଣା ପ୍ରେମ ଅର୍ଥାତ ପ୍ରଥମ ପ୍ରେମ

Image courtesy: Google

ପୁରୁଷଙ୍କ ପରି ମଧ୍ୟ ପ୍ରତ୍ଯେକ ସ୍ତ୍ରୀଙ୍କ ଜୀବନରେ କେହି ନା କେହି ଆସିଥାଏ । ସେମାନଙ୍କୁ ନିଜ ସ୍ବାମୀଙ୍କ ଜୀବନରେ ଆସିବା ପୂର୍ବରୁ କାହା ସହିତ ଲଭ ହୋଇଥାଏ । କିନ୍ତୁ ସେ ଏହି କଥା କାହା ସହିତ ସେୟାର କରିବା ଉଚିତ ମାନନ୍ତି ନାହିଁ । କୌଣସି ବି ସ୍ତ୍ରୀ ନିଜର ଏହି କଥା ସ୍ଵାମୀଙ୍କୁ କୁହେ ନାହିଁ କାରଣ ସେମାନଙ୍କୁ ଡର ରହିଥାଏ କି ଏହା ଦ୍ଵାରା ସେମାନଙ୍କର ସୁଖୀ ବୈବାହିକ ଜୀବନରେ କୌଣସି ବାଧା ଉତ୍ପନ୍ନ ହୋଇପାରେ ।

୨. ଟଙ୍କା

Image courtesy: Google

ପ୍ରତ୍ୟେକ ମହିଳା ନିଜ ପାଖରେ ଲୁଚାଇ କରି କିଛି ସେଭିଙ୍ଗ କରିଥାନ୍ତି ଯାହାକୁ ସେମାନେ ଘରର ଛୋଟ ବଡ କାମକୁ ମ୍ୟାନେଜ କରିବା ପାଇଁ ବଞ୍ଚାଇଥାନ୍ତି । ସେମାନେ ଏ ବିଷୟରେ ସ୍ବାମୀଙ୍କୁ କୁହନ୍ତି ନାହିଁ କିନ୍ତୁ କଷ୍ଟ ସମୟରେ କିମ୍ବା ଦରକାର ପଡିବା ସମୟରେ ସେହି ଟଙ୍କା ସେମାନେ ସ୍ଵାମିଙ୍କୁ ଦେଇଥାନ୍ତି ଓ ଏହି ପ୍ରକାରରେ ସେ ନିଜ ସ୍ଵାମିକୁ ସାହାର୍ଯ୍ୟ କରିଥାନ୍ତି ।

୩. ମନର ଇଚ୍ଛା

Image courtesy: Google

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ କେତୋଟି କଥାକୁ ନେଇ ସହମତି ହୋଇ ନଥାଏ । ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ପଛକୁ ହଟିବାକୁ ପଡିଥା ଏ । ଏହି ପରିସ୍ଥିତିରେ ସ୍ତ୍ରୀମାନେ ସ୍ଵାମୀ ମାନଙ୍କ ହଁ ରେ ହଁ ମିଶାଇ ପରିସ୍ଥିତି ସମ୍ଭାଳି ନିଅନ୍ତି ଯେତେବେଳେ କି ସେମାନେ ସେହି କଥା ପାଇଁ ମନରୁ ପ୍ରସନ୍ନ ନଥାନ୍ତି।

୪. ନିଜର ରୋଗ ବିଷୟରେ

Image courtesy: Google

ଅଧିକାଂଶ ସ୍ତ୍ରୀମାନେ ନିଜର ରୋଗ, ଶାରୀରିକ ପୀଡା ଓ କଷ୍ଟ ବିଷୟରେ ସ୍ବାମୀଙ୍କୁ କୁହନ୍ତି ନାହିଁ । ଏହାର କାରଣ ହେଲା ସେମାନେ ଭାବନ୍ତି କି ଛୋଟ ଛୋଟ କଥା କହି ସ୍ଵାମୀଙ୍କୁ ଚିନ୍ତିତ କରିବା ଭଲ ନୁହେଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।