Bollywood ର 5 ହିରୋଇନ ଯେଉଁମାନେ କି କେବଳ ପଇସା ପାଇଁ କରିଛନ୍ତି ବିବାହ, 5ନଂ ତ କେବେ ଥିଲେ ସମସ୍ତଙ୍କ ଫେବରେଟ

ଆପଣମାନେ ଦେଖିଥିବେ କି ବଲିଉଡ ଅଭିନେତ୍ରୀ ନିଜ ଠାରୁ ବୟସରେ ବହୁତ ବଡ଼ ଆକ୍ଟର, ପ୍ରଦିଉସର, ଡାଇରେକ୍ଟର ଙ୍କୁ ବିବାହ କରିଥାନ୍ତି । ସମସ୍ତେ ଏହା ନିଶ୍ଚୟ ଭାବିଥାନ୍ତି କି ଏମାନେ ଚାହିଁଥିଲେ ସୁନ୍ଦର, ଯବାନ ଆକ୍ଟର କୁ ମଧ୍ୟ ବିବାହ କରିପାରିଥାନ୍ତେ କିନ୍ତୁ ଏମାନେ ଏତେ ବୟସ୍କ ଲୋକଙ୍କୁ ବିବାହ କାହିଁକି କରିଛନ୍ତି । ତେବେ ଆପଣଙ୍କୁ ଆମେ କହିଦେବାକୁ ଚାହିଁବୁ କି ସେମାନେ ତାଙ୍କୁ ନୁହେଁ ବରଂ ତାଙ୍କ ପଇସା କୁ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ସେଲିନା ଜେଟଲୀ :- ସେଳିନା ଜେଟଲୀ ବଲିଉଡ ରେ କିଛି ବେଶି ଖାସ କରିପାରିନଥିଲେ । ସେ କିଛି ଫିଲ୍ମ କରିଥିଲେ । ଫିଲ୍ମରେ ଯେତେବେଳେ ସେ ବେଶି ପପୁଲାର ହୋଇପାରିଲେ ନାହିଁ ଏବଂ ବେଶି ପଇସା ରୋଜଗାର କରିପାରିଲେ ନାହିଁ ସେତେବେଳେ ସେ ନିଷ୍ପତି ନେଇଥିଲେ କି ସେ କୌଣସି ଧନୀ ବ୍ୟକ୍ତିଙ୍କୁ ବିବାହ କରିବେ । ଏହା ପରେ ସେ ଅଷ୍ଟ୍ରେଲିଆ ର ଜଣା ଶୁଣା ବିଜନେସ ମ୍ୟାନ ପିଟର ହ୍ୟାଗ ଙ୍କୁ ବିବାହ କରିଥିଲେ । ଆଜିକା ସମୟରେ ସେ ଅଷ୍ଟ୍ରେଲିଆରେ ହିଁ ରହୁଛନ୍ତି ।

ଟିନା ଅମ୍ବାନୀ:- ୯୦ ମସିହାରେ ଟିନା ବଲିଉଡ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଚେହେରା ଥିଲେ । ଏବଂ ସେ ବହୁତ ପଇସା ମଧ୍ୟ ରୋଜଗାର କରିଥିଲେ । କିନ୍ତୁ କିଛି ସମୟପରେ ତାଙ୍କ ଦେହ ଖରାପ ହୋଇଥିଲା । ଏବଂ ସେ ନିଜର ବଲିଉଡ କ୍ୟାରିଅର ରୁ ଦୂରେଇ ଯାଇଥିଲେ । ନିଜର ହଜିଯାଇଥିବା ପରିଚୟ ଏବଂ ପଇସା ପାଇଁ ଟିନା ଅମ୍ବାନୀ ଖଣ୍ଡାନ ର ପୁଅ ଅନିଲ ଅମ୍ବାନୀ ଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ । ଆଜି ସେ ଅମ୍ବାନୀ ଘରର ସଦସ୍ୟ ଅଟନ୍ତି ।

ଦିମ୍ପଲ ଗାଙ୍ଗୁଲି:- ଅଭିନୟ ଜଗତରେ ଦିମ୍ପଲ ବେଶି ସଫଳ ହୋଇନଥିଲେ । ସେ ବଲିଉଡ ଜଗତକୁ ପଇସା ରୋଜଗାର କରିବା ପାଇଁ ଆସିଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା । ଏହା ପରେ ସେ ରାହୁଲ ମହାଜନ ଙ୍କୁ ବିବାହ କରିଥିଲେ ଏବଂ ରାହୁଲ ଙ୍କୁ ବିବାହ କରିବା ପରେ ଦିମ୍ପଲ ଙ୍କ ଜୀବନ ବଦଳି ଯାଇଥିଲା । କିନ୍ତୁ ବର୍ତମାନ ରାହୁଲ ଏବଂ ଦିମ୍ପଲ ଅଲଗା ହୋଇସାରିଛନ୍ତି ।

କିମ ଶର୍ମା:- କର୍ଲୋସ ପ୍ରଥମ ବ୍ୟକ୍ତି ଥିଲେ ଯିଏ କିମ ଙ୍କ ସହ ଦେଖା କରିଥିଲେ । ଦୁହେଁ ଭଲ ବନ୍ଧୁ ହୋଇଥିଲେ । କିନ୍ତୁ ପରେ କିମ ଙ୍କ ନଜର କର୍ଲୋସ ଙ୍କ ସମ୍ପତି ଉପରେ ପଡିଥିଲା । କିନ୍ତୁ କର୍ଲୋସ ଙ୍କ ଗୋଟେ ପାର୍ଟି ରେ କିମ ଙ୍କ ଦେଖା ଜଣା ଶୁଣା ବିଜନେସ ମ୍ୟାନ ଅଲି ପୂଜାରୀ ଙ୍କ ସହ ଦେଖା ହୋଇଥିଲା । ଏହା ପରେ କିମ କର୍ଲୋସ ଙ୍କୁ ଛାଡି ଅଲି ଙ୍କୁ ବିବାହ କରିଥିଲେ । ଆଜିକା ସମୟରେ କମ ଏବଂ ଅଲି ନିଉ ୟର୍କ ରେ ସେଟେଲ ହୋଇସାରିଛନ୍ତି ।

ଆଇସା ଟାକିଆ:- ବଲିଉଡ ଏବଂ ସାଉଥ ର ଜଣା ଶୁଣା ଅଭିନେତ୍ରୀ ଙ୍କ ଭିତରୁ ଜଣେ ଅଟନ୍ତି ଆଇସା । ବଲିଉଡ ଜଗତରେ ନିଜର ଯାଦୁ ବେଶି ସମୟ ଚଲେଇପାରିନଥିଲେ ଆଇସା ଯେଉଁ କାରଣରୁ ସେ ଭାରତର ଜଣା ଶୁଣା ବିଜନେସ ମ୍ୟାନ ଫରହାନ ଆଜମି ଙ୍କ ସହିତ ବିବାହ କରିଥିଲେ । ଆଇସା ଙ୍କ ବିବାହ ସବୁଠୁ ମହଙ୍ଗା ବିବାହ ଭିତରୁ ଗୋଟେ ଥିଲା ।

ତେବେ ବଲିଉଡ ଜଗତରେ ଆପଣଙ୍କ ପସନ୍ଦ ଆକ୍ଟର କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।