SSR କେସ- ଜେଲରେ ରିଆର ଏହି ହଙ୍ଗାମା ପରେ ମହିଳା କଏଦି ମାନଙ୍କ ଭିତରେ ହଡକମ୍ପ

ଆପଣ ମାନେ ଏହା ଜାଣିଛନ୍ତି ଯେ ରିଆ ଚକ୍ରବର୍ତୀ ଡ୍ରଗ୍ସ ମାମଲାରେ ଜେଲରେ ଅଛନ୍ତି, ତେବେ ଶେଠୀ ତାଙ୍କୁ କେବଳ ଗୋଟେ କାଠ ର ଖଟ ଗୋଟେ ବେଡଶିଟ ଦିଆ ଯାଇଛି ଏହା ଛଡା ତାଙ୍କୁ ଫ୍ୟାନ ମଧ୍ୟ ଦିଆ ଯାଇ ନାହିଁ । ତେବେ ବର୍ତମାନ ଠାରୁ ରିଆଙ୍କ ଅବସ୍ତା ଖରାପ ହବାକୁ ଲାଗିଛି କାହିଁକିନା ଡ୍ରଗ୍ସ ନବା ଅଭ୍ଯାସ ରିଆଙ୍କ ଉପରେ ବର୍ତମାନ ଭାରି ପଡୁଅଛି । ରିଆ ଜେଲରେ ଅଜବ ଗଜବ କାଣ୍ଡ କରୁଛନ୍ତି, ତାଙ୍କ ଆଖି ବହୁତ କଷ୍ଟରେ ଖୋଲୁଚି, ତେବେ କର୍ମ ର ଫଳ ପାଉଛନ୍ତି ରିଆ ବୋଲି ଜେଲ ଅଧିକାରୀ କହିଛନ୍ତି ।

ଯେତେବେଳେ ରିଆ ସୁଶାନ୍ତ ସହ ଥିଲେ ସେ ଦୁନିଆ ର ସବୁଠାରୁ ମହଙ୍ଗା ମହଙ୍ଗା ଡ୍ରଗ୍ସ ବ୍ୟବହାର କରୁଥିଲେ ଓ ଏହି ସବୁରେ ସୁଶାନ୍ତ ଡେବିଟ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ବର୍ତମାନ ଜେଲରେ ଡ୍ରଗ୍ସ ନ ପାଇବାରୁ ରିଆ ବେଳେ ବେଳେ ପାଗଳ ଭଳି ବ୍ୟବହାର କରିଉଛନ୍ତି ।

ରିଆ ଜେଲରେ କୋକିନ ଓ ଅନ୍ୟ ବହୁତ ପ୍ରକାର ନାମ କହୁଛନ୍ତି ଯାହା ଲୋକ ଜାଣି ପାରୁ ନାହାନ୍ତି କିନ୍ତୁ ସୂତ୍ର ଅନୁଯାଇ ଏହା ଖବର ଆସିଛି ଯେ ଏହା ଡ୍ରଗ୍ସ ଗୁଡିକ ନାମ, ରିଆ ଅବସ୍ତା ଦେଖି ଅଧିକାରୀ ମାନେ ମଧ୍ୟ କହୁଛନ୍ତି ଯେ ରିଆର ବଞ୍ଚିବା ବହୁତ କଠିନ ଲାଗୁଛି, ତେବେ ଆପଣ ନିଜେ ଚିନ୍ତା କରନ୍ତୁ ଏହି ଅଭିନେତ୍ରୀ କେତେ ମାତ୍ରାରେ ଡ୍ରଗ୍ସ ବ୍ୟବହାର କରୁଥିଲେ ଯାହା ଦ୍ଵାରା ତାଙ୍କ ଏହି ଅବସ୍ତା ହେଉଛି ଆଉ ଏହି ମାତ୍ରା ଡ୍ରଗ୍ସ ସେ ସୁଶାନ୍ତକୁ ମଧ୍ୟ ଦଉଥିଲେ ।

ତେବେ ସିବିଆଇ ଏଥିରେ ବହୁତ ବଡ କାମ କରିଛନ୍ତି, ଏମ୍ସ ଡକ୍ଟର ମାନେ ଓ ସିବିଆଇ ମିଶି ଏହି କେସର ମୁଖ୍ୟ କଥାକୁ ଖୋଲିବାରେ ଲାଗିଥିଲେ ଯାହା ପରେ ତାଙ୍କୁ ଯାହା ହାତ ଲାଗିଛି ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ସିବିଆଇ ଓ ଏମ୍ସ ଡକ୍ଟର ମାନଙ୍କ କହିବା ଅନୁଯାଇ ଏହି କେସ ପ୍ରଥମେ ପୋଲିସକୁ ଦିଆ ଯାଇଥିଲା ଓ କୁପର ହସ୍ପିଟଲରେ ସୁଶାନ୍ତ ର ପୋସ୍ଟମଟମ କରା ଯାଉଥିଲା ତେବେ ଏହି ରିପୋର୍ଟରେ ବହୁତ ଗୁଡେ ଭୁଲ କଥା ଲେଖା ହୋଇଛି ବୋଲି ଏମ୍ସ ଡକ୍ଟର କହିଛନ୍ତି ଏହା ଛଡା ଖବର ଅନୁଯାଇ ଏମିତି ଗୋଟେ କଥା ସାମ୍ନାକୁ ଆସିଛି ଯାହା ଦ୍ଵାରା ସମସ୍ତଙ୍କ ବୟାନ ନିଆ ଯାଇଥିଲା ।

କୁପର ହସ୍ପିଟଲ ଦ୍ଵାରା ଦିଆ ଯାଇଥିବା ପୋସ୍ଟମଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ସମୟ ଲେଖା ହୋଇ ନାହିଁ ତେବେ ସିବିଆଇ କହିବା ଅନୁଯାଇ ଏହା କୁହା ଯାଉଛି ଯେ କୌଣସି ମୃତ ବ୍ୟକ୍ତି ମୃତ୍ୟୁ ସମୟ ଅନୁଯାଇ ଅନ୍ୟ ମାନଙ୍କ ବୟାନ ସତ ବା ମିଛ ଜଣା ପଡିଥାଏ ଯଦି ସମୟ କୁହା ଯାଇ ନାହିଁ ତେବେ ପୋଲିସ ନିଜ କାମ କେମିତି କରୁଥିଲେ ଓ କେଉଁ ବେସୀସ ରେ ସେ ସମସ୍ତଙ୍କ ବୟାନ ନଉଥିଲେ ।

କୁପର ହସ୍ପିଟଲ ଦ୍ଵାରା କରା ଯାଇଥିବା ଏତେ ବଡ ଘୋଟାଲା ପାଇଁ ଏମ୍ସ ଡକ୍ଟର ତାଙ୍କୁ ପ୍ରଶ୍ନ ଘେରାରେ ଠିଆ କରିଛନ୍ତି ଓ ମୁମ୍ବାଇ ପୋଲିସ ଏତେ ବଡ କଥା ପାଇଁ କୁପର ହସ୍ପିଟଲ ଉପରେ କୌଣସି ଏକସନ ନେଇ ନାହାନ୍ତି ବୋଲି ତାଙ୍କ ଉପରେ ମଧ୍ୟ ବହୁତ ବଡ ପ୍ରଶ୍ନ ଲାଗିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।