SSR ମାମଲା- ଗତ ରାତିରେ ଜେଲରେ ରିୟା ସହିତ ଯାହା ହେଲା… ଯାହାର ଡର ଥିଲା ସେଇଆ ହେଲା

ସୁଶାନ୍ତ ଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିଛି । ସୁଶାନ୍ତ ଙ୍କ ହତ୍ୟା ମାମଲାରେ ସାମିଲ ଥିବା ରିୟା ଚକ୍ରବର୍ତ୍ତୀ ଅଛନ୍ତି ଜେଲ ରେ । ରିୟା ଙ୍କ ଜେଲ ରୁ ରହିବାଏବଂ ତାଙ୍କ ସହିତ ଅନ୍ୟ କଏଦୀ ଙ୍କ ଭିତରେ ହୋଇଥିବା ବିବାଦ ର ସତ ସାମ୍ନାକୁ ଆସିସାରିଚି । ପୁରା ଭାରତକୁ ଜଣା ଅଛି କୁ ରିୟା ଚକ୍ରବର୍ତ୍ତୀ NCB ଦ୍ଵାରା ଜେଲ ରେ ଥିଲା । ତାଙ୍କ ଉପରେ ସୁଶାନ୍ତ ସିଂ ରାଜପୁତ ଙ୍କୁ ହାତ୍ୟାକରିଥିବାର ଅଭିଯୋଗ ରହିଛି ଏବଂ ଏହାର ତଦନ୍ତ ଜାରି ରହିଛି ।

ବର୍ତ୍ତମାନର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି କି CBI ଦ୍ଵାରା ପୁଣି ଥରେ ରିୟା ଙ୍କୁ ପଚରା ଉଚୁରା କରାଯିବ । କିନ୍ତୁ ଏହା ପୂର୍ବରୁ ଜେଲ ରେ ରୀୟା ଙ୍କୁ ଅନ୍ୟ କଏଦୀ ଙ୍କ ଦ୍ଵାରା ହଇରାଣ କରାଯାଇଥିବା ର ଖବର ମିଳିଛି । କିଛି ମହିଳା କଏଦୀ ତାଙ୍କ ୱାର୍ଡ ରେ ପସି ତାଙ୍କୁ ମାରିଦେବାକୁ ଚେଷ୍ଟା ମଧ୍ୟ କରିଥିଲେ ।

ସେଠିକାର କଏଦୀ ମାନଙ୍କର ରୀୟାଙ୍କ ଉପରେ ରାଗ ରହିଛି କାରଣ ରିୟା କୌଣସି ମାମୁଲି ଅପରାଧ କରିନାହାନ୍ତି ବରଂ ସେ ନିଜ ପ୍ରେମିକ ସୁଶାନ୍ତ ସିଂ ରାଜପୁତ ଙ୍କୁ ଦୁନିଆରୁ ହଟାଇ ଦେଇଛନ୍ତି । ମାମଲା ସେତେବେଳେ ବଢ଼ିଯାଇଥିଲା ଯେତେବେଳେ ଗୋଟେ ୱାର୍ଡ ର କଏଦୀ ନୁହେଁ ବରଂ ୪ ଟା ୱାର୍ଡ ର କଏଦୀ ରିୟା ଙ୍କୁ ଖରାପ ବ୍ୟବହାର ଦେଖାଇବା ଆରମ୍ଭ କରିଦେଇଥିଲେ ।

ଜେଲରେ ୪୦ ରୁ ୫୦ ଜଣ ମହିଳା କଏଦୀ ସୁଶାନ୍ତ ସିଂ ରାଜପୁତ ଙ୍କ ଫ୍ୟାନ ଥିଲେ । ଏବଂ ସୁଶାନ୍ତ ଙ୍କ ମୃତ୍ୟୁ ପରେ ସେମାନେ ବହୁତ ରହିଥିଲେ, ସେଥିପାଇଁ ରିୟା ଙ୍କୁ ଯେତେବେଳେ vip ୱାର୍ଡ ରୁ ଶିଫ୍ଟ କରି ଜେନେରାଲ ୱାର୍ଡରେ ରଖାଗଲା ସେତେବେଳେ ଅଲଗା ୱାର୍ଡ ର ମହିଳା କଏଦୀ ତାଙ୍କ ଉପରେ ଆକ୍ରମଣ କରିବାର ପ୍ଲାନିଂ କରିଥିଲେ କାରଣ ସେ ଜଣେ ନିର୍ଦ୍ଦୋଷ ଆକ୍ଟର ଙ୍କୁ ଦୁନିଆରୁ ହଟାଇ ଥିଲେ ।

କଏଦୀ ମହିଳା ମାନେ କହିଛନ୍ତି କି ରିୟା ଗୋଟେ ବୁଢ଼ା ବାପା ଠାରୁ ତା ପୁଅକୁ ଛଡାଇ ନେଇଛନ୍ତି । ସେଠିକାର ବେଶି କଏଦୀ ଚୋରି କରିବା ଅପରାଧରେ ଜେଲ ରେ ବନ୍ଦ ହୋଇଛନ୍ତି । ରିୟା ଚକ୍ରବର୍ତ୍ତୀ ଙ୍କୁ ଜେଲ ରେ ୭ ଦିନରୁ ଅଧିକ ସମୟ ହୋଇସାରିଲାଣି । ରିୟା ଙ୍କୁ ଜେଲରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଜେଲ ରେ ରିୟାଙ୍କ ଅବସ୍ଥା ଢିଲା ହୋଇସାରିଲାଣି ।

ସୁଶାନ୍ତ ଙ୍କୁ ପାଗଳ କହିଥିଲେ ରିୟା ସୁଶାନ୍ତ ଙ୍କୁ ହଇରାଣ କରିଥିବା ରିୟା ଆଜି ନିଜେ ଜେଲ ଭିତରେ ପାଗଳ ପରି ରହୁଛନ୍ତି । ରିୟା ଜେଲ ର ଚାରି କାନ୍ଥ ଭିତରେ ଫସି ଯାଇଛନ୍ତି । ରିୟା ଜେଲରେ ରାତିସାରା ସୋଇନାହାନ୍ତି । ଜେଲ ର ଖାଦ୍ୟ ମଧ୍ୟ ଖାଇପାରୁନାହନ୍ତି । ରିୟା ଙ୍କ ଓକିଲ ରୋୟଙ୍କୁ ସିଖାଇକି ଯାଇଛନ୍ତି । ସେଥିପାଇଁ ରିୟା ଖାଦ୍ୟ ଖାଉନାହାନ୍ତି କି ପାଣି ମଧ୍ୟ ପିଉନାହାନ୍ତି । ଯାହା ଫଳରେ ବେଲ ମିଳିବାରେ ସୁବିଧା ହେବ ।

NCB କୁ ସବୁ ପ୍ରମାଣ ମିଳିସାରିଛି ଯେଉଁଥିରୁ ଏହା ପ୍ରଷ୍ଟ ହୋଇସାରିଛି କି ରିୟା ସୁଶାନ୍ତ ସିଂ ରାଜପୁତ ଙ୍କୁ ଡ୍ରଗ ଦେଉଥିଲେ । ଜେଲ ରେ ରିୟାଙ୍କର ଭୟଙ୍କର ଡ୍ରାମା ଆରମ୍ଭ ହୋଇସାରିଛି । ବର୍ତମାନ NCB ରିୟା ଙ୍କୁ ଅପରାଧୀ ପରି ବ୍ୟବହାର କରିବା ଆରମ୍ଭ କରିସାରିଛି । ରିୟଙ୍କୁ ଜେଲ ରେ ୱାର୍ଡ ନମ୍ୱର୍ ୧ ରେ ରଖାଯାଇଛି । ଗୋଟେ ବେଞ୍ଚ, ଗୋଟେ ଚାଦର ଦିଆ ଯାଇଛି ।

ଜେଲ କର୍ମଚାରୀ କହିଛନ୍ତି ରିୟା ବହୁତ ଦୁଖୀ ରହୁଛନ୍ତି । ରିୟା ଖାଇବା ପେଇବା ଛାଡ଼ିସାରିଲେନି, ରିୟା ରାତିସାରା ସୋଇନାହାନ୍ତି । ରିୟା ବହୁତ କାନ୍ଦୁଛନ୍ତି । କିନ୍ତୁ ରିୟା ଙ୍କ କାରନାମା ପରେ ତାଙ୍କ ଉପରେ କେହି ଦୟା ମଧ୍ୟ କରିବାକୁ ଚାହୁଁନାହାଁନ୍ତି । ରିୟା ସୁଶାନ୍ତ ଙ୍କ ସହିତ ଯାହା କରିଛନ୍ତି ତାହା କେବେ ମଧ୍ୟ କେହି ଭୁଲିପାରିବେ ନାହିଁ ।

ସୁଶାନ୍ତ ଙ୍କ ମୃତ୍ୟୁ କୁ ୩ ମାସ ହୋଇସାରିଛି କିନ୍ତୁ ସୁଶାନ୍ତ ଙ୍କୁ ବର୍ତମାନ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ସୁଶାନ୍ତ ଙ୍କ ଅପରାଧୀ ବର୍ତମାନ ପର୍ଯ୍ୟନ ସାମ୍ନାକୁ ଆସିନହନ୍ତି । CBI କହିଛି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି ଏବଂ ହତ୍ୟାକାରୀ ଖୁବ ଶୀଘ୍ର ଜେଲ ର ଚାରି କାନ୍ଥ ଭିତରେ ଥିବ । ଏବଂ ଏହାର ଉଦାହରଣ ହେଉଛନ୍ତି ରିୟା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।