SSR ମାମଲା- ଫାର୍ମ ହାଉସର ମ୍ୟାନେଜର କହିଲା ୨୫ ମିନିଟର ସତ, ରିୟା କରୁଥିଲା ଜବରଦସ୍ତି… ଅଚାନକ ବଦଳି ଯାଉଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ, ତାଙ୍କ ବାଦ୍ରା ଘରକୁ କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । କିନ୍ତୁ ଫାର୍ମହାଉସ ର ସତ ସାମ୍ନାକୁ ଆସିନଥିଲା । କିନ୍ତୁ ଏବେ ସୁଶାନ୍ତ ଙ୍କ ଫାର୍ମହାଉସ ର ସତ ସାମ୍ନାକୁ ଆସିସାରିଛି । ସେହି ଫାର୍ମହାଉସ ରେ ସୁଶାନ୍ତ ଙ୍କ ସହିତ ଜବରଦସ୍ତି କରାଯାଇଥିଲା । ସୁଶାନ୍ତ ଙ୍କ ସହିତ ମାରପିଟି ମଧ୍ୟ ହୋଇଥିଲା ଆଊ ଏହା ଅନ୍ୟ କେହି ନୁହନ୍ତି ବରଂ ରିୟା ଚକ୍ରବର୍ତ୍ତୀ କରିଥିଲେ ଯାହା ଉପରେ ବହୁତ ଆରୋପ କରାଯାଇଛି ।

କିନ୍ତୁ ଏଥର ସୁଶାନ୍ତ ଙ୍କ ଫାର୍ମହାଉସ ର ମ୍ୟାନେଜର ପବନ ଯେଉଁ ୨୫ ମିନିଟ ର ସତ କହିଛନ୍ତି, ୨୫ ମିନିଟ ରେ ସୁଶାନ୍ତ ଙ୍କ ବାଘରୁ ରୁ ମୂଷା ହେବାର ଯେଉଁ ସତ କହିଚନ୍ତି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ଏହି ସବୁର ମାଷ୍ଟର ମାଇଣ୍ଡ ରିୟା ଚକ୍ରବର୍ତ୍ତୀ ହିଁ ଥିଲେ । ତେବେ ଚାଲନ୍ତୁ ଜାଣିବା କଣ ହୋଇଥିଲା ଫାର୍ମ ହାଉସ ରେ ସେହି ୨୫ ମିନିଟ ରେ ।

ରିୟା ଙ୍କ ବିଷୟରେ ବହୁତ ଲୋକ କହିସରିଚନ୍ତି । ସୁଶାନ୍ତ ଙ୍କ ଡ୍ରାଇଭର, ବୋଡୀଗାଡ, ଯିମ ଟ୍ରେନର, ଏମିତି କି ସିଦ୍ଧାର୍ଥ ପଠାନି ଏବଂ ଡିପେଶ ଶୱାନ୍ତ ବି ଏବେ ସୁଶାନ୍ତ ଙ୍କ ସହିତ ହୋଇଥିବା ଜବରଦସ୍ତି ଏବଂ ଭୁଲ ବ୍ୟବହାର ବିଷୟରେ କହିସାରିଛନ୍ତି । ସୁଶାନ୍ତ ସିଂ ରାଜପୁତ ନିଜର ଶେଷ ବର୍ଷ ରେ ବେଶି ସମୟ ପାୱାନା ରେ ଥିବା ଫାର୍ମ ହାଉସ ରେ କଟାଇଥିଲେ । ଏବଂ ସେଠାରେ ପ୍ରାୟ ସମୟ ପାର୍ଟି ହେଉଥିଲା ।

ସେହି ଫାର୍ମ ହାଉସ ର ସତ୍ୟତା ଏବେ ସାମ୍ନାକୁ ଅସିସାରିଛି । ଯେଉଁଠି ରିୟା ସୁଶାନ୍ତ ଙ୍କ ସହିତ ଜବରଦସ୍ତି କରିଥିଲେ ଏବଂ ମାରପିଟ ମଧ୍ୟ କରିଥିଲେ । ଏବଂ ସୁଶାନ୍ତ ଙ୍କ ଜୀବନ ୨୫ ମିନିଟ କରିଦେଇଥିଲେ । ତେବେ ସେହି ଫାର୍ମ ହାଉସ ମ୍ୟାନେଜର ପବନ ଗୋଟେ ପରେ ଗୋଟେ ବଡ଼ ଖୁଲାସା କରିଛନ୍ତି । ସୁଶାନ୍ତ ଙ୍କ ଫାର୍ମ ହାଉସ ମ୍ୟାନେଜର ଗୋଟେ ବଡ଼ ଚ୍ୟାନ୍ନେଲ ଲାହିତ କଥା ହୋଇଥିଲେ ଏବଂ କହିଥିଲେ କି ସେଠି ବହୁତ ସମୟ ପାର୍ଟି ହେଉଥିଲା ।

ଜୁଲାଇ ୨୦୧୯ ରେ ରିୟା ଏବଂ ଶ୍ରୁତି ମୋଦି ଙ୍କ ଫାର୍ମ ହାଉସ କୁ ଆସିବା ଆରମ୍ଭ ହୋଇଥିଲା । ୨୦୨୯ ପୂର୍ବରୁ ସୁଶାନ୍ତ କେବେ କେବେ ଫାର୍ମ ହାଉସ ଆସୁଥିଲେ କିନ୍ତୁ ତାପରେ ସୁଶାନ୍ତ ଙ୍କ ଫାର୍ମ ହାଉସ କୁ ତାଙ୍କ ଟିମ ଏବଂ ନିଜେ ସୁଶାନ୍ତ ଆସିବା ବଢାଇଦେଇଥିଲେ । ପବନ କହିଛି କି ରିୟା ସହିତ ତ ଭାଇ ସୋଵିକ ମଧ୍ୟ ଆସୁଥିଲା ଏବଂ ସୋଵିକ ସବୁବେଳେ ନିଶା ରେ ଥିବାର ପବନ ଦେଖିଥିଲେ । ସୋବିକ ଡ୍ରଗ ନେଉଥିଲା ।

ଫାର୍ମ ହାଉସ ଭିତରେ ମଧ୍ୟ ରିୟାର ସବୁ ଖର୍ଚ୍ଚ ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ହେଉଥିଲା ବୋଲି ପବନ କହିଚନ୍ତି । ସୁଶାନ୍ତ ଙ୍କ CA ଥରେ ତାଙ୍କୁ ରିୟା ଙ୍କ ଖର୍ଚ୍ଚ ବିଷୟରେ କହିଥିଲେ ଏବଂ ତାପରେ ସୁଶାନ୍ତ ରିୟା ଙ୍କ ଉପରେ ରାଗିଯାଇଥିଲେ । ଏବଂ ରିୟା ଙ୍କୁ ପଚାରିଥିଲେ । ସେତେବେଳେ ରିୟା ନିଜ ଭାଇ ସୋବିକ କୁ ପାଣି ଆଣିବାକୁ ପଠାଇଥିଲା । ସୋବିକ ସେହି ପାଣିରେ କିଛି ମିଶାଇକି ଆଣିଥିଲା ।

ମାନେ ସୁଶାନ୍ତ ଙ୍କୁ ରିୟା ଏବଂ ତାଙ୍କ ଭାଇ ମିଶିକି ଡ୍ରଗ ଦେଇଥିଲେ କିନ୍ତୁ ତାପରେ ମଧ୍ୟ ସୁଶାନ୍ତ ଚୁପ ହୋଇନଥିଲେ ଯେଉଁ କାରଣରୁ ରିୟା ସୁଶାନ୍ତ ଙ୍କୁ ଡ୍ରଗ ର ଓଭର ଡୋଜ ଦେଇଥିଲେ । ଯାହା ପରେ ସୁଶାନ୍ତ ବେକାବୁ ହେବାରେ ଲାଗିଥିଲେ । ଏବଂ ତାପରେ ରିୟା, ଏବଂ ଶ୍ରୁତି ମିଶିକି ସୁଶାନ୍ତ ଙ୍କୁ ଧରିଥିଲେ ଏବଂ ତାଙ୍କୁ ମାରପିଟ ମଧ୍ୟ କରିଥିଲେ । ସେତେପର୍ଯ୍ୟନ୍ତ ଡ୍ରଗ ମଧ୍ୟ ନିଜର କାମ ଦେଖାଇଥିଲା ଏବଂ ଯେଉଁ ସୁଶାନ୍ତ ରାଗିକି ରିିୟାଙ୍କୁ ପ୍ରଶ୍ନ କରୁଥିଲେ, ବାଘ ପରି କଥା ହେଉଥିଲେ, ରିୟା ଙ୍କୁ ଗାଳି କରୁଥିଲେ ସେହି ସୁଶାନ୍ତ ହଠାତ ରିୟା ଙ୍କୁ ଡରିବାକୁ ଲାଗିଥିଲେ, ପୁରା ମୂଷା ପରି ହୋଇଯାଇଥିଲେ, ରିୟା ଙ୍କୁ ଧରି ଛୋଟ ଛୁଆ ପରି ହେବାକୁ ଲାଗିଥିଲେ ।

ସୁଶାନ୍ତ ପୁରା ପାଗଳ ପରି ହୋଇଯାଇଥିଲେ । ଏହା ସବୁ ୨୫ ରୁ ୩୦ ମିନିଟ ଭିତରେ ହୋଇଥିଲା । ମାନେ ସୁଶାନ୍ତ ଯେବେ ବି ରିୟା ଙ୍କୁ କିଛି କହୁଥିଲେ ରିୟା ତାଙ୍କୁ ଡ୍ରଗ ଦେଇ ଚୁପ୍ କରିଦେଉଥିଲେ । ପବନ କହିଛି ରିୟା ସହିତ ତା ପରିବାର ଲୋକେ ମଧ୍ୟ କେତେ ଥର ପାର୍ଟି ରେ ଆସିଥିଲେ । ଏବଂ ରିୟା ନିଜ ମା ବାପା ଙ୍କ ସାମ୍ନାରେ ଡ୍ରଗ ନେଉଥିଲେ । ଏବଂ ତାଙ୍କ ପରିବାରକୁ ସେଥିରୁ କୌଣସି ଫରକ ପଡୁନଥିଲା ।

ମାନେ ପୁରା ପରିବାର ସୁଶାନ୍ତ ଙ୍କ ପଛରେ ଲାଗିପଡ଼ିଥିଲେ । ଫାର୍ମ ହାଉସ ମ୍ୟାନେଜର ପବନ ଙ୍କ ଏହି ଖୁଲାସା ପରେ ରିୟା ଙ୍କ ବଞ୍ଚିବା ଅସମ୍ଭବ ହୋଇଯାଇଛି । ରିୟା ବର୍ତମାନ ଜେଲ ରେ ଅଛନ୍ତି ଏବଂ ସେ ନିଜର ଡ୍ରାମା ଜାରି ରଖିଛନ୍ତି । ସୁଶାନ୍ତ ଙ୍କ ମୃତ୍ୟୁ କୁ ୩ ମାସ ଉପରେ ହୋଇସାରିଲାଣି କିନ୍ତୁ ପ୍ରକୃତ ଦୋଷୀ ସାମ୍ନାକୁ ଆସିନାହିଁ । CBI କହିଛି ଖୁବ ଶୀଘ୍ର ସୁଶାନ୍ତ ଙ୍କ ଆସାମୀ କୁ ଦଣ୍ଡ ମିଳିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ । ଏହାର ଉଦାହରଣ ହେଉଛନ୍ତି ରିୟା ଯିଏ ବର୍ତ୍ତମାନ ଜେଲ ରେ ଅଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।