Vastu Shastra- ମହିଳାମାନେ ସକାଳୁ ଉଠି ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ଜିନିଷ

ଭାରତ ସମାଜରେ ସ୍ତ୍ରୀ ବା ଝିଅ ବା ମହିଳାଙ୍କୁ ଘର ଲକ୍ଷ୍ମୀ କୁହାଯାଏ, ଏହା ଛଡା ମହିଳା କୌଣସି ଘରକୁ ସୁଖୀ ଓ ଦୁଃଖୀ କରି ପାରେ ବୋଲି କୁହା ଯାଇଥାଏ, କାହିଁକିନା ଘର ଲକ୍ଷ୍ମୀ ଯେଉଁ ପ୍ରକାର ବ୍ୟବହାର କରିଥାଏ ସେହା ଅନୁଯାଇ ଘରେ ସୁଖ ସମୃଦ୍ଧି ବା ଦରିଦ୍ରତା ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ମହିଳାମାନଙ୍କୁ ସକାଳୁ ଉଠି ରୋଷେଇଘରେ ଦେଖିବା ଉଚିତ ନୁହ । ତେବେ କଣ ଆପଣ ଏହି କଥା ଜାଣିଛନ୍ତି ଯେଉଁ ମହିଳା ଏହି ଜିନିଷ ଦେଖିଥାଏ ତେବେ କଣ ହୋଇଥାଏ ଆସନ୍ତୁ ଜାଣିବା ।

୧. ରାତି ବାସନ :

ମହିଳାଙ୍କୁ କେବେ ବି ରାତିରେ ବାସ ଅଧୂଆ ରଖିବା ଉଚିତ ନୁହ ଯଦି ବହୁତ ଆବଶ୍ୟକ ଅଟେ ତେବେ ବାସନ ପିଛୁଳେଇ ରଖି ଦିଅନ୍ତୁ ଦେଖିବେ ଆପଣଙ୍କୁ ବାସ୍ତୁ ଦୋଷ ଲାଗିବ ନହିଁ । ଯଦି ଆପଣ ସକାଳେ ସକାଳେ ଉଠି ରୋଷେଇଘରକୁ ଗଲେ ଓ ଅଧୂଆ ବାସନ ଦେଖିଲେ ତେବେ ଏହା ବାସ୍ତୁ ଅନୁଯାଇ ଉଚିତ ନୁହ ଆପଣଙ୍କୁ ବହୁତ ହାନି ହବାକୁ ଯାଉଛି । ତେବେ ମହିଳାଙ୍କୁ କିଛି ବଡ କାମ ଉପରେ ନୁହ ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବା ଉଚିତ । ଏହା ଦ୍ଵାରା ଘର ବାସ୍ତୁ ଠିକ ରହିଥାଏ ଓ ଆପଣଙ୍କୁ କୌଣସି ପ୍ରକାର ହାନି ବା ଖରାପ ପ୍ରଭାବ ଦେଖିବାକୁ ମିଳି ନଥାଏ ।

୨. ଧାରୁଆ ଜିନିଷ :

ସକାଳୁ ସକାଳୁ ଉଠି ମହିଳାଙ୍କୁ ଧାରୁଆ ଜିନିଷ ଦେଖିବା ଉଚିତ ନୁହ ଏହା ଦ୍ଵାରା ମହିଳାଙ୍କ ଆଖ ପାଖରେ ଥିବା ନକାରାତ୍ମକ ଊର୍ଜା ତାଙ୍କ ଭିତରୁକୁ ପ୍ରବେଶ କରିଥାଏ ସେଥିପାଇଁ ଘର ପନିକି, ଛୁରୀ ଏହି ଭଳି ଧାରୁଆ ଜିନିଷ ରାତିରେ କୌଣସି ଜିନିଷ ତଳେ ବା ଭିତରେ ପୁରେଇ ରଖିବା ଉଚିତ ଯାହା ଦ୍ଵାରା ସକାଳେ ଆପଣଙ୍କ ନଜର ଏହି ସବୁ ଜିନିଷ ଉପରେ ନପଡୁ ।

୩. ଅଳିଆ :

ସକାଳେ ଉଠି କୌଣସି ମହିଳାକୁ ରୋଷେଇଘରେ କୌଣସି ପ୍ରକାର ଅଳିଆ ଦେଖିବା ଉଚିତ ନୁହ, ଏମିତିକା ଦ୍ରୁଶ୍ଯ ଦେଖିବା ଦ୍ଵାରା ଘରେ ନକାରାତ୍ମକ ଭାବ ଆସିଥାଏ ଏହା ଛଡା ମହିଳାଙ୍କ ଗର୍ଭ ଜନିତ ସମସ୍ଯା ମଧ୍ୟ ଉତପନ ହୋଇଥାଏ, ତେବେ ଗର୍ଭବତୀ ମହିଳାଙ୍କୁ ଭୁଲରେ ବି ଏହା ଦେଖିବା ଉଚିତ ନୁହ ନଚେତ ଶିଶୁ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

୪. ଖାଇବା ପୋଡିଯିବା :

ତେବେ ଶାସ୍ତ୍ର ଅନୁଯାଇ ଏମିତି କିଛି ସଂକେତ ହୋଇଥାଏ ଯାହା ଅସୁବିଧା ଆସିବା ଆଗରୁ ହୋଇଥାଏ ଯାହା ଦ୍ଵାରା ମଣିଷକୁ ସତର୍କ ହୋଇଯିବା ଉଚିତ ଅଟେ । କୌଣସି ଘରେ ଯଦି ବାରମ୍ବାର କ୍ଷୀର ଉତୁରି ପଡୁଛି ବା ଖାଇବା ଜିନିଷ ପୋଡି ଯାଉଛି ତେବେ ଆପଣଙ୍କ ଘରେ କୌଣସି ସମସ୍ଯା ଆସିବାର ସଂକେତ ଅଟେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।