SSR କେଶ- ସୁଶାନ୍ତଙ୍କ ମାମଲାରେ 10 ଦିନର କାଉଣ୍ଟଡାଉନ ଆରମ୍ଭ, ଏମ୍ସର ଯାଞ୍ଚ ଖାରିଜ, ଆଉଥରେ ହେବ ଫରେନସିକ

ସୁଶାନ୍ତଙ୍କ ମାମଲାରେ ବର୍ତ୍ତମାନ ସମୟରେ ବହୁତ ବଡ ସଫଳତା ମିଳିଛି । ଆଉ ଅଧିକ ସମୟ ଲାଗିବ ନାହିଁ ସୁଶାନ୍ତଙ୍କ ମାମଲାର ସତ୍ୟତା ସାମ୍ନାକୁ ଆସିବାରେ । କହିବାକୁ ଗଲେ ବର୍ତତ୍ମାନର ବଡ ଖବର ଏହା ଅଟେ କି ସୁଧୀର ଗୁପ୍ତାଙ୍କ ନେତୃତ୍ଵରେ କରାଯାଇଥିବା ଏମ୍ସର ଫରେଂସିକ ଯାଞ୍ଚ ଓ ତାହାର ରିପୋର୍ଟକୁ ସିବିଆଇ ଦ୍ଵାରା ଖାରଜ କରି ଦିଆ ଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ସିବିଆଇ ବହୁତ ବଡ ଏକସନ ନେବ ।

କହିବାକୁ ଗଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସିଂହ ମୋଦୀଙ୍କୁ ୧୦ ଦିନର ଅନ୍ତିମ ଚେତାବନୀ ଦିଆ ଯାଇଛି । ତେବେ କେମିତି ଏହି ୧୦ ଦିନର କାଉଣ୍ଡାଉନ ଆରମ୍ଭ ହୋଇଗଲା କେମିତି ଅଚାନକ ଏହି କେସର ଏକ ନୂଆ ମୋଢ ଆସିଲା ଚାଳନ୍ତୁ ବିସ୍ତାର ରୂପରେ ଜାଣିବା ।

ଦେଶର ଜଣା ଶୁଣା ଓକିଲ ଓ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢୁଥିବା ସୁବ୍ରହ୍ମଣ୍ୟମ ସ୍ୱାମୀ ସିଧା ସିଧା ଏହି କେସରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସୁବ୍ରହ୍ମଣ୍ୟମ ସ୍ୱାମୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଯାହାକି ସାମାନ୍ୟ ନୁହେଁ । ସୁବ୍ରହ୍ମଣ୍ୟମ ସ୍ୱାମୀ ମୋଦୀଙ୍କୁ କହିଛନ୍ତି କି ସୁଧୀର ଗୁପ୍ତାଙ୍କର ଫରେଂସିକ ଟିମ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ କିଛି ବି ନାହିଁ । ଏଥିରେ ବହୁତ ଭୁଲ ଅଛି ।

ଏତିକି ନୁହେଁ ଏହି ଚିଠିରେ ଏହା ବି କୁହାଯାଇଛି କି CBI ବି ସୁଧୀର ଗୁପ୍ତାଙ୍କ ଏହି ରିପୋର୍ଟକୁ ଖାରଜ କରି ଦେଇଛନ୍ତି । ଏହା ସହିତ ସିବିଆଇ ସୁଧୀର ଗୁପ୍ତାଙ୍କ ପାଖରେ ଥିବା ସୁଶାନ୍ତଙ୍କ ବଞ୍ଚିଥିବା ବିସରା ରିପୋର୍ଟ ବି ଫେରାଇ ନେଇଛନ୍ତି । ସୁଧୀର ଗୁପ୍ତାଙ୍କ ରିପୋର୍ଟ ଆଧାରରେ ସିବିଆଇ ନିଜର ଯାଞ୍ଚ ବି ଆଗକୁ ବଢାଇ ନାହାନ୍ତି । ସୁବ୍ରହ୍ମଣ୍ୟମ ସ୍ୱାମୀ ଚିଠିରେ ପିଏମ ମୋଦୀଙ୍କୁ କହିଛନ୍ତି କି ଏହି ମାମଲାରେ ଏକ ନୂଆ ଫରେଂସିକ ଟିମ ସହିତ ପୁଣି ଥରେ ଯାଞ୍ଚ ହେବା ଉଚିତ ।

ଯେଉଁଥିରେ ଭିନ୍ନ ଭିନ୍ନ ସ୍ଥାନର ଏକ୍ସପଟ ସାମିଲ ହୁଅନ୍ତୁ । ଏତିକି ନୁହେଁ ସ୍ଵାମୀ ମୋଦୀଙ୍କୁ ଚାଲେଞ୍ଜ ବି ଦେଇ ଦେଇଛନ୍ତି କି ଯଦି ଆସନ୍ତା ୧୦ ଦିନ ମଧ୍ୟରେ ଏହା ପରେ କୌଣସି ବି ଏକସନ ନ ନିଆ ଯାଉଛି । ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହୋଇଯିବି । ସ୍ଵାମୀ ସିଧା ସିଧା ମୋଦୀଙ୍କର ୧୦ ଦିନର କାଉଣ୍ଡାଉନ ଆରମ୍ଭ କରି ଦେଇଛନ୍ତି । ଏମିତିରେ ହୋଇପାରେ କି ମୋଦୀ ପୁଣି ଥଞ୍ଚର ଆଦେଶ ଦେଇ ପାରନ୍ତି । ସମସ୍ତଙ୍କର ନଜର ମୋଦୀଙ୍କଉପରେ ରହିବ କି ମୋଦୀ କଣ ନିଷ୍ପତି ନେଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।