SSR ମାମଲା- ପୂରାପୂରି ଫସିଲେ ସଲମାନ ଖାନ, NCB କହିଲେ ଇଏ ଥିଲା ସବୁଠୁ ବଡ ମାଛ

ସୁଶାନ୍ତ ଙ୍କ କେଶ କୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିଛି । ଦୀପିକା ପାଦୁକନ ଙ୍କୁ ଧରିବା ପରେ NCB ଏବେ ଡ୍ରଗ କମ୍ପାନୀ ଉପରେ ଦାବି କରିବା ଆରମ୍ଭ କରିଦେଇଛି । କିନ୍ତୁ ଏହି ଭିତରେ ଗୋଟେ ବଡ଼ କଥା ସାମ୍ନାକୁ ଆସିଛି କି ଗୋଟେ ଚର୍ଚ୍ଚିତ ପାକିସ୍ତାନୀ କମ୍ପାନୀ ଯାହାର ନାମ କ୍ୱାନ ଅଟେ ସେହି କମ୍ପାନୀ ସହିତ ସଲମାନ ଖାନ ଙ୍କ ବଡ଼ କନେକ୍ସଂ ରହିଛି । ଯାହା ପୁରା ଭାରତ ବାସି ଙ୍କ ସନ୍ଦେହ ଥିଲା କି ସଲମାନ ଖାନ ସୁଶାନ୍ତ ଙ୍କ ମାମଲାରେ ଚୁପ କାହିଁକି ଥିଲେ ତାହା ଏବେ ସାମ୍ନାକୁ ଆସିଯାଇଛି ।

ସଲମାନ ଖାନ ବାହାରୁ ମୁମ୍ବାଇ କୁ ଡ୍ରଗ ମଗାଉଥିଲେ ଏବଂ ଯଦି କେହି ତାଙ୍କ ନିଜ ଜୀବନରେ ବା ତାଙ୍କଠାରୁ ଆଗକୁ ବଢ଼ିବାକୁ ଲାଗିଥିଲା ତାଙ୍କୁ ସେ ଡ୍ରଗ ଦେଉଥିଲେ ନହେଲେ ରାସ୍ତାରୁ ହଟାଇ ଦେଉଥିଲେ ଯାହାର ଶିକାର ହୋଇଥିଲେ ସୁଶାନ୍ତ ସିଂ ରାଜପୁତ । ବର୍ତମାନ NCB କ୍ୱାନ କମ୍ପାନୀ ର ସବୁ ରାଜ ଖୋଲିବାରେ ଲାଗିପଡିଛି ଏବଂ କମ୍ପାନୀ ର CEO କୁ ପଚରା ଉଚୁରା ପାଇଁ ଦକାଇଛି ।

ଏହି କମ୍ପାନୀ ସହିତ ବଲିଉଡ ସୁପର ଷ୍ଟାର ସଲମାନ ଖାନ ଙ୍କ ହାତ ଥିବାର ଜଣାପଡିବା ପରେ ସମସ୍ତଙ୍କର ହୋସ ଉଡ଼ିଯାଇଛି । CBI କହିଛି ସୁଶାନ୍ତ ଙ୍କୁ ଆମେ ନ୍ୟାୟ ନିଶ୍ଚିନ୍ତ ଦେବୁ । ଏବେ ସଲମାନ ଖାନ ଫସିବାକୁ ଲାଗିଛନ୍ତି । ସୁଶାନ୍ତ ଙ୍କ କେଶ ରୁ ବଞ୍ଚିବାକୁ ମୁମ୍ବାଇରୁ ଫେରାର ରହୁଛନ୍ତି ଏବଂ CBI ସୁଶାନ୍ତ ଙ୍କ ମାମଲାକୁ କୁ ନେଇ CBI ବଡ଼ ଫୈଶଲା କରିଛି ।

ସୂତ୍ରରୁ ଜଣାପଡିଛି କି NCB ବିମାନ ବନ୍ଦର କର୍ମଚାରୀଙ୍କୁ ନିର୍ଦେଶ ଦେଇସାରିଚି କି ସୁଶାନ୍ତ ଙ୍କ ମାମଲାରେ ସାମିଲ ହୋଇଥିବା ଆରୋପି ବଲିଉଡ ଷ୍ଟାର ମାନଙ୍କୁ ଟିକେଟ ଦିଆଯିବନାହିଁ । ସେମାନଙ୍କୁ ମୁମ୍ବାଇ ରୁ ବାହାରକୁ ଯିବାକୁ ମନା । ଏହି ବଡ଼ ନିଷ୍ପତି ପରେ ବଲିଉଡ ରେ ହଲଚଲ ମଚି ଯାଇଛି । ଖାସ କରି ସେହି ଷ୍ଟାର ମାନେ ଯିଏ ସୁଶାନ୍ତ ଙ୍କୁ ଡ୍ରଗ ଦେବାରେ ସାହାଯ୍ୟ କରିଥିଲେ ଯେମିତିକି ସାରା ଅଲି ଖାନ, ସଲମାନ ଖାନ । ଯେଉଁଦିନ ରିୟା ଗିରଫ ହେଲେ ସେଦିନ ସଲମାନ ଖାନ ନିଜର ପରିବାର ଲୋକଙ୍କୁ ମୁମ୍ବାଇରୁ ବାହାରକୁ ପଠାଇ ଦେଇଥିଲେ । ଏବଂ ନିଜେ ମଧ୍ୟ ମୁମ୍ବାଇ ରୁ ଚାଲିଯାଇଥିଲେ ।

ସେବେଠୁ CBI ର ସନ୍ଦେହ ରହିଥିଲା କି ସୁଶାନ୍ତ ଙ୍କ ମାମଲାରେ ସଲମାନ ଖାନ ଙ୍କ ହାତ ନିଶ୍ଚିନ୍ତ ଭାବରେ ରହିଛି । ସଲମାନ ଖାନ ଙ୍କ ଡ୍ରଗ କମ୍ପାନୀ ସହିତ ସମ୍ପର୍କ ଅଛି ବୋଲି ଜାଣିବା ପରେ NCB ସଲମାନ ଏବଂ ତାଙ୍କ ପରିବାରକୁ ମୁମ୍ବାଇ ଆସିବାକୁ କହିଛି । କୁହାଯାଉଛି କି ସଲମାନ ଖାନ ଙ୍କ ଧରମ ଭଉଣୀ ଅର୍ପିତା ଖାନ ଙ୍କ ମାଧ୍ୟମରୁ ବହୁତ ବଡ଼ ଗେମ ଖେଲାଯାଇଛି । ଅର୍ପିତା ଖାନ ଏବଂ ରିୟା ଚକ୍ରବର୍ତ୍ତୀ ଡ୍ରଗ ନେଇଥିବାର ଭିଡିଓ ସାମ୍ନାକୁ ଆସିଥିଲା ।

ଯେଉଁଥିରେ ସେ ରିୟା ସହିତ ପାର୍ଟି କରୁଥିବାର ଦେଖାଯାଇଥିଲା । ଏବେ NCB କୁ ସନ୍ଦେହ ରହିଛି ଜି ସୁଶାନ୍ତ ଙ୍କୁ ହତ୍ୟା କରାଯିବା ପଛରେ ସଲମାନ ଙ୍କ ହାତ ରହିଛି । ପୁରା ପ୍ଲାନିଂ ସହିତ ସୁଶାନ୍ତ ଙ୍କୁ ଡ୍ରଗ ଦିଆ ଯାଉଥିଲା । ଆଊ ଯେତେବେଳେ ସୁଶାନ୍ତ ହାରିଯାଇଥିଲେ ସେତେବେଳେ ସୁଶାନ୍ତ ଙ୍କୁ ରାସ୍ତାରୁ ହଟାଦିଆ ଯାଇଥିଲା । କୁହାଯାଉଛି କି ସୁଶାନ୍ତ ଙ୍କୁ ବଲିଉଡ ରେ କେହି ପସନ୍ଦ କରୁନଥିଲେ ସେଥିରୁ ସଲମାନ ଖାନ ଜଣେ ଥିଲେ ।

ପୁରା ପ୍ଲାନ ସହିତ ଅଙ୍କିତା ଙ୍କ ସୁଶାନ୍ତ ଙ୍କ ଜୀବନରୁ ବାହାର କରାଯାଇଥିଲା । ପରେ ରିୟାକୁ ତାଙ୍କ ଗର୍ଲଫ୍ରେଣ୍ଡ କରି ସୁଶାନ୍ତ ଙ୍କୁ ଡ୍ରଗ ର ଅଭ୍ୟାସ କରାଯାଇଥିଲା । ଡ୍ରଗ ଦେବା ପଛରେ ସଲମାନ ଙ୍କ ଭଉଣୀର ହାତ ଥିଲା । ତାପରେ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଥିଲା । ଜାନୁଆରୀ ରେ ସୁଶାନ୍ତ ଙ୍କ ସବୁ ପୁରୁଣା ଷ୍ଟାଫ କୁ ବାହାରକରି ନୂଆ ଷ୍ଟାଫ ରଖିଥିଲେ ରିୟା ।

ଏହି ସବୁ ପଛରେ ସଲମାନ ଖାନ, ଆଦିତ୍ୟ ଠାକରେ, ମହେଶ ଭଟ୍ଟ ଙ୍କ ହାତ ଥିବାର ଜଣାପଡିଛି । ଯିଏ ସନ୍ଦୀପ ସିଂ ଏବଂ ରିୟା ଚକ୍ରବର୍ତ୍ତୀ ଙ୍କୁ ବ୍ୟବହାର କରି ସୁଶାନ୍ତ ଙ୍କୁ ରାସ୍ତାରୁ ହଟାଇଚନ୍ତି । କାରଣ ଦିସା ସାଲିଆନ ଙ୍କ ମାମଲାରେ ସୁଶାନ୍ତ ବହୁତ ବଡ଼ ଖୁଲାସା କରିବାକୁ ଯାଉଥିଲେ । CBI ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି ।

CBI କହିଛି ଦୋଷୀ ସଲମାନ ଖାନ ହଉ ବା ଆଦିତ୍ୟ ଠାକରେ ହଉ ବା ମହେଶ ଭଟ୍ଟ ହଉ ବା ଆଊ ଯେତେ ବଡ଼ ଲୋକ ହେଉଥାଉ ନା କାହିଁକି ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ଆଊ ଦୋଷୀ କୁ ଦଣ୍ଡ ନିହାତି ଭାବରେ ମିଳିବ । ସୁଶାନ୍ତ ଙ୍କ ଦୋଷୀ ଖୁବ ଶୀଘ୍ର ଜେଲ ର ଚାରି କାନ୍ଥ ଭିତରେ ଥିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।